Odisha Link
Bridging the Missing Links in Odisha
Daily Archives

June 22, 2019

କ୍ରିକେଟ ବିଶ୍ବକପ୍: ଲଢିଲା…

ସାଉଥାମ୍ପଟନ୍: କ୍ରିକେଟ ମହାକୁମ୍ଭ ୨୦୧୯ର ୨୮ତମ ମ୍ୟାଚରେ ବୋଲରଙ୍କ ଦମଦାର ବୋଲିଂ ବଳରେ ଲୋ ସ୍କୋରିଂ ମ୍ୟାଚରେ ୧୧ରନ୍‌ରେ ଆଫଗାନିସ୍ତାନକୁ ହରାଇଲା ଟିମ୍‌ ଇଣ୍ଡିଆ। ୨୦୧୯ କ୍ରିକେଟ ମହାକୁମ୍ଭର ପ୍ରଥମ ହ୍ୟାଟ୍ରିକ ଓ୍ବିକେଟ ନେଲେ ଟିମ୍‌ ଇଣ୍ଡିଆ ଦ୍ରୁତ ବୋଲର ମହମ୍ମଦ ସାମି। ଡେଥ୍‌ ଓଭରରେ ବୁମରା ଏବଂ…

ବ୍ରିଟିଶ ପତ୍ରିକାରେ ବିଶ୍ୱର ସବୁଠୁ…

ନୂଆଦିଲ୍ଲୀ: ବ୍ରିଟିଶ ପତ୍ରିକାରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୨୦୧୯ ମସିହାର ସବୁଠାରୁ ଅଧିକ କ୍ଷମତାଶାଳୀ ବ୍ୟକ୍ତି ହେଉଛନ୍ତି ମୋଦି । ବିଟ୍ରେନ୍‌ର ଏକ ପତ୍ରିକା ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜାଣିବାକୁ ମିଳିଛି। ଲୋକପ୍ରିୟ ପତ୍ରିକା ‘ବ୍ରିଟିଶ…

ବଦଳିଲା ସରକାରୀ ଅଫିସ ସମୟ: ଏଣିକି ଅଫିସ…

ଭୁବନେଶ୍ୱର: ଆଜି ସରକାରୀ କର୍ମଚାରୀଙ୍କ ଅଫିସ ଯିବା ସମୟକୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ପକ୍ଷରୁ ଶନିବାର ଜାରି ହୋଇଛି ଏକ ନିର୍ଦ୍ଦେଶ। ଏହି ନିର୍ଦ୍ଦେଶ ଅନୁସାରେ ଏଣିକି ସରକାରୀ କର୍ମଚାରୀମାନେ ଦିନ ୧୦ଟାରୁ ଅଫିସ ଯିବେ ଏବଂ ସନ୍ଧ୍ୟା ସାଢ଼େ ୫ଟାରେ ଅଫିସ୍‌ରୁ ଫେରିବେ।…

ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲରେ…

ଭୁବନେଶ୍ବର: ଜୁନ ୨୧ ତାରିଖ ବିଶ୍ବ କବିତା ଦିବସ ଅବସରରେ ସ୍ଥାନୀୟ ଦ ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲ ପରିସରରେ ଏକ ସାହିତ୍ୟିକ ସମାବେଶ ଆୟୋଜିତ ହୋଇଥିଲା। ଏଥିରେ ଭୁବନେଶ୍ବର, କଟକ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୦ରୁ ଅଧିକ କବି ଯୋଗଦେଇ କବିତା ପାଠ କରିଥିଲେ। ବିଶ୍ବ କବିତା ଉତ୍ସବ ତରଫରୁ…

ପତ୍ନୀ ଓ ୩ ଶିଶୁଙ୍କୁ ଗଳା କାଟି ହତ୍ୟା…

ନୂଆଦିଲ୍ଲୀ : ଦିଲ୍ଲୀରୁ ଏକ ରୁମ ଅଭାବନୀୟ ଘଟଣା ଘଟିଛି । ଦିଲ୍ଲୀ ମହାରୌଲି ଅଞ୍ଚଳ ୱାର୍ଡ ୨ରେ ଜଣେ ବ୍ୟକ୍ତି ନିଜ ୩ ଶିଶୁ ଏବଂ ପତ୍ନୀକୁ ହତ୍ୟା କରିଛି । ଅଭିଯୁକ୍ତ ବାପା ପ୍ରଥମେ ଛୁରୀରେ ଆକ୍ରମଣ କରି ତାପରେ ଶିଶୁଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଛି । ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରି ଘଟଣାର…

କୁଲି ନଂ ୮୮

ଅନିଲ୍ କୁମାର ପଣ୍ଡାଙ୍କ ଗଳ୍ପ କୁଲି ନଂ ୮୮ ଚଳଚଞ୍ଚଳ ରାଜଧାନୀ ଷ୍ଟେସନ। କାହାରି ପାଖରେ ସମୟ ନାହିଁ ଦୁଇ ପଦ କଥା ହେବାକୁ। ଟ୍ରେନ ଲାଗୁଛି, ଟ୍ରେନ ଛାଡ଼ୁଛି। ଲୋକେ ଗାଡ଼ିରେ ଚଢୁଛନ୍ତି, ଓହ୍ଲାଉଛନ୍ତି। ଯିଏ ଯା’ ବାଟରେ ଚାଲି ଯାଉଛନ୍ତି। ଟିକେଟ କାଉଣ୍ଟର ଆଗରେ ଲାଗିଛି ଲମ୍ବା ଧାଡ଼ି। କୁକୁରଟା ସେଇ…

ଗୁଳିକାଣ୍ଡରେ ଯୁବକ ମୃତ

ବରଗଡ଼ : ବରଗଡ଼ ଜିଲ୍ଲା ଅମ୍ବାଭନା ଥାନା ଅନ୍ତର୍ଗତ କଲମୀ ଗ୍ରାମରେ ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଅମ୍ବାଭନା ଗ୍ରାମର ତାରାଚାନ୍ଦ ବେହେରାଙ୍କ ପୁଅ ରାକେଶ ବେହେରା । ମିଳିଥିବା ସୂଚନା ଅନୁସାରେ, ରାକେଶ ନିଜ ମାମୁଘର କଲମୀ ଗ୍ରାମକୁ ଯାଇଥିଲେ । ଶୁକ୍ରବାର…

ଚୋରା ଦେଶୀ ମଦ ବିକ୍ରି ରୋକିବାରେ ପୋଲିସ…

ସୋର : ଦେଶୀ ଚୋରା ମଦ ବିକ୍ରି ରୋକିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗରେ ମହିଳାଙ୍କ ଆକ୍ରୋଶରେ ଶୀକାର ହୋଇଛି ପୋଲିସ । ବାଲେଶ୍ବର ଜିଲ୍ଲା ସୋର ଥାନା ବାଳଙ୍ଗ ଗ୍ରାମ ପଞ୍ଚାୟତ ବୁଡିଆଆଡି ଗ୍ରାମର ଡେଡେ ହାଁସଦାଙ୍କ ଘରୁ ବିପୁଳ ପରିମାଣରେ ମଦ ଜବତ କରିଛି ପୋଲିସ । ଅଭିଯୁକ୍ତ ଦୀର୍ଘଦିନ ଧରି ଚୋରା ଦେଶୀ…

ଟସ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ…

ସାଉଥାମ୍ପଟନ୍‌: ଆଫଗାନିସ୍ତାନ ବିପକ୍ଷରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚରେ ଆହତ ଯୋଗୁ ଟିମ୍ ଇଣ୍ଡିଆରୁ ୩ଟି ମ୍ୟାଚ୍ ପାଇଁ ବାଦ୍ ପଡ଼ିଥିବା ଭୁବନେଶ୍ୱର କୁମାରଙ୍କ ବଦଳରେ ମହମ୍ମଦ ଶାମି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଚୂଡ଼ାନ୍ତ…

ରାଜ୍ୟରେ ବନ୍ଦ ହେବ ୯୬୬ଟି ସ୍କୁଲ

ଭୁବନେଶ୍ବର : ରାଜ୍ୟରେ ୯୬୬ଟି ମାଧ୍ୟମିକ ସ୍କୁଲକୁ ବନ୍ଦ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ୧୦ଜଣ ଛାତ୍ରଛାତ୍ରୀରୁ କମ୍ ଥିବା ସ୍କୁଲ ଗୁଡିକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷଠାରୁ ନୂଆ ନିୟମ ପ୍ରଣୟନ କରିଛନ୍ତି । ବନ୍ଦ ହେଉଥିବା ଏହି ସ୍କୁଲର ଛାତ୍ରଛାତ୍ରୀ ମାନେ ନିକଟସ୍ଥ ଅନ୍ୟ…