Odisha Link
Bridging the Missing Links in Odisha
Daily Archives

March 13, 2019

ଭୁବନେଶ୍ବରରେ ରାଲି ପାଇଁ ପ୍ରାର୍ଥୀଙ୍କୁ…

ଭୁବନେଶ୍ବର:  ଅ‍ାଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଉପଦେଶ ଜାରି କରିଛି କମିସନରେଟ୍ ପୋଲିସ୍ । ନିର୍ବାଚନ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ମାନେ କରିବାକୁ ଥିବା ଶୋଭାଯାତ୍ରାରେ ତଥା ସାଧାରଣ ସଭାରେ କ’ଣ କରିବେ ଓ କ’ଣ କରିବେ ନାହିଁ ସେ ନେଇ ଆଡଭାଇଜରି ଜାରି କରିଛି କମିସନରେଟ ପୋଲିସ । ୧-…

ନବୀନଙ୍କ ରାସ୍ତାରେ ମମତା, ଖେଳିଲେ ମହିଳା…

ଭୁବନେଶ୍ବର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଗାମୀ ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା ନିଷ୍ପତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନିଜ ଖୁସି ଜଣାଇଛନ୍ତି ନବୀନ । ମିଳିତ ଭାବେ ଉଦ୍ୟମ କଲେ ନିର୍ବାଚନ ଏବଂ ଦେଶର ବିକାଶରେ ବଡ…

ବିଜେଡିର ମହିଳା ପ୍ରାର୍ଥୀଙ୍କ ପାଇଁ ୩୩…

ଭୁବନେଶ୍ବର: ଆଗାମୀ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଘୋଷଣା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏହି ଘୋଷଣାକୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଉଦ୍ଦେଶ୍ୟରେ ନବୀନ ଉତ୍ସର୍ଗ କରିଛନ୍ତି। ଗାନ୍ଧିଜୀଙ୍କ ପ୍ରତି ଏହା ଏକ ବିନମ୍ର ଶ୍ରଦ୍ଧାଞ୍ଜଳି ବୋଲି ସେ…

ଅ‍ାଜି ଠୁ ଓଡ଼ିଶାରେ ବର୍ଷା

ଭୁବନେଶ୍ବର: ରାଜ୍ୟରେ ତାତି ଅସହ୍ୟ ଭାବେ ବଢ଼ି ଚାଲିଥିବା ବେଳେ ଅ‍ାଜି ଠୁ ମିଳିବ ସାମାନ୍ୟ ଆଶ୍ବସ୍ତି। ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ଅ‍ାଜି ଠାରୁ ଚାରି ଦିନ ଧରି କାଳବୈଶାଖୀ ସହ କୁଆପଥର ବର୍ଷା ହୋଇପାରେ। କେତେକ ସ୍ଥାନରେ ବଜ୍ରପାତର ଆଶଙ୍କା ବି ରହିଛି। ବିଶେଷକରି ୧୪ ଓ ୧୫ ତାରିଖରେ କାଳବୈଶାଖୀର…

୨୦୧୯ ନିର୍ବାଚନ: ରାଜନୀତିକୁ ଓହ୍ଲାଇବେ…

ଭୁବନେଶ୍ବର: ବିଜେଡି ମୁଖିଅ‍ା ନବୀନ ପଟ୍ଟନାୟକ ଲୋକସଭା ନିର୍ବାଚନରେ ତାଙ୍କ ଦଳ ଓଡ଼ିଶାରୁ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ କରିବ ବୋଲି ଘୋଷଣା କରିବା ପରେ ଏବେ ଦଳରେ ମହିଳା ଅ‍ାଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନୁରୂପ ଭାବେ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ଅଧିକ ମହିଳାଙ୍କୁ ସୁଯୋଗ ଦେବ ବୋଲି…