Odisha Link
Bridging the Missing Links in Odisha

ବିଜେପୁରରୁ ସନତ ଗଡ଼ତିଅ‍ାଙ୍କୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ବର: ଭାରତୀୟ ଜନତା ଦଳର ଚତୁର୍ଥ ବିଧାୟକ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ଅ‍ାଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ସାମନା କରିବେ ବିଜେପିର ସନତ ଗଡ଼ତିଅ‍ା।

୪ଟି ପର୍ଯ୍ୟାୟରେ ବିଜେପି ଏଯାବତ୍ ଓଡ଼ିଶାରୁ ୧୩୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ ଅ‍ାଉ ୧୫ ପ୍ରାର୍ଥୀଙ୍କ ନାମ ଘୋଷଣା ଏବେ ବି ବାକି ଅଛି। ସେହିପରି ୨୧ ଲୋକ ସଭା ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ଏଯାଏଁ ୬ ଜଣଙ୍କ ନାମ ଘୋଷଣା କରିଛି।

Comments are closed.