Odisha Link
Bridging the Missing Links in Odisha

ଚମ୍ପୁଆ, ଭଞ୍ଜନଗର, ଆସ୍କା, ବଡ଼ଚଣା ଓ ନବରଙ୍ଗପୁରରେ ବିଜେଡି ବିଜୟୀ

ଭୁବନେଶ୍ବର: ସଂଧ୍ୟା ୫ଟା ୩୦ ସୁଦ୍ଧା ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ୫ଟି ଆସନରେ ବିଜୟୀ ହୋଇଥିବା ବେଳେ ଆଉ ୧୦୫ଟି ଆସନରେ ଆଗୁଆ ଅଛନ୍ତି।

ଚମ୍ପୁଆରେ ପ୍ରଥମ ଥର ପାଇଁ ବିଜେଡି ବିଜୟଲାଭ କରିଛି। ଦଳର ପ୍ରାର୍ଥୀ ମୀନାକ୍ଷୀ ମହାନ୍ତି ବିଜୟୀ ହୋଇଥିବା ବେଳେ ଭଞ୍ଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ବିଜୟୀ ହୋଇଛନ୍ତି। ଆସ୍କା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମଞ୍ଜୁଆ ସ୍ବାଇଁ, ବଡ଼ଚଣାରେ ଅମର ପ୍ରସାଦ ଶତପଥୀ ଓ ନବରଙ୍ଗପୁରରେ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି।

Comments are closed.