Odisha Link
Bridging the Missing Links in Odisha
Daily Archives

June 25, 2019

୩୬ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ବ…

ନୂଆଦିଲ୍ଲୀ: ଆଜି ହେଉଛି ୨୦୧୯ ଜୁନ୍ ୨୫ ତାରିଖ। ଜୁନ୍‌ ୨୫ ପ୍ରତିଟି ଭାରତୀୟ ପାଇଁ ଚିର ସ୍ମରଣୀୟ। କାରଣ ଆଜକୁ ଠିକ୍ ୩୬ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ବ କ୍ରିକେଟରେ ବିଜର ଜଲବା ଦେଖାଇଥିଲା ଟିମ୍‌ ଇଣ୍ଡିଆ। ଅର୍ଥାତ୍ ୧୯୮୩ ଜୁନ୍ ମାସ ୨୫ ତାରିଖରେ ସେତେବଳର କ୍ରିକେଟ ଜଗତର ବାଦଶାହା…

ସମଲେଶ୍ୱରୀ ଏକ୍ସପ୍ରେସରେ ନିଆଁ, ୨ ମୃତ

ରାୟଗଡ଼ା : ରାୟଗଡ଼ା ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏକ ରେଳ ଦୁର୍ଘଟଣା ଘଟିଛି । ସାମ୍ନାରୁ ଆସୁଥିବା ଏକ ଇଂଜିନ ସମଲେଶ୍ୱରୀକୁ ଧକ୍କା ଦେବାରୁ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବା ବେଳେ ଅହୁରୀ ଅଧିକ ମୃତ୍ୟୁ ହୋଇଥିବା ଆଶଙ୍କା…

ଏମର୍ଜେନସିକୁ ନେଇ ଟୁଇଟର ଓ୍ବାର

ନୂଆଦିଲ୍ଲୀ: ଆଜକୁ ୪୪ ବର୍ଷ ତଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହାକୁ ନେଇ ଜାତୀୟ ରାଜନୀତିରେ ତର୍କ ବିତର୍କ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀକାଳୀନ ପରିସ୍ଥିତିକୁ ଦେଶର ଲୋକତନ୍ତ୍ରର ଏକ କଳା ଅଧ୍ୟାୟ ବୋଲି କହିଛନ୍ତି। ୧୯୭୫ ମସିହା ଜୁନ ୨୫ରେ ପୂର୍ବତନ…

ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ…

ଭଦ୍ରକ : ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ମାନବାଧିକାର କମିଶନଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ବହୁ ଚର୍ଚ୍ଚିତ ଭଦ୍ରକ ମଦମୃତ୍ୟୁ ମାମଲାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପିର ଏକ ପ୍ରତିନିଧି ଦଳ । ଭଦ୍ରକ…

୪୪ ବର୍ଷ ତଳେ ଆଜି ତାରିଖରେ ହୋଇଥିଲା…

ନୂଆଦିଲ୍ଲୀ: ଆଜକୁ ପ୍ରାୟ ୪୪ ବର୍ଷ ତଳେ ବିଶ୍ବର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହି ସମୟରେ ଦେଶର ସାଧାରଣ ଲୋକଙ୍କ ସମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରାଯାଇଥିଲା। ୧୯୭୫ ମସିହାରେ କଂଗ୍ରେସର ବରିଷ୍ଠ ନେତା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା…

ବୋହୂକୁ ଦୁଷ୍କର୍ମ କଲା ରାକ୍ଷସ ଶ୍ବଶୁର

ମହାକାଳପଡା: ପିଶାଚ ଶ୍ବଶୁର କଲା ବୋହୂକୁ ଦୁଷ୍କର୍ମ । ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ କରିଛନ୍ତି ବୋହୂ । ଏଭଳି ନିନ୍ଦନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ ଥାନା ବାଲିପାଟ ଗ୍ରାମରେ। ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ ଥାନା ବାଲିପାଟ ଗାଁର ଗୋପାଳ ଜାନାଙ୍କ…

ଚାକିରି ଦେବା ନାଁରେ ଟଙ୍କା ହଡପ

କେନ୍ଦୁଝର : ଚାକିରି କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ହଡ଼ପ କରିବା ଠକେଇ ମାମଲାରେ ଟାଉନ ପୋଲିସ ୪ଯୁବତୀଙ୍କ ସମେତ ୬ଜଣଙ୍କୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦିନ କେନ୍ଦୁଝର ଟାଉନ ଥାନା ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ…

ସରକାରୀ ବସ୍‌କୁ ଧକ୍କା ଦେଲା ଟ୍ୟାଙ୍କର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଜେକେପୁର ଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଏକ ଓଏସ୍‌ଆର୍‌ଟିସି ବସ୍‌କୁ ଏକ ଟ୍ୟାଙ୍କର ଧକ୍କା ଦେଇଛି। ଏଥିରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ ଜେକେପୁରରୁ ବ୍ରହ୍ମପୁର ଅଭିମୁଖେ…

୧୦୦ କୋଟିରେ ପହଞ୍ଚିବ ‘କବୀର ସିଂହ’

ମୁମ୍ବଇ : ଶାହିଦ କପୁର ଓ କିଆରା ଆଡ଼ଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘କବୀର ସିଂହ’ ବକ୍ସ ଅଫସିରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଆଗେଇ ଚାଲିଛି। ମୁକ୍ତିଲାଭର ୪ ଦିନ ମଧ୍ୟରେ ଚଳଚ୍ଚିତ୍ରର ଆୟ ୧୦୦ କୋଟିର ନିକଟତର ହୋଇଛି। ଆଜି ଅର୍ଥାତ୍‍ ୫ମ ଦିନରେ ଏହା ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି…

ବିଧାନସଭାରେ ଶୋକପାଳନ ବେଳେ ଶୋଇପଡ଼ିଲେ…

ଭୁବନେଶ୍ବର: ଆଜି ଷୋଡ଼ଶ ବିଧାନସଭା ଆରମ୍ଭ ହୋଇଛି। ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ବିଧାନସଭା ଗୃହରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସମୟରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଶୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ଆରମ୍ଭ…