Odisha Link
Bridging the Missing Links in Odisha

୯ ସାଂସଦ ଓ ୩୬ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ଭୁବନେଶ୍ୱର:ଅ‍ାଉ ୯ ସାଂସଦ ଓ ୩୬ ବିଧାୟକ ପ୍ରାର୍ଥୀଭ୍କ ନାମ ଘୋଷଣା କରିଛି ବିଜେଡି। ଅ‍ାଜି ସଂଧ୍ୟାରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି।

ପୂର୍ବରୁ ତିନୋଟି ପର୍ଯ୍ୟାୟରେ ଦଳ ୬୫ ବିଧାୟକ ଓ ୯ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଅ‍ାଜିର ସଂଖ୍ୟା ମିଶାଇ ଏଯାବତ ମୋଟ ୧୦୧ ଜଣ ବିଧାୟକ ଓ ୧୮ ଜଣ ସାଂସଦ ପ୍ରାର୍ଥୀଭ୍କ ନାମ ଘୋଷଣା କରିଛି ବିଜେଡି।

ପଢ଼ନ୍ତୁ, ଅ‍ାଜି କେଉଁମାନଙ୍କ ନାମ ଘୋଷଣା ହେଲା:

ଲୋକସଭା

  • ଭୁବନେଶ୍ୱର- ଅରୂପ ପଟ୍ଟନାୟକ
  • କେନ୍ଦ୍ରାପଡା- ଅନୁଭୁବ ମହାନ୍ତି
  • ଯାଜପୁର-ଶର୍ମିଷ୍ଠା ସେଠୀ
  • ବାଲେଶ୍ୱର- ରବୀନ୍ଦ୍ର ଜେନା
  • ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ
  • ପୁରୀ- ପିନାକୀ ମିଶ୍ର
  • ଭଦ୍ରକ- ମଞ୍ଜୁଲତା ମଣ୍ଡଳ
  • ମୟୂରଭଞ୍ଜ- ଦେବାଶିଷ ମାରାଣ୍ଡି
  • ସମ୍ବଲପୁର- ଇଞ୍ଜିନିୟର ନଳୀନକାନ୍ତ ପ୍ରଧାନ

ବିଧାନସଭା

  • ଭୋଗରାଇ- ଅନନ୍ତ କୁମାର ଦାସ
  • ଚାନ୍ଦବାଲି- ବୈମକେଶ ରାୟ
  • ଆଳି- ପ୍ରତାପ ଦେବ
  • ଧର୍ମଶାଳା- ପ୍ରଣବ ବଳବନ୍ତ ରାୟ
  • ମହାଙ୍ଗା- ପ୍ରତାପ ଜେନା
  • ଢେଙ୍କାନାଳ- ସୁଧୀର ସାମଲ
  • ଅନୁଗୁଳ- ରଞ୍ଜିନକାନ୍ତ ସିଂହ
  • ବାଙ୍କି ଦେବୀରଞ୍ଜନ ତ୍ରିପାଠୀ
  • ସୁକିନ୍ଦା-ପ୍ରୀତିରଞ୍ଜନ ଘଡାଇ
  • ରେମୁଣା- ସୁଧାଂଶୁ ପରିଡା
  • ବିଞ୍ଝାରପୁର- ପ୍ରମିଳା ମଲ୍ଲିକ
  • ରଣପୁର- ସତ୍ୟନାରାୟଣ ପ୍ରଧାନ
  • ବାଙ୍କି- ଦେବୀ ରଞ୍ଜନ ତିପ୍ରାଠୀ
  • ପରଜଙ୍ଗ- ନୃସିଂହ ଚରଣ ସାହୁ
  • ପାଟଣା- ଜଗନ୍ନାଥ ନାୟକ
  • କେନ୍ଦୁଝର- ମାଧବ ସର୍ଦ୍ଦାର
  • ତେଲକୋଇ- ପ୍ରେମାନନ୍ଦ ନାୟକ
  • ଭଣ୍ଡାରିପୋଖରୀ-ପ୍ରଫୁଲ୍ଲ ସାମଲ
  • କାମାକ୍ଷାନଗର-ପ୍ରଫୁଲ୍ଲ ମଲ୍ଲିକ
  • ନୟାଗଡ- ଅରୁଣ ସାହୁ
  • ବାସୁଦେବପୁର- ବୁଷ୍ଣୁପଦ ରାଉତରାୟ
  • ପାଟକୁରା- ବେଦପ୍ରକାଶ ଅଗ୍ରୱାଲ
  • ରଣପୁର- ସତ୍ୟ ନାରାୟଣ ପ୍ରଧାନ
  • ଘଷିପୁରା- ବିଦ୍ର ନାରାୟଣ ପାତ୍ର
  • ଚୌଦ୍ୱାର-କଟକ- ସୌଭିତ ବିଶ୍ୱାଳ
  • ଭୁବନେଶ୍ୱର-ଏକାମ୍ର- ଅଶୋକ ପଣ୍ଡା
  • ଆଠଗଡ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
  • କୁଚିଣ୍ଡା- କିଶୋର ନାୟକ
  • ସିମୁଳିଆ- ଜ୍ୟେତିପ୍ରକାଶ ପାଣିଗ୍ରାହୀ
  • ସତ୍ୟବାଦୀ- ଉମାକାନ୍ତ ସାମନ୍ତରାୟ
  • ମହାକାଳପଡା- ଅତନୁ ସବ୍ୟସାଚୀ ନାୟକ
  • ସାଲେପୁର- ପ୍ରଶାନ୍ତ ବେହେରା
  • ବ୍ରହ୍ମଗିରି- ସଞ୍ଜୟ ଦାସ ବର୍ମା
  • ବଡମ୍ବା-ନରସିଂହପୁର- ଦେବୀ ମିଶ୍ର
  • ହିନ୍ଦୋଳ- ସୀମାରାଣୀ ନାୟକ
  • ତାଳଚେର- ବ୍ରଜ କିଶୋର ପ୍ରଧାନ
  • କୁଚିଣ୍ଡା- କିଶୋର ଚନ୍ଦ୍ର ନାୟକ

Comments are closed.