Odisha Link
Bridging the Missing Links in Odisha

ସମ୍ବଲପୁରରେ ନବୀନଙ୍କ ରୋଡ ସୋ’, ଆଜି ଯିବେ କୁଚିଣ୍ଡା

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାତି ପ୍ରାୟ ୧୦ଟାରେ ସମ୍ବଲପୁରରେ ରୋଡ ସୋ’ ଶେଷ କରି ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି।

ମା’ ସମଲେଶ୍ୱରୀଙ୍କ ଠାରୁ ଆଶୀର୍ବାଦ ନେଇ ନେବା ପରେ ନବୀନ ସ୍ଥାନୀୟ ସର୍କିଟ ହାଉସ୍‌ରେ ରାତ୍ରିଯାପନ କରିବା ପାଇଁ ପହଂଚିଛନ୍ତି।

ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନବୀନ ପ୍ରଚାର ଶେଷ କରିଥିବା ବେଳେ ସେ ରବିବାର କୁଚିଣ୍ଡା ଅଭିମୁଖେ ବାହାରିବେ। ସେଠାରେ ନବୀନଙ୍କ ଦଳୀୟ ସଭା ଅଛି।

Comments are closed.