Odisha Link
Bridging the Missing Links in Odisha
Daily Archives

March 14, 2019

ବିଜେଡ଼ିରେ ଯୋଗଦେଲେ ରାମ ସୋରେନ୍ ଓ ଶଶି…

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲା ସାରସକଣା ବିଧାନସଭା ନିର୍ବାଚନ ମଣ‌ଡଳୀର ସମ୍ଭାବ୍ୟ ବିଜେପି ପ୍ରାର୍ଥୀ ତଥା ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ରାମ କୁମାର ସୋରେନ୍ ବିଜେଡିରେ ଯୋଗ ଦେଇଛନ୍ତିି। ଅନୁରୂପ ଭାବେ ବାଲେଶ୍ବର ଜିଲ୍ଲା ସିମୁଳିଅ‍ା ନିର୍ବାଚନ ମଣ୍ଡଳୀର ବିଜେପି ଅ‍ାଶାୟୀ ଶଶି କୁମାର…

ନିରଂଜନଙ୍କୁ ବିରୋଧ କରୁଥିବା ନେତା ଏବେ…

ବାଲେଶ୍ବର: "ପ୍ରସାଦ ହରିଚନ୍ଦନ ବଲ୍ଲେ ବଲ୍ଲେ। କିଛି ପ୍ରତ୍ୟାଖ୍ୟିତ ଗନ୍ଧିଆ ନଳା ବୁଢ଼ା ଘୋଡ଼ା ଅର୍ଥ ବଳ ବ୍ୟବହାର କରି ଓ ଅସତ୍‌ ସାମ୍ବାଦିକଙ୍କୁ ଲାଞ୍ଚ ଦେଇ ତାଙ୍କ ବାବଦରେ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ହେବାର ନାହିଁ। ଏଆଇସିସି ବୁଝି ସାରିଛି, ପ୍ରସାଦ ଜୀଙ୍କ…

ମୁମ୍ବାଇ: ପାଦଚଲା ପୋଲ ଭୁଶୁଡ଼ି ୫ ମୃତ

ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ରେଳ ଷ୍ଟେସନ୍‌ ପାଖରେ ଏକ ପାଦଚଲା ପୋଲ ଭୁଶୁଡ଼ି ୫ ଜଣଙ୍କର ଜୀବନ ହାନି ଘଟିଥିବା ବେଳେ ଅନ୍ୟୁନ ୩୦ ଜଣ ଆହତ ହୋଇଛନ୍ତି। ଆଜି ସଂଧ୍ୟାରେ ଏ ଅଘଟଣ ଘଟିଥିବା ବେଳେ ଆହତମାନଙ୍କୁ ତୁରନ୍ତ ଚିକିତ୍ସାଳୟ ପଠାଯାଇଛି। ଓଭରବ୍ରିଜଟି ଷ୍ଟେସନର ୧ ନମ୍ବର…

ନୂଆପଡ଼ାରେ ୫ କିଲୋମିଟର ଦୋଳାରେ ବୁହାହେଲେ…

ଭୁବନେଶ୍ବର: ଗାଡ଼ି ଯାତାୟତ ପାଇଁ ରାସ୍ତା ନଥିବା ହେତୁ ଜଣେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟର ବାଟ ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ପହଞ୍ଚାଇବାକୁ ପଡ଼ିଛି। ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କପୁରଗଡ଼ ଗାଁରେ। ସେହି ଗାଁର ପରମାନନ୍ଦ ମାଝୀଙ୍କ ପତ୍ନୀ ଜୁଗୁନି ମାଝୀ ଆଜି ସକାଳୁ…

ଦିଲ୍ଲୀରେ ପଦ୍ମ ଧରିଲେ ଦାମୋଦର

ଭୁବନେଶ୍ବର: ବିଜାପିକୁ ରାଜ୍ୟରୁ ହଟାିବା ପାଇଁ କଂଗ୍ରେସ୍‌ ସହ ବିଜେଡିର ମେଣ୍ଟ ପ୍ରସ୍ତାବ ରଖୁଥିବା ଦାମୋଦର ରାଉତ ଆଜି ବିଜେପିକୁ ଆପଣେଇ ନେଇଛନ୍ତି। ଆଜି ସଂଧ୍ୟାରେ ନୂଆଦିଲ୍ଲୀର ବିଜେପି ଜାତୀୟ ମୁଖ୍ୟାଳୟ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ…

ନିର୍ବାଚନ ପାଇଁ ମାଓ ଅଞ୍ଚଳରେ କଡ଼ା…

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବୁଧବାର ପୁଲିସ୍-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସର ପାଲଟା ଗୁଳିରେ ଜଣେ ମହିଳା କ୍ୟାଡର୍ ମାଓବାଦୀର ମୃତ୍ୟୁ ହୋଇଛି। ମୃତ ମହିଳା କ୍ୟାଡରଙ୍କ ପରିଚୟ ମିଳି ପାରିନାହିଁ। ଏଥିସହ ଘଟଣାସ୍ଥଳରୁ ପୁଲିସ୍ ବ୍ୟାପକ ବିସ୍ପୋରକ ସହ ମାଓ…

ଅ‍ାରମ୍ଭ ହେଲା ରାଜ୍ୟସ୍ତରୀୟ ପ୍ରାକୃତିକ…

ଭୁବନେଶ୍ବର: ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପକୁ ଆଧାର କରି ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦେଶାଳୟ ଜରିଆରେ ସ୍ବତନ୍ତ୍ର ପ୍ରଦର୍ଶନୀୟୁନିଟ୍‌-୧ସ୍ଥିତ ଆଦିବାସୀ ପଡ଼ିଆରେ ଉଦ୍‌ଘାଟିତ ହୋଇଛି। ରାଜ୍ୟ ଉନ୍ନୟନ କମିସନର ତଥା ଅତିରିକ୍ତ…

୨୫ରୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ: ସପ୍ତାହେ ହେଲା ସରିଲାଣି ପରୀକ୍ଷା। ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା ପରେ ପରେ ଖାତା ମୂଲ୍ୟାୟନ କେନ୍ଦ୍ରକୁ ପଠାଯିବା କଥା। କିନ୍ତୁ ଆଜିଯାଏ ମାଟ୍ରିକ୍ ପରୀକ୍ଷା ଖାତା ରାଜ୍ୟର ବିଭିନ୍ନ ନୋଡାଲ ସେଣ୍ଟରରେ ପଡ଼ିରହିଛି। ଆସନ୍ତା ୨୫ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ…

ନବୀନଙ୍କ ବାଣରେ ବିଜେପି ଛାନିଅ‍ା

ଭୁବନେଶ୍ବର: ଅ‍ାଗାମୀ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟରଷ୍ଟ୍ରୋକ୍ ବିରୋଧୀ ଦଳଗୁଡ଼ିକୁ ଛାନିଅ‍ା କରିଦେଇଛି। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକରେ ବିରୋଧୀଦଳ ଧରାାୟୀ ହେବା ଅ‍ାାଶଙ୍କାରେ ରହିଛି। ବିଶେଷ କରି ଭାରତୀୟ ଜନତା ପାର୍ଟି…

ମହିଳାଙ୍କ ପାଇଁ ୨୫% ଅ‍ାସନ ସଂରକ୍ଷଣ…

ଭୁବନେଶ୍ବର: ଅ‍ାଗାମୀ ନିର୍ବାଚନରେ ବିଜେଡିରେ ମହିଳା ପାଇଁ ୩୩ ପ୍ରତିଶତ ଲୋକସଭା ଅ‍ାସନ ସଂରକ୍ଷଣ ଘୋଷଣା କରି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳମାନଙ୍କର ଚିନ୍ତା ବଢ଼ାଇ ଦେଇଛନ୍ତି। ବିଜେଡି ଭଳି ଅନ୍ୟଦଳଗୁଡ଼ିକ ମଧ୍ୟ ମହିଳା ପ୍ରାର୍ଥୀତ୍ବ ନେଇ କସରତ ଅ‍ାରମ୍ଭ କରି…