Odisha Link
Bridging the Missing Links in Odisha
Yearly Archives

2019

ନବୀନ ପଟ୍ଟନାୟକଙ୍କ ଭିଣୋଇ ସନ୍ନୀ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ (ଭଉଣୀ ଗୀତାଙ୍କର ସ୍ବାମୀ) ସନ୍ନୀ ମେହେଟାଙ୍କର ପରଲୋକ ହୋଇଯାଇଛି। ବିଶ୍ବର ଜଣେ ପ୍ରସିଦ୍ଧ ପ୍ରକାଶକ ଓ ସଂପାଦକ ଭାବେ ଜଣାଶୁଣା ସନ୍ନୀ ଆଲଫ୍ରେଡ୍‌ ଏ ନଫ୍‌ ପ୍ରକାଶନ ସଂସ୍ଥାର ମୁଖ୍ୟ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା…

ସ୍ମୃତି ଶତରୂପା: ୩୭ ବର୍ଷ ପରେ ବି ଏକାଠି…

ଜଗତସିଂହପୁର: ନାଲିବର ଉଚ୍ଚ ବିଦ୍ୟାଳୟର ୧୯୮୨ ବ୍ୟାଚ୍‌ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳିନ ପର୍ବ ଅନୁଷ୍ଠିତ ହୋଇଯାଇଛି। 'ସ୍ମୃତି ଶତରୂପା' ଶୀର୍ଷକ ଏ ଉତ୍ସବରେ ୩୭ ବର୍ଷ ପରେ ବି ନିଜର ସ୍କୁଲ ବେଳର ସ୍ମୃତିକୁ ସାଉଁଟିଥିଲେ ପୁରାତନ ଛାତ୍ରଛାତ୍ରୀ। ଏ ଅବସରରେ ବିଦ୍ୟାଳୟର ଦିବଂଗତ ପ୍ରଧାନଶିକ୍ଷକ…

ଆନ୍ତର୍ଜାତିକ ତାଏକୋଣ୍ଡୋରେ ପଦକ ଜିତିଲେ…

ଭୁବନେଶ୍ବର: କୋଲକାତା ଇଡେନ ଗାର୍ଡେନ ଖୁଦିରାମ ଅନୁଶୀଳନ କେନ୍ଦ୍ରରେ ଅନୁଷ୍ଠିତ ଆନ୍ତର୍ଜାତିକ ଓପନ ତାଏକୋଣ୍ଡୋ ଚାମ୍ପିଅନସିପ୍‌ରେ ଢେଙ୍କାନାଳର କୁନି ଝିଅ ସମୀକ୍ଷା ନନ୍ଦ ଦ୍ବେତ ପଦକ ଜିଣି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଇନଫାଣ୍ଟ ଫିମେଲ୍ ଗ୍ରୁପରେ ସେ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ…

ଲକ୍ଷେ ଟଙ୍କା ଲାଞ୍ଚ ନେଇ ଆଇଏଏସ୍‌…

ଭୁବନେଶ୍ବର: ଏକ ବିଲ୍‌ ପାସ୍‌ କରାଇଦେବା ଲାଗି ଜଣେ ହିତାଧିକାରୀଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ୨୦୦୯ ବ୍ୟାଚ୍‌ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ ବିଜୟ କୁମାର ଉପାଧ୍ୟାୟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଓନିଶା ଦୂର୍ନୀତି ନିବାରଣ ବିଭାଗ ଆଜି ଏହି ଓଡ଼ିଶା କ୍ୟାଡର୍‌ ଅଧିକାରୀଙ୍କୁ…

ଏସ୍‌ପ୍ଳାନେଡ୍‌ ବନ୍ଦ, ମାର୍କେଟିଂ ହେଡ୍‌…

ଭୁବନେଶ୍ବର: ସାମ୍ବାଦିକା ସ୍ବାତୀ ଜେନାଙ୍କ ଉପରେ ଆକ୍ରମଣ ଘଟଣାରେ ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କ ମିଳିତ ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ଏହାର ପ୍ରଭାବରେ ଭୁବନେଶ୍ବରର ସର୍ବବୃହତ୍ତ ମଲ୍‌ କୁହାଯାଉଥିବା ଏସ୍‌ପ୍ଳାନେଡ୍‌ ମଲ୍‌ ଦିନ ତମାମ୍‌ ବନ୍ଦ ରହିଛି। ଅନ୍ୟପଟେ ସାମ୍ବାଦିକମାନଙ୍କ ଚାପ ଯୋଗୁଁ…

ରଣଜୀ ଟ୍ରଫି: ଓଡ଼ିଶାର ଦମଦାର ବିଜୟ,…

କଟକ: ଚଳିତ ରଣଜୀ ଟ୍ରଫିରେ ଏପର୍ଯ୍ୟନ୍ତ ଓଡ଼ିଶା ଦଳର ଦମଦାର ପ୍ରଦର୍ଶନ। ଆଜି ଆଉ ଏକ ଦମଦାର ବିଜୟ ଲାଭ କରିଛି ଓଡ଼ିଶା ରଣଜୀ ଦଳ। କଟକରେ ଅନୁଷ୍ଠିତ ରଣଜୀ ଟ୍ରଫି ତୃତୀୟ ରାଉଣ୍ଡ ମ୍ୟାଚରେ ଆଜି ଓଡିଶା ଦଳ ଉତ୍ତରାଖଣ୍ଡକୁ ୧୦ ୱିକେଟରେ ପରାଜୟ କରିଛି। ପ୍ରଥମେ ବ୍ୟାଟିଂ କରି ଉତ୍ତରାଖଣ୍ଡ ୧୧୭ ରନ୍ କରିଥିଲା…

ବିଜେପିର ଦୁର୍ଯ୍ୟୋଧନ-ଦୁଃଶାସନ ସବୁଠୁ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଓ ଏନଆରସିକୁ ନେଇ ସାରା ଦେଶରେ ସରକାରଙ୍କ ବିପକ୍ଷରେ ରାଲି କରୁଛନ୍ତି ବିରୋଧୀ। ଏହି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ ସିହ୍ନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ଶାହାଙ୍କ ‘ଟୁକଡେ ଟୁକଡେ’ ଗ୍ୟାଙ୍ଗକୁ ନେଇ ଟାର୍ଗେଟ କରିଛନ୍ତି…

ଟ୍ରାଫିକ୍‌ ନିୟମକୁ ଫୁ କଲେ ନେତା, ବିନା…

ଭୁବନେଶ୍ବର: ଏମିତି ଦିନ ଥିଲା ନୂଆ ଟ୍ରାଫିକ୍‌ ନିୟମକୁ ନେଇ ରାଜ୍ୟସାରା ଭୟର ଲହରୀ ଖେଳି ଯାଇଥିଲା। ନୂଆ ଟ୍ରାଫିକ୍‌ ନିୟମ ଅନୁଯାୟୀ ଟ୍ରାଫିକ୍‌ ନିୟମ ଉଲଂଘନକାରୀଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ୁଥିଲା। ଏଭଳିକି ଟ୍ରାଫିକ୍‌ ନିୟମ ଭାଙ୍ଗିବାରୁ ଜନସାଧାରଣ ମୋଟା ଅଙ୍କର ଜୋରିମାନା ମଧ୍ୟ…

କଂଗ୍ରେସ ପାଳନ କଲା ୧୩୫ତମ ପ୍ରତିଷ୍ଠା…

ନୂଆଦିଲ୍ଲୀ: ଆଜି କଂଗ୍ରେସ ପାଳନ କରିଛି ଦଳର ୧୩୫ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ପ୍ରତିଷ୍ଠା ଦିବସରେ ଦଳ…

ଫୁଲ ନୁହେଁ ଆପଣଙ୍କ ପସନ୍ଦର ବହିଟିଏ…

ରାଞ୍ଚି: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ହେମନ୍ତ ସୋରେନ। ଏହି ଖବର ପ୍ରସାର ହେବା ପରଠୁ ହେମନ୍ତ ସୋରେନଙ୍କ ପ୍ରଶଂସକମାନେ ଫୁଲତୋଡା ପଠାଇବାରେ ଲାଗିଛନ୍ତି। ହେଲେ ଏହାକୁ ନଜରରେ ରଖି ହେମନ୍ତ ସୋରେନ ତାଙ୍କ ପ୍ରଶଂସକଙ୍କୁ ଟୁଇଟର ମାଧ୍ୟମରେ କିଛି ବାର୍ତ୍ତା ଦେଇଛନ୍ତି। ହେମନ୍ତ…