Odisha Link
Bridging the Missing Links in Odisha
Daily Archives

June 12, 2019

ତିନ୍‌ ତଲାକ ବିଲ୍‌ ପ୍ରସଙ୍ଗ: କେନ୍ଦ୍ର…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତିନ୍‌ ତଲାକ ବିଲ ଏଥରର ସଂସଦ ଅଧିବେଶନରେ ଆସିପାରେ। କାରଣ ସରକାର ଏହି ବିଲକୁ ଆଜି(ବୁଧବାର)ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଦେଶ ଆଗକୁ ବଢୁଛି। ତେଣୁ ଏହି ବିଲ ବହୁ ଗୁରୁତ୍ୱ ବହନ କରୁଛି। ଏହାସହ ସେ କହିଛନ୍ତି ଯେ, ଏଥର ରାଜ୍ୟସଭାରେ…

ବାର କାନଉସିଲର ମୁଖ୍ୟଙ୍କୁ ଗୁଳି କରି…

ଆଗ୍ରା: ଅପରାଧର ମାତ୍ରା ଦିନକୁ ଦିନ ଭାରତରେ ବଢିବାକୁ ଲାଗିଛି। ଆଜି ଆଗ୍ରାରେ ଘଟିଛି କିଛି ଏଭଳି ଘଟଣା। ଦୁଇ ଦିନ ତଳେ ଉତ୍ତର ପ୍ରଦେଶ ବାର କାଉନସିଲର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ ଦରଭେଶ ଯାଦବ। ଆଜି ଶ୍ରୀମତୀ ଯାଦବଙ୍କୁ ଆଜି(ବୁଧବାର) ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଆଗ୍ରା ଜିଲ୍ଲା…

ଆହୁରି ତିନି ଦିନ ଜଳିବ ଅର୍ଦ୍ଧାଧିକ…

ଭୁବନେଶ୍ୱର: ଆଜି ଦିନ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆକାଶରୁ ଅଗ୍ନି ବର୍ଷା ହୋଇଥିଲା। ଆସନ୍ତା ୩ ଦିନ ଅର୍ଦ୍ଧାଧିକ ଓଡ଼ିଶା ତାତିରେ ଜଳିବ । କାରଣ ୧୭ଟି ଜିଲ୍ଲାରେ ଆଜି ଠାରୁ ୩ ଦିନ ଯାଏଁ ହିଟୱେଭ କଣ୍ଡିସନ । ଝାରସୁଗୁଡ଼ା, ସମ୍ବଲପୁର,…

ମନ୍ତ୍ରପାଠ ଧ୍ବନିରେ ପ୍ରକମ୍ପିତ ହେଉଛି…

ଭୁବନେଶ୍ୱର : ହୋମଯଜ୍ଞ ସହ ମନ୍ତ୍ର ପାଠ ଧ୍ବନିରେ ପ୍ରକମ୍ପିତ ହେଉଛି ସଚିବାଳୟ । ଏ କଥା ଆପଣଙ୍କୁ ଅଲଗା ଲାଗୁଥାଇପାରେ କିନ୍ତୁ ଏ କଥା ସତ। ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀମାନେ ସଚିବାଳୟରେ କରୁଛନ୍ତି ପୂଜାର୍ଚନା। ଯାହାଫଳରେ ପ୍ରାୟ ମନ୍ତ୍ରୀଙ୍କ ଚ୍ୟାମ୍ବର ମନ୍ତ୍ରପାଠରେ…

ଅଂଶୁଘାତରେ ୩ଜଣଙ୍କ ମୃତ୍ୟୁ ଅଭିଯୋଗ

ବରଗଡ : ପଶ୍ଚିମ ଓଡିଶା ରେ ତାପମାତ୍ର ଅସହ୍ୟ ଭାବେ ବୃଦ୍ଧି ପାଇଥିବା ବେଳେ ଆଜି ଅଂଶୁଘାତରେ ବରଗଡ଼ ଜିଲ୍ଲାର ତିନି ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ବରଗଡ଼ ସଦର ଥାନା ଅନ୍ତର୍ଗତ ନୁଆ ସରସରା ଗ୍ରାମର ଗ୍ରନ୍ଥ ପ୍ରଧାନଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ…

ଚନ୍ଦ୍ରଯାନ-୨: ଜୁଲାଇ ୧୫ରେ ଉତକ୍ଷେପଣ…

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠକୁ ପୁଣିଥରେ ଭାରତ ପଠାଇବ ମହାକାଶ ଯାନ। ପୂର୍ବରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ମହାକାଶ ଯାନ ଚନ୍ଦ୍ରଯାନର ସଫଳ ପରୀକ୍ଷଣ ପରେ ପୁଣି ଥରେ ଆଉ ଏକ ଚନ୍ଦ୍ରଯାନ ପଠାଇବ ଭାରତ। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-୨ ମିଶନ୍‌ର ତାରିଖ ଏବଂ ସମୟ…

ବିଜେପିର ସଂସଦୀୟ କାର୍ଯ୍ୟନିର୍ବାହୀ…

ନୂଆଦିଲ୍ଲୀ : ବୁଧବାର ବିଜେପି ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ କମିଟି ଗଠିତ ହୋଇଛି । ତେବେ ଏହି କମିଟିରେ ଓଡ଼ିଶାର ୩ ଜଣଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ । କମିଟିର ନିଷ୍ପତି ଅନୁଯାୟୀ ପ୍ରଧାନମନ୍ତ୍ରୀ…

ପଶ୍ଚିମବଙ୍ଗ ହିଂସା: ପୋଲିସ-ବିଜେପି…

କୋଲକାତା: ଦିନକୁ ଦିନ ବଡ଼ ଧରଣର ରୂପ ନେଉଛି ପଶ୍ଚିମବଙ୍ଗ ରାଜନୀତି। କେତେବେଳେ ସ୍ଲୋଗାନ ରାଜନୀତି ହେଉଛି ତ ଆଉ କେତେବେଳେ ପୋଷ୍ଟକାର୍ଡ ରାଜନୀତି ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। କିନ୍ତୁ ଏବେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳୁଛି ପୋଲିସ-ବିଜେପି କର୍ମୀଙ୍କ ମଧ୍ୟରେ…

ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡାଥାନା ଅନ୍ତର୍ଗତ କମ୍ପର ଛକ ନିକଟରେ ଏକ ବାଇକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଦୋରାଗୁଡା ଗ୍ରାମର ସୁନିଲ ପାତ୍ର(୨୭)। ସେହିପରି ଆହତ ଜଣକ ହେଉଛନ୍ତି ସେହି ଗ୍ରାମର ସହଦେବ ଦୋରା।…

ନାଗୁଣୀ ସହ ୨୪ଟି ଛୁଆ ନାଗ ଉଦ୍ଧାର

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦିହୁଡି ଆନନ୍ଦପୁର ଗାଁରେ ଜଣଙ୍କ ଘରୁ ନାଗୁଣୀ ସହ ୨୪ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ଗାଁର ଖଗେଶ୍ୱର ମହାକୁଡଙ୍କ ଘରୁ ଏହି ସାପ ଗୁଡ଼ିକୁ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ଖଗେଶ୍ୱରଙ୍କ ଘରେ ତୋରାଣୀ ହାଣ୍ଡିରେ ଏକ ମଲା ସାପ ପଡ଼ିଥିବା ପରିବାର ଲୋକେ…