Odisha Link
Bridging the Missing Links in Odisha

ହାତୀ ନେଲା ଜୀବନ

ବାରିପଦା : ମୟୂରଭଞ୍ଜ ଜିଲାସ୍ଥିତ ବାରିପଦାର ହଳଦୀପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ାଙ୍ଗରବିଲା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି।ଡ଼ାଙ୍ଗରବିଲା ଅଞ୍ଚଳର ଅଞ୍ଚଳର ଜଣେ ବ୍ୟକ୍ତି ଆଜି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି।
ସୂଚନା ଅନୁସାରେ, ସକାଳ ସମୟରେ ବ୍ୟକ୍ତି ଜଣକ ଶୌଚ ହେବା ପାଇଁ ଯାଇଥିଲେ। ଠିକ ସେହି ସମୟରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା ଘଟଣା ସ୍ଥଳରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.