Odisha Link
Bridging the Missing Links in Odisha

ଫନି: ଭୁବନେଶ୍ବର ବିମାନବନ୍ଦର ଓ ରେଳ ଷ୍ଟେସନରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ବର: ମହାବାତ୍ୟା ଫନି ପ୍ରଭାବରେ ଭୁବନେଶ୍ବର ରେଳ ଷ୍ଟେସନ ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବ୍ୟାପକ କ୍ଷତି ହୋଇଛି।

ରେଳ ଷ୍ଟେସନର ଛାତ ସମ୍ପୂର୍ଣ୍ଣ ଉଡ଼ି ଯାଇଥିବା ବେଳେ ବିମାନ ବନ୍ଦରରେ ମଧ୍ୟ ଭଙ୍ଗାରୁଜା ହୋଇଛି।

ଉଭୟ ବିମାନ ବନ୍ଦର ଓ ରେଳ ଷ୍ଟେସନ ବନ୍ଦ ରହିଛି। ୨୪ ଘଣ୍ଟା ପାଇଁ ଭୁବନେଶ୍ଵରକୁ ରେଳ ଓ ବିମାନ ସେବା ନିଷେଧ କରାଯାଇଛି।

Comments are closed.