Odisha Link
Bridging the Missing Links in Odisha
Daily Archives

June 27, 2019

କ୍ରିକେଟ ବିଶ୍ବକପ୍: ପୁଣି ଚମକିଲା ଟିମ୍‌…

ମାଞ୍ଝେଷ୍ଟର: କ୍ରିକେଟ ବିଶ୍ବକପ୍‌ ୨୦୧୯ରେ ଟିମ୍‌ ଇଣ୍ଡିଆ ଏକମାତ୍ର ଦଳ ଭାବେ ବିଶ୍ବକପରେ ବିଜୟ ଅଭିଯାନ ଜାରି ରଖିଛି। ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି କ୍ରିକେଟ ମହାକୁମ୍ଭର ସେମିଫାଇନାଲ ଦ୍ବାର ଦଶରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ସେପଟେ ଓ୍ବେଷ୍ଟଇଣ୍ଡିଜର ବିଶ୍ବକପ୍‌ ସ୍ବପ୍ନ ଧୂଳିସାତ ହୋଇଯାଇଛି।…

କ୍ରିକେଟ ବିଶ୍ବକପ୍: ଓ୍ବେଷ୍ଟଇଣ୍ଡିଜକୁ…

ମ୍ୟାଞ୍ଚେଷ୍ଟର୍: ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତା ପୁଣି ପଦାରେ ପଡ଼ିଲା। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଭଳି ଆଜିର ମ୍ୟାଚରେ ମଧ୍ୟ ଟିମ୍‌ ଇଣ୍ଡିଆ ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ୍‌ ସଂଘର୍ଷ କରିବାର ଦେଖିବାକୁ ମିଳିଛି। ଅଧିନାୟକ ବିରାଟ କୋହଲିଙ୍କ ୭୨ରନ୍‌ ଏବଂ ମହେନ୍ଦ୍ର ସିଂ ଧୋନିଙ୍କ…

ଆତଙ୍କବାଦୀଙ୍କ ଉପରେ କଡ଼ା…

ଶ୍ରୀନଗର: ଗୃହମନ୍ତ୍ରୀ ଅମିତ ଶାହା ଆତଙ୍କବାଦୀ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ପୂର୍ବପରି କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ସୁରକ୍ଷାକର୍ମୀ ଏବଂ ଗୁଇନ୍ଦା ଅଧିକାରୀଙ୍କ ସହ ଆଲୋଚନା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଶାହଙ୍କ ଦୁଇ…

ପ୍ରଧାନଶିକ୍ଷକଙ୍କ କାଣ୍ଡ କାରନାମା

ଚୌଦ୍ବାର : ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ ବଣିପଦା ପଞ୍ଚାୟତ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କାରନାମା ଦେଖିବାକୁ ମିଳିଛି । ପ୍ରଚୁର ମଦ ପିଇ ଡେରିରେ ସ୍କୁଲକୁ ଆସିଥିଲେ। ମାତ୍ର ପିଲାମାନେ ଅପେକ୍ଷା କରି ଘରକୁ ଯିବାପରେ ପ୍ରଧାନଶିକ୍ଷକ ରଥ ଟୁଡୁ ଆସିଥିଲେ । ନିଶାରେ ଚୁର ହୋଇ…

ଦ୍ରୁତ ବ୍ୟାଟ୍ସମ୍ୟାନ ଭାବେ ବିରାଟ ୨୦…

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଗୋଟିଏ ପରେ ଗୋଟିଏ ବିଶ୍ବ ରେକର୍ଡ଼ ଭାଙ୍ଗୁଛନ୍ତି। ଯେମିତି ବିରାଟଙ୍କ ପାଇଁ ଏବେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ବିରାଟ୍ ଆଉ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ବିରାଟ୍…

ପରଲୋକରେ ଅଭିନେତ୍ରୀ ବିଜୟା ନିର୍ମଳା

ନୂଆଦିଲ୍ଲୀ: ପ୍ରଖ୍ୟାତ ନିର୍ଦ୍ଦେଶକ ଓ ଅଭିନେତ୍ରୀ ବିଜୟା ନିର୍ମଳାଙ୍କ ଆଜି ଦେହାନ୍ତ ହୋଇଛି। ଆଜି ସକାଳେ ହାଇଦ୍ରାବାଦର ଏକ ହସ୍ପିଟାଲ୍‌ରେ ସେ ଚିକିତ୍ସାଧୀନ ଅବସ୍ଥାରେ ସବୁ ଦିନ ପାଇଁ ଆଖିବୁଜି ଦେଇଥିବା ତାଙ୍କ ପୁଅ ତଥା ଅଭିନେତା ନରେଶ ସୂଚନା ଦେଇଛନ୍ତି। ମୃତ୍ୟୁର କାରଣ ସମ୍ପର୍କରେ ସେ ସ୍ପଷ୍ଟ…

ନିଆରା ଢଙ୍ଗରେ ନିର୍ବନ୍ଧ

ପୁରୀ: ନିଆରା ଢଙ୍ଗରେ ନିଜର ନିର୍ବନ୍ଧ ଉତ୍ସବ କରିଛନ୍ତି ଯୁବ ସମାଜସେବୀ ରାଜଶେଖର ଲାହା। ଭୋଜିଭାତ, ଫଟୋଉଠା, ସାଜସଜ୍ଜା ବିବର୍ଜିତ ସମ୍ପୂର୍ଣ୍ଣ ଅପାରମ୍ପରିକ ଶୈଳୀରେ ପୁରୀରେ ନିଜର ଭାବୀ ପତ୍ନୀ ରୂପାଙ୍କୁ ମୁଦି ପିନ୍ଧାଇଛନ୍ତି ରାଜଶେଖର। ପୁରୀ ଶ୍ରୀମନ୍ଦିର ପରିସରରେ ମହାଲକ୍ଷ୍ମୀ ମନ୍ଦିରରେ ହିନ୍ଦୁ…

ନର୍ସଙ୍କ ଟିକଟକ ଭିଡ଼ିଓ ଭାଇରାଲ ଘଟଣା:…

ମାଲକାନଗିରି: ମାଲକାନଗିରିରେ ୩ଜଣ ନର୍ସ ଟିକଟକ ଭିଡ଼ିଓ କରିବା ଘଟଣାରେ ସମ୍ପୃକ୍ତ ନର୍ସମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏପରି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ରହିଛି। ଏହା ସହିତ ସ୍ୱତନ୍ତ୍ର କମିଟି ଗଠନ କରି…

ସାମ୍ବାଦିକଙ୍କ ହତ୍ୟା ମାମଲାରେ ୫ ଜଣଙ୍କୁ…

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି । ଖଲ୍ଲିକୋଟ ଏଡିଜେ ଏହି ମାମଲାର ବିଚାର କରି ରାୟ ଶୁଣାଇଛନ୍ତି । ଏହି ମାମଲାରେ ଜଡ଼ିତ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିଚାରପତି ସମ୍ପୃକ୍ତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି…

ତେଜ ପ୍ରତାପ ଗଠନ କରିବେ ‘ତେଜ୍‌…

ପାଟନା: ଆପଣ ପୂର୍ବରୁ ମହାରାଷ୍ଟ୍ରର ଶିବ ସେନା ନାମ ଶୁଣିଥିବେ ନିଶ୍ଚୟ। ଏବେ ଆଉ ଏକ ସେନା ନାମ ଆପଣ ମାନେ ଶୁଣିବାକୁ ପାଇବେ। ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ୍ ପ୍ରତାପ ଯାଦବ ‘ତେଜ୍ ସେନା' ଗଢ଼ିବେ ବୋଲି ଆଜି ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ଜନତା…