Odisha Link
Bridging the Missing Links in Odisha

ଭୁବନେଶ୍ଵର: ୧୪୦ କିମି ବେଗରେ ପବନ, ବ୍ୟାପକ କ୍ଷତି,ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଭୟଙ୍କର ହତ୍ୟା ପଶି ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ବ୍ୟାପକ କ୍ଷୟକ୍ଷତି ଲାଖିରହିଛି। ଫନି ପୁରୀ ଉପକୂଳ ଛୁଇଁବେ ବେଳେ ଭୁବନେଶ୍ବରରେ ପବନର ବେଗ ୪୦ କିଲୋମିଟର ଥିବା ବେଳେ ଏବେ ଏହା ୧୪୦ କିଲୋମିଟର ପହଞ୍ଚିଛି।

ଫନି ପ୍ରଭାବରେ ଭୁବନେଶ୍ବରରେ ଏକ ଘରର ଛପର ଉଡ଼ିଯାଇଛି

ପବନ ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଗଛ ଭାଙ୍ଗି ପଡ଼ିଥିବା ବେଳେ ବସ୍ତି ଅଞ୍ଚଳରେ ବହୁ ଘର ଗପର ଉଡ଼ିଯାଇଛି। ଛୋଟ ଦୋକାନ, ଟିଣ, ପ୍ଲାଷ୍ଟିକ, ଆଜବେଷ୍ଟସ ଓ ବିଜ୍ଞାପନ ହୋର୍ଡିଂ ଆଦି ମଧ୍ୟ ଭାଙ୍ଗି ପଡ଼ିଛି।

ବର୍ତ୍ତମାନ ପବନର ତାଉ ଟିକେ କମିଥିବା ବେଳେ ସହରରେ ପ୍ରବଳ ବର୍ଷା ଜାରି ରହିଛି।

Comments are closed.