Odisha Link
Bridging the Missing Links in Odisha
Monthly Archives

March 2019

ନୟାଗଡ଼: ଭାଇରାଲ ହେଲା ବିଜେଡି ପ୍ରାର୍ଥୀ…

ନୟାଗଡ଼: ଜିଲ୍ଲାରେ ଦୁଇଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ଗୋଟିଏ ଫୋନ୍‌ ବାର୍ତ୍ତାଳାପ। ବିଜୁ ଜନତା ଦଳର ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ ଓ ବିଜେପି ନେତା ସନ୍ନ୍ୟାସୀ ପ୍ରଧାନଙ୍କ ମଧ୍ୟରେ ୫ ମିନିଟ ୪୮ ସେକେଣ୍ଡ ଅବଧିର ଏ ବାର୍ତ୍ତାଳାପଟି ଜିଲ୍ଲା ସାରା ଚର୍ଚ୍ଚାର ବିଷୟ…

ଖଣ୍ଡପଡ଼ା ଅଙ୍କ ଛିଣ୍ଡୁନି, ଅକଳରେ ବିଜେଡି…

ନୟାଗଡ଼: ଖଣ୍ଡପଡ଼ା ବିଧାନସଭା କ୍ଷେତ୍ରରେ ବିଜେଡି ଟିକେଟ୍‌ ବଣ୍ଟନକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳୁ ନଥିବା ବେଳେ ସ୍ଥାନୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ମଉଳିବାରେ ଲାଗିଛି। ଭିନ୍ନ ଭିନ୍ନ ଆଶାୟୀଙ୍କ ସମର୍ଥକମାନେ ଦଳ ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ଅପେକ୍ଷା କରି ବସିଥିବା ବେଳେ…

ଛିଡ଼ୁନି ବିଜେଡି ଗଣିତ- ଚିଲିକା,…

ଭୁବନେଶ୍ବର: ବିଧାନସଭା ନିର୍ବାଚନ ଲାଗି ଆଜି ବିଜୁ ଜନତା ଦଳର ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ଖୋର୍ଦ୍ଧା, ଚିଲିକା ଓ ବୋଲଗଡ଼-ବେଗୁନିଆ ଲାଗି ପ୍ରାର୍ଥୀ ଏଯାଏଁ ଘୋଷଣା ହୋଇନାହିଁ। ଏହି ତିନି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ ହେବାର ଆଭାସ ମିଳୁଥିବା ବେଳେ କିଏ ପ୍ରାର୍ଥୀ…

୧୮ ବିଧାନସଭା ଆସନ ପାଇଁ ବିଜେଡିର…

ଭୁବନେଶ୍ୱର: ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ମୋଟ ୧୮ଟି ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଦଳ। ୧-ପୁରୀ- ମହେଶ୍ୱର ମହାନ୍ତି ୨- ଜଟଣୀ –ବିଭୂତି ବଳବନ୍ତ ରାୟ ୩- ବାରବାଟୀ କଟକ- ଦେବାଶିଷ…

ବିଜେପି ଜିତିଲେ ଛବି ବର୍ଦ୍ଦନ ହତ୍ୟାକାରୀ…

ନୟାଗଡ଼: ବିଜେଡିର ଶାସନରେ ଛବି ବର୍ଦ୍ଧନକୁ ନ୍ୟାୟ ମିଳିଲା ନାହିଁ। ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେଲେ ଛବି ବର୍ଦ୍ଦନର ହତ୍ୟାକାରୀଙ୍କୁ ନୟାଗଡ଼ ଜେଲ ପଠାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ। ନୟାଗଡ଼ରେ ଅ‍ାଜି ଅପରାହ୍ନରେ ବିଶାଳ ବିଜୟ…

ନୟାଗଡ଼ରେ ହେମେନ୍ଦ୍ରଙ୍କ ପ୍ରତିମୂର୍ତ୍ତି…

ନୟାଗଡ଼: ନୟାଗଡ଼ରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସଭା ଅବସରରେ କନ୍ଧମାଳର ପୂର୍ବତନ ସାଂସଦ ତଥା ନୟାଗଡ଼ର ଦିବଂଗତ ଟାଣୁଅ‍ା ନେତା ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହାେଇଯାଇଛି। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଦୀର୍ଘଦିନ ଧରି ଅନାବରଣ ହାେଇପାରୁ ନଥିବା ସ୍ବର୍ଗତ…

୯ ସାଂସଦ ଓ ୩୬ ବିଧାୟକ ପ୍ରାର୍ଥୀଙ୍କ ନାମ…

ଭୁବନେଶ୍ୱର:ଅ‍ାଉ ୯ ସାଂସଦ ଓ ୩୬ ବିଧାୟକ ପ୍ରାର୍ଥୀଭ୍କ ନାମ ଘୋଷଣା କରିଛି ବିଜେଡି। ଅ‍ାଜି ସଂଧ୍ୟାରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି। ପୂର୍ବରୁ ତିନୋଟି ପର୍ଯ୍ୟାୟରେ ଦଳ ୬୫ ବିଧାୟକ ଓ ୯ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଅ‍ାଜିର ସଂଖ୍ୟା ମିଶାଇ ଏଯାବତ…

ମୁଖ୍ୟମନ୍ତ୍ରୀଙ୍କ ନୟାଗଡ଼ ସଭାରେ ହୃଦୟ…

ନୟାଗଡ଼: ଚଳିତ ମାସ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅ‍ାଗାମୀ ନିର୍ବାଚନ ପାଇଁ ନୟାଗଡ଼ ଠାରେ ପ୍ରଥମ ସଭାରେ ଯୋଗ ଦେଇଥିବା ବେଳେ ଏଥିରେ ଜିଲ୍ଲାର ୫୦ ହଜାରରୁ ଅଧିକ ମହିଳାଙ୍କ ସମାଗମ ହାେଇଥିଲା। ନବୀନ ପଟ୍ଟନାୟକ ସଭା ମଞ୍ଚରେ ପହଞ୍ଚିବା ପରେ ନିଜର ଓଜସ୍ବିନୀ ଭାଷଣ ମାଧ୍ୟମରେ ସମସ୍ତଙ୍କର…

ଅ‍ାଜି ଘୋଷଣା ହାେଇପାରେ ବିଜେଡିର ୪ର୍ଥ…

ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ଉଭୟ ସଂସଦୀୟ ଓ ବିଧାନସଭା କ୍ଷେତ୍ର ନିମନ୍ତେ ଅ‍ାଜି ୪ର୍ଥ ତାଲିକା ପ୍ରକାଶ ପାଇପାରେ। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଏହି ତାଲିକା ଘୋଷଣା କରିବେ। ପୂର୍ବରୁ ତିନି ପର୍ଯ୍ୟାୟରେ ମୋଟ ୯ ଜଣ ସାଂସଦ ପ୍ରାର୍ଥୀ ଓ ୬୫ ଜଣ ବିଧାୟକ ପ୍ରାର୍ଥୀଙ୍କ…

ଅ‍ାଜି ବିଜେପିକୁ ଫେରିବେ ବିଜୟ

ଭୁବନେଶ୍ୱର: ଅ‍ାଜି ବିଜେପିକୁ ଫେରିପାରନ୍ତି ବିଜୟ ମହାପାତ୍ର। ଦୀର୍ଘଦିନର କସରତ ପରେ ବିଜୟଙ୍କୁ ରାଜି କରିବାରେ ସଫଳ ହୋଇଛନ୍ତି ବିଜେପିର ବରିଷ୍ଠ ନେତା। ଅ‍ାଜି ବିଧିବଦ୍ଧ ଭାବେ ପୁଣି ବିଜୟ ବିଜେପିରେ ଯୋଗଦେବାର ସୂଚନା ମିଳୁଛି। ସେ ପାଟକୁରାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼େଇ କରିବାର…