ଜେଏସପିଏଲର ସଫଳତା : ସମୟସୀମାର ଚାରି ମାସ…
ଭୁବନେଶ୍ୱର / ନୂଆଦିଲ୍ଲୀ: ମେକ୍ ଇନ୍ ଇଣ୍ଡିଆ ଉପକ୍ରମର ଏକ ସଫଳ ନିଦର୍ଶନ ଭାବରେ, ଶ୍ରୀ ନବୀନ ଜିନ୍ଦଲ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡ୍ (ଜେଏସପିଏଲ), ଭାରତୀୟ ରେଳବାଇକୁ ରେଳଲାଇନ୍ ଯୋଗାଇବା ଅର୍ଡର ରେକର୍ଡ ସମୟ ମଧ୍ୟରେ ପୂରା କରଛି । ଜୁଲାଇ ୨୦୧୮ରେ, ଏକ ଆନ୍ତର୍ଜାତୀୟ ଟେଣ୍ଡର…