Odisha Link
Bridging the Missing Links in Odisha
Monthly Archives

June 2019

କ୍ରିକେଟ ବିଶ୍ବକପ୍: ରୋହିତଙ୍କ ଶତକ…

ବର୍ମିଂହାମ: ସୁପର ସଣ୍ଡେ ମୁକାବିଲାରେ ବାଜି ମାରି ନେଇଛି ଇଂଲଣ୍ଡ। ଏଥି ସହିତ ୨୦୧୯ କ୍ରିକେଟ ମହାକୁମ୍ଭରେ ପ୍ରଥମ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ। ଆୟୋଜକ ଇଂଲଣ୍ଡ ଠାରୁ ଦଳ ୩୧ ରନରେ ପରାଜିତ ହୋଇଛି ଟିମ୍‌ ଇଣ୍ଡିଆ। ବର୍ମିଂହାମ ଏଜବାଷ୍ଟନ୍ ଗ୍ରାଉଣ୍ଡରେ ଆଜି ବଡ଼ ମୁକାବିଲା ଖେଳାଯାଇଥିଲା । ବିଶ୍ୱକପ୍…

କାହିଁକି କାନ୍ଦିଲେ ଛତିଶଗଡ଼…

ରାୟପୁର: ମଞ୍ଚ ଉପରେ କାନ୍ଦିଲେ ମୁଖ୍ୟମନ୍ତ୍ରୀ। ପୁଣି ନିଜ କର୍ମୀଙ୍କ ଆଗରେ କାନ୍ଦିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ। ସେ ଆଉ କେହି ନୁହଁନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କାନ୍ଦିଛନ୍ତି। ଇତି ମଧ୍ୟରେ ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ପଦବୀରୁ ଇସ୍ତଫା ଦେଇଛନ୍ତି ଭୂପେଶ। ଏନେଇ ଏକ ବିଦାୟକାଳୀନ…

ଦ୍ବିତୀୟ ବିଜୟ ପରେ ମୋଦିଙ୍କ ପ୍ରଥମ ମନ୍…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଦର୍ଘ ୪ମାସର ଅନ୍ତର ପରେ ପୁଣିଥରେ 'ମନ୍‌ କି ବାତ୍‌' କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଜରିଆରେ ପୁଣିଥରେ ମୋଦି ଦେଶବାସୀଙ୍କୁ ନିଜର ମନ କଥା କହିଛନ୍ତି। ଏହା ସହ ୪ମାସ ପରେ ଜନତାଙ୍କ ଆଗରେ ନିଜ ମନକଥା କହୁଥିବାରୁ ସେ…

ବାଲେଶ୍ବର ମେଡ଼ିକାଲ ପରିଦର୍ଶନ କଲେ…

ବାଲେଶ୍ବର: ଆକ୍ସନ ମୋଡ଼ରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ରବିବାର ସକାଳୁ ଅଚାନକ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସପିଟାଲ ପରିଦର୍ଶନ କରିଛନ୍ତି। https://twitter.com/pcsarangi/status/1145167826660913152 ଏହି…

ବସଷ୍ଟାଣ୍ଡରେ ବିଧାୟକଙ୍କ ଜନଶୁଣାଣି

ନୟାଗଡ଼: ରାସ୍ତା କଡ଼ରେ ଚଉକି ପଡ଼ିଲା, ଟେବୁଲ ଉପରେ କଲମ, କାଗଜ ଓ ଅନ୍ୟାନ୍ୟ ଜରୁରୀ ଉପକରଣ ରହିଲା। ଖୋଲା ସ୍ଥାନ କିଛି ସମୟ ପାଇଁ ପାଲଟିଗଲା ବିଧାୟକଙ୍କ କାର୍ଯ୍ୟାଳୟ। ଆଉ ସେଇ ଅସ୍ଥାୟୀ କାର୍ଯ୍ୟାଳୟରେ ବିଧାୟକଙ୍କୁ ଦୁଃଖ ଜଣାଇବାକୁ ଘେରି ରହିଥିଲେ ଶତାଧିକ ଜନତା। ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ…

ବୁଲେଟ୍‌ ସହ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ରମ୍ଭା ଥାନା ବିରୁଳିଗଡ଼ ରାସ୍ତା ଉପରେ ବୁଲେଟ୍ ସହ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଛି। ମୃତକଙ୍କ ପରିଚୟ ମିଳିଛି। ସେ ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ଅଶ୍ୱିନୀ ମିଶ୍ର ବୋଲି ଜଣାପଡ଼ିଛି। ତାଙ୍କ ମୁହଁରେ କ୍ଷତଚିହ୍ନ ରହିଛି। ତାଙ୍କର ହତ୍ୟା ହୋଇଛି ନା ଦୁର୍ଘଟଣାରେ ମୃତ୍ୟୁ ହୋଇଛି…

୮୦ ଲକ୍ଷ ଟଙ୍କା ଉଦ୍ଧାର କଲା କମିଶନରେଟ…

କଟକ: ଗତକାଲି ରାତିରେ ସନ୍ଦିଗ୍ଧ ଅବସ୍ଥାରେ ବ୍ୟାଗ ନେଇ ଯାଉଥିବା ଯୁବକଙ୍କୁ ଅଟକାଇ ତଲାସୀ ବେଳେ କଟକ କମିଶନରେଟ ପୁଲିସକୁ ବଡ଼ଭାଇ ସଫଳତା ମିଳିଛି । ବ୍ୟାଗ ମଧ୍ୟରୁ ୮୦ ଲକ୍ଷ ଟଙ୍କା ବାହାରିଥିଲା। କେଉଁଠୁ ଆଣିଲ ବୋଲି ପୁଲିସ ପଚାରିବାରୁ ଯୁବକମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଫଳରେ ଉକ୍ତ…

କ୍ରିକେଟ ବିଶ୍ବକପ୍: ଭାରତ-ଇଂଲଣ୍ଡ ମହା…

ବର୍ମିଂହାମ: କ୍ରିକେଟ ବିଶ୍ବକପ୍‌ ୨୦୧୯ର ୩୮ ତମ ମ୍ୟାଚରେ ଆଜି ଭାରତ ଏବଂ ଇଂଲଣ୍ଡ ମୁହାମୁହିଁ ହେବେ। ସୁପର ସଣ୍ଡେର ସୁପର ମୁକାବିଲା ଆଜି ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଖେଳାଯିବ। ଆଜିର ମ୍ୟାଚ ଉଭୟ ଟିମ୍‌ ଇଣ୍ଡିଆ ଏବଂ ଇଂଲଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ। ଏପର୍ଯ୍ୟନ୍ତ ୨୦୧୯ କ୍ରିକେଟ ବିଶ୍ବକପରେ…

ଖୋର୍ଦ୍ଧାରେ ଏନକାଉଣ୍ଟର :ଖଣି ମାଫିଆଙ୍କ…

ଖୋର୍ଦ୍ଧା : ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ଖୋର୍ଦ୍ଧା ସହର ଟିଏଲସି ରୋଡର ଭାଲିଆବାଡି ଖେଳ ପଡ଼ିଆ ନିକଟରେ ଏନକାଉଣ୍ଟର ହୋଇଛି। ଖଣି ଓ ଡ୍ରଗସ୍ ମାଫିଆଙ୍କ ସହ କ୍ରାଇମବ୍ରାଂଚ ଏସଟିଏଫ ଟିମର ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୁର ସହଯୋଗୀ ମନୋରଞ୍ଜନ ଗୋଡ଼ରେ ଗୁଳି…

ଦ୍ୱିତୀୟ ବିଜୟ ପରେ ଆଜି ମୋଦିଙ୍କ ପ୍ରଥମ…

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ମନ୍‌ କି ବାତ୍ ସିଜିନ୍-୨। ମୋଦିଙ୍କ ଦ୍ବିତୀୟ ଇନିଂସର ପ୍ରଥମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ସାଧାରଣ ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ମୋଦି ସରକାର। ମୋଦିଙ୍କ ପ୍ରଥମ ଇନିଂସରେ ସଫଳତାର ସହ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ସମ୍ପାଦନ…