Odisha Link
Bridging the Missing Links in Odisha

ଓଡ଼ିଶା ବିଧାନସଭା: କେଉଁଠି କିଏ ବିଜୟ ଲାଭ କଲେ, ପଢ଼ନ୍ତୁ

ଭୁବନେଶ୍ବର: ମଧ୍ୟରାତ୍ରି ସୁଦ୍ଧା ଚୂଡ଼ାନ୍ତ ଗଣତି ଫଳାଫଳ ଆସିନଥିଲେ ହେଁ, ପ୍ରାୟ ସମସ୍ତ ବିଧାନସଭା ଆସନର ଫଳାଫଳ ସ୍ପଷ୍ଟ ହୋଇଯାଇଛି। ସେହି ଆଧାରରେ ଆମର ଏ ବିଜୟୀ ତାଲିକା। ତେବେ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ବଣାଇ : ଲକ୍ଷ୍ମଣ ମୁଣ୍ଡା (ସିପିଏମ୍)

ବଲାଙ୍ଗୀର : ନରସିଂହ ମିଶ୍ର (କଂଗ୍ରେସ)
କଟକ : ମହମ୍ମଦ ମୋକିମ୍ (କଂଗ୍ରେସ)
ଖଡ଼ିଆଳ : ଅଧିରାଜ ପାଣିଗ୍ରାହୀ (କଂଗ୍ରେସ)
ଜୟପୁର : ତାରାପ୍ରସାଦ ବାହିନୀପତି (କଂଗ୍ରେସ)
କଣ୍ଟାବାଞ୍ଜି : ସନ୍ତୋଷ ସିଂହ ସାଲୁଜା (କଂଗ୍ରେସ)
ସୋର : ସୁରେନ୍ଦ୍ର ପରମାଣିକ (କଂଗ୍ରେସ)
ସାନଖେମୁଣ୍ଡି: ରମେଶ ଜେନା (କଂଗ୍ରେସ)
ବୀରମିତ୍ରପୁର : ରୋହିତ ଜୋଶେଫ୍ (କଂଗ୍ରେସ)
ଜଟଣୀ : ସୁର ରାଉତରାୟ(କଂଗ୍ରେସ)
ବସ୍ତା : ବିଜନ ନାୟକ (କଂଗ୍ରେସ)
କୋଟପାଡ଼ : ଚନ୍ଦ୍ରଶେଖର ମାଝୀ(କଂଗ୍ରେସ)

ବ୍ରହ୍ମଗିରି: ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବିଜେପି)
ପାରଳାଖେମୁଣ୍ଡି : କେ. ନାରାୟଣ ରାଓ (ବିଜେପି)
ପୁରୀ : ଜୟନ୍ତ ଷଡ଼ଙ୍ଗୀ (ବିଜେପି)
ସୁନ୍ଦରଗଡ଼ : କୁସୁମ ଟେଟେ (ବିଜେପି)
ବୀରମହାରାଜପୁର : ରଘୁନାଥ ଜଗଦଳା (ବିଜେପି)
ବାରିପଦା : ପ୍ରକାଶ ସୋରେନ (ବିଜେପି)
ଯଶୀପୁର : ଗଣେଶରାମ ଖୁଣ୍ଟିଆ (ବିଜେପି)
କଣ୍ଟାମାଳ : କହ୍ନେଇ ଡ଼ାଙ୍ଗ (ବିଜେପି)
ଚାନ୍ଦବାଲି : ମନମୋହନ ସାମଲ (ବିଜେପି)
ବାଙ୍ଗିରିପୋଷି : ସୁଗଦା ମୁର୍ମୂ (ବିଜେପି)
ସମ୍ବଲପୁର : ଜୟ ନାରାୟଣ ମିଶ୍ର (ବିଜେପି)
ରେଙ୍ଗାଳି : ନାଉରୀ ନାୟକ (ବିଜେପି)
ତଳସରା : ଭବାନୀ ଭୋଇ (ବିଜେପି)
ଗୁଣୁପୁର : ରଘୁନାଥ ଗମାଙ୍ଗ (ବିଜେପି)
ଧାମନଗର : ବିଷ୍ଣୁ ସେଠୀ (ବିଜେପି)
ବାଲେଶ୍ୱର : ମଦନ ଦତ୍ତ (ବିଜେପି)
ବଡ଼ଚଣା : ଅମର ନାୟକ (ବିଜେପି)
ବାରିପଦା : ପ୍ରକାଶ ସୋରେନ (ବିଜେପି)
ଉମରକୋଟ : ନିତ୍ୟାନନ୍ଦ ଗଣ୍ଡ (ବିଜେପି)
ଭବାନୀପାଟଣା : ପ୍ରଦୀପ୍ତ ନାୟକ (ବିଜେପି)
ବଡ଼ସାହି : ସନାତନ କୂଳିଆ(ବିଜେପି)
ନର୍ଲା : ଅନିରୁଦ୍ଧ ପ୍ରଧାନ (ବିଜେପି)

ରଘୁନାଥପାଲି : ସୁବ୍ରତ ତରାଇ (ବିଜେଡି)
ପଦ୍ମପୁର : ବିଜୟରଂଜନ ସିଂହ ବରିହା (ବିଜେଡି)
ଚିତ୍ରକୋଣ୍ଡା : ପୂର୍ଣ୍ଣଚନ୍ଦ୍ର ବକ (ବିଜେଡି)
ରଘୁରାମ ପଦଲ (ବିଜେଡି)
ଖୋର୍ଦ୍ଧା :ଜ୍ୟୋତିରିନ୍ଦ୍ର ନାଥ ମିତ୍ର(ବିଜେଡ଼ି)
ବେଗୁନିଆ : ରାଜେନ୍ଦ୍ର କୁମାର ସାହୁ(ବିଜେଡ଼ି)
ଚିଲିକା : ପ୍ରଶାନ୍ତ ଜଗଦେବ(ବିଜେଡ଼ି)
ବୌଦ୍ଧ : ପ୍ରଦୀପ ଅମାତ (ବିଜେଡ଼ି)
ଧର୍ମଶାଳା : ପ୍ରଣବ ବଳବନ୍ତରାୟ(ବିଜେଡ଼ି)
ନବରଙ୍ଗପୁର : ସଦାଶିବ ପ୍ରଧାନୀ(ବିଜେଡ଼ି)
ପାଟଣାଗଡ଼ : ସରୋଜ ମେହର(ବିଜେଡ଼ି)
ଆସ୍କା : ମଞ୍ଜୁଳା ସ୍ୱାଇଁ (ବିଜେଡ଼ି)
ଭଟଲି : ସୁଶାନ୍ତ ସିଂ(ବିଜେଡ଼ି)
ରଣପୁର : ସତ୍ୟନାରାୟଣ ପ୍ରଧାନ(ବିଜେଡ଼ି)
ଭୁବନେଶ୍ୱର(ମଧ୍ୟ) : ଅନନ୍ତ ନାରାୟଣ ଜେନା(ବିଜେଡ଼ି)
ବ୍ରଜରାଜନଗର : କିଶୋର ମହାନ୍ତି (ବିଜେଡ଼ି)
ଭୁବନେଶ୍ୱର(ଏକାମ୍ର) : ଅଶୋକ ଚନ୍ଦ୍ର ପଣ୍ଡା(ବିଜେଡ଼ି)
ବରଗଡ଼ : ଦେବେଶ ଆଚାର୍ଯ୍ୟ (ବିଜେଡ଼ି)
ଫୁଲବାଣୀ : ଅଙ୍ଗଦ କହଁର(ବିଜେଡ଼ି)
ଯାଜପୁର : ପ୍ରଣବ ପ୍ରକାଶ ଦାସ(ବିଜେଡ଼ି)
ସୋନପୁର : ନିରଞ୍ଜନ ପୂଜାରୀ(ବିଜେଡ଼ି)
ନୟାଗଡ଼ : ଅରୁଣ ସାହୁ(ବିଜେଡ଼ି)
ଲୋଇସିଂହା : ପ୍ରଦୀପ ବେହେରା(ବିଜେଡ଼ି)
ଝାରସୁଗୁଡ଼ା : ନବ ଦାସ (ବିଜେଡ଼ି)
କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ୍ (ବିଜେଡ଼ି)
ମାଲକାନାଗିରି : ମୁକୁନ୍ଦ ସୋଢ଼ୀ (ବିଜେଡ଼ି)
ଜୁନାଗଡ଼ : ଦିବ୍ୟଶଙ୍କର ମିଶ୍ର (ବିଜେଡ଼ି)
ଭଞ୍ଜନଗର : ବିକ୍ରମ ଆରୁଖ (ବିଜେଡ଼ି)
ମାହାଙ୍ଗା : ପ୍ରତାପ ଜେନା (ବିଜେଡ଼ି)
ସାଲେପୁର : ପ୍ରଶାନ୍ତ ବେହେରା (ବିଜେଡ଼ି)
ସୁକିନ୍ଦା : ପ୍ରୀତିରଞ୍ଜନ ଘଡ଼ାଇ (ବିଜେଡ଼ି)
ଖଣ୍ଡପଡ଼ା : ସୌମ୍ୟରଞ୍ଜନ ପଟ୍ଟନାୟକ (ବିଜେଡ଼ି)
ଭଣ୍ଡାରୀପୋଖରୀ : ପ୍ରଫୁଲ୍ଲ ସାମଲ (ବିଜେଡ଼ି)
ଘଷିପୁରା : ବଦ୍ରିନାରାୟଣ ପାତ୍ର (ବିଜେଡ଼ି)
ପିପିଲି : ପ୍ରଦୀପ ମହାରଥୀ (ବିଜେଡ଼ି)
କଟକ ସଦର : ଚନ୍ଦ୍ରସାରଥୀ ବେହେରା (ବିଜେଡ଼ି)
କୋରେଇ : ଅଶୋକ ବଳ (ବିଜେଡ଼ି)
ଗୋପାଳପୁର : ପ୍ରଦୀପ କୁମାର ପାଣିଗ୍ରାହୀ (ବିଜେଡ଼ି)
ଖଲିକୋଟ : କେ.ଏସ୍ ବୈଦ୍ୟ (ବିଜେଡ଼ି)
ନିଆଳି : ଡ଼ାକ୍ତର ପ୍ରମୋଦ ମଲ୍ଲିକ (ବିଜେଡ଼ି)
ନୀଳଗିରି : ସନ୍ତୋଷ ଖଟୁଆ (ବିଜେଡି)
ରେଢ଼ାଖୋଲ: ରୋହତ ପୂଜାରୀ (ବିଜେଡ଼ି)
ସୁମଳିଆ : ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ବିଜେଡ଼ି)
ହିଞ୍ଜିଳିକାଟୁ : ନବୀନ ପଟ୍ଟନାୟକ (ବିଜେଡ଼ି)
ବିଜେପୁର : ନବୀନ ପଟ୍ଟନାୟକ (ବିଜେଡ଼ି)
ପାରାଦୀପ : ସମ୍ବିତ ରାଉତରାୟ (ବିଜେଡ଼ି)
ତାଳଚେର : ବ୍ରଜକିଶୋର ପ୍ରଧାନ (ବିଜେଡ଼ି)
ସୋରଡ଼ା : ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ (ବିଜେଡ଼ି)
ତିର୍ତ୍ତୋଲ : ବିଷ୍ଣୁ ଦାସ (ବିଜେଡ଼ି)
ବ୍ରହ୍ମପୁର : ବିକ୍ରମ ପଣ୍ଡା (ବିଜେଡ଼ି)
ଛତ୍ରପୁର : ସୁବାସ ବେହେରା (ବିଜେଡ଼ି)
ନିମାପଡ଼ା : ସମୀର ଦାସ (ବିଜେଡ଼ି)
ପାଟଣା : ଜଗନ୍ନାଥ ନାୟକ (ବିଜେଡ଼ି)
ବାଙ୍କୀ : ଦେବୀରଞ୍ଜନ ତ୍ରିପାଠୀ (ବିଜେଡ଼ି)
ଆଠଗଡ଼: ରଣେନ୍ଦ୍ର ପ୍ରତାପ ସ୍ୱାଇ (ବିଜେଡ଼ି)
ଚୌଦ୍ୱାର କଟକ : ସୌଭିକ୍ ବିଶ୍ୱାଳ (ବିଜେଡ଼ି)
ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ (ବିଜେଡ଼ି)
ରାଉରକେଲା : ସାରଦା ନାୟକ (ବିଜେଡ଼ି)
ସାରସକଣା : ଅମର ସିଂହ ଟୁଡୁ (ବିଜେଡି)
ତେଲକୋଇ : ପ୍ରେମାନନ୍ଦ ନାୟକ (ବିଜେଡ଼ି)
ଉଦଳା : ଶ୍ରୀନାଥ ସୋରେନ (ବିଜେଡ଼ି)
ଆନନ୍ଦପୁର : ଭାଗିରଥୀ ସେଠୀ (ବିଜେଡ଼ି)
ବରୀ : ସୁନନ୍ଦା ଦାସ (ବିଜେଡ଼ି)
ଭୋଗରାଇ : ଅନନ୍ତ ଦାସ (ବିଜେଡ଼ି)
ବିଂଝାରପୁର : ପ୍ରମିଳା ମଲ୍ଲିକ (ବିଜେଡ଼ି)
ଛେଣ୍ଡିପଦା : ସୁଶାନ୍ତ ବେହେରା (ବିଜେଡ଼ି)
ଚିକିଟି : ଉଷା ଦେବୀ (ବିଜେଡ଼ି)
ଧର୍ମଗଡ଼ : ମହୋଷଧୀ ବାଗ (ବିଜେଡି)
ଦିଗପହଣ୍ଡି : ସୂର୍ଯ୍ୟ ପାତ୍ର (ବିଜେଡ଼ି)
ଜୟଦେବ : ଅରବିନ୍ଦ ଢ଼ାଲି (ବିଜେଡ଼ି)
ରାଜଗାଙ୍ଗପୁର : ମଙ୍ଗଳା କିଷାନ (ବିଜେଡ଼ି)
ଝରିଗାଁ : ପ୍ରକାଶ ଚନ୍ଦ୍ର ମଲ୍ଲିକ (ବିଜେଡ଼ି)
ଜି. ଉଦୟଗିରି : ସାଲୁଗା ପ୍ରଧାନ (ବିଜେଡ଼ି)
ବଡ଼ମ୍ବା : ଦେବୀପ୍ରସାଦ ମିଶ୍ର (ବିଜେଡ଼ି)
ସତ୍ୟବାଦୀ : ଉମାକାନ୍ତ ସାମନ୍ତରାୟ (ବିଜେଡ଼ି)
ରାଇରଙ୍ଗପୁର : ବାସନ୍ତି ମାରାଣ୍ଡି (ବିଜେଡ଼ି)
ରାୟଗଡ଼ା : ଲାଲ ବିହାରୀ ହିମିରିକା (ବିଜେଡ଼ି)
ରାଜନଗର: ଧ୍ରୁବଚରଣ ସାହୁ(ବିଜେଡ଼ି)
ପଟାଙ୍ଗୀ : ପ୍ରୀତମ ପାଢ଼ୀ(ବିଜେଡ଼ି)
ଆଳି : ପ୍ରତାପ ଦେବ(ବିଜେଡ଼ି)
କରଂଜିଆ : ବାସନ୍ତି ହେମ୍ରମ(ବିଜେଡ଼ି)
କେନ୍ଦୁଝର: ମାଧବ ସର୍ଦ୍ଦାର(ବିଜେଡ଼ି)
କାକଟପୁର : ତୁଷାରକାନ୍ତ ବେହେରା(ବିଜେଡ଼ି)
କବିସୂର୍ଯ୍ୟନଗର : ଲତିକା ପ୍ରଧାନ(ବିଜେଡ଼ି)
ଜୟପୁର : ରବିନାରାୟଣ ନନ୍ଦ(ବିଜେଡ଼ି)
ବାଲିକୁଦା : ରଘୁନନ୍ଦନ ଦାସ(ବିଜେଡ଼ି)
ଚମ୍ପୁଆ : ମିନାକ୍ଷୀ ମହନ୍ତ (ବିଜେଡ଼ି)
ଲାଞ୍ଜିଗଡ଼ : ପ୍ରଦୀପ ଦିସାରୀ(ବିଜେଡ଼ି)
ଟିଟିଲାଗଡ଼ : ଟୁକୁନି ସାହୁ(ବିଜେଡ଼ି)
ଢ଼େଙ୍କାନାଳ : ସୁଧୀର ସାମଲ (ବିଜେଡ଼ି)
ଅନୁଗୁଳ : ରଜନୀକାନ୍ତ ସିଂହ(ବିଜେଡ଼ି)
ଅତାବିରା : ସ୍ନେହାଙ୍ଗୀନ ଛୁରିଆ(ବିଜେଡ଼ି)
ମୋହନା : ପୂର୍ଣ୍ଣବାସୀ ନାୟକ(ବିଜେଡ଼ି)
ମୋରଡ଼ା : ରାଜକିଶୋର ଦାସ(ବିଜେଡ଼ି)
ଦେବଗଡ଼: ରୋମାଞ୍ଚ ରଞ୍ଜନ ବିଶ୍ବାଳ (ବିଜେଡି)
ଜଗତସିଂହପୁର : ପ୍ରଶାନ୍ତ ମୁଦୁଲି (ବିଜେଡ଼ି)
ଜଳେଶ୍ୱର : ଅଶ୍ୱିନୀ ପାତ୍ର (ବିଜେଡ଼ି)
କେନ୍ଦ୍ରାପଡ଼ା : ଶଶିଭୂଷଣ ବେହେରା (ବିଜେଡ଼ି)
ଲକ୍ଷ୍ମୀପୁର : ପ୍ରଭୁ ଜାନୀ (ବିଜେଡ଼ି)
ପାଲଲହଡ଼ା : ମୁକେଶ ପାଲ (ବିଜେଡ଼ି)
ରେମୁଣା : ସୁଧାଂଶୁ ପରିଡ଼ା (ବିଜେଡ଼ି)
ବାସୁଦେବପୁର : ବିଷ୍ଣୁବ୍ରତ ରାଉତରାୟ (ବିଜେଡ଼ି)
ଭଦ୍ରକ : ସଂଜୀବ ମଲ୍ଲିକ (ବିଜେଡ଼ି)
ଭୁବନେଶ୍ୱର ଉତ୍ତର : ସୁଶାନ୍ତ ରାଉତ (ବିଜେଡ଼ି)
ବିଷମ କଟକ : ଜଗନ୍ନାଥ ସାରଳା (ବିଜେଡ଼ି)
ବାଲିଗୁଡ଼ା : ଚକ୍ରମଣି କହଁର (ବିଜେଡ଼ି)
ଯଶୀପୁର : ଗୋଲକ ବିହାରୀ ନାୟକ (ବିଜେଡ଼ି)
ଛତ୍ରପୁର : ସୁବାସ ବେହେରା (ବିଜେଡ଼ି)
ଡାବୁଗାଁ : ମନୋହର ରନ୍ଧାରୀ (ବିଜେଡ଼ି)
ଦଶପଲ୍ଲା : ରମେଶ ବେହେରା (ବିଜେଡ଼ି)
ହିନ୍ଦୋଳ : ସୀମାରାଣୀ ନାୟକ (ବିଜେଡି)
ପରଜଙ୍ଗ : ନୃସିଂହ ଚରଣ ସାହୁ (ବିଜେଡି)

Comments are closed.