Odisha Link
Bridging the Missing Links in Odisha
Daily Archives

July 1, 2019

ବିଧାନସଭାରେ ୧୦ ସ୍ଥାୟୀ କମିଟି: ଜାଣନ୍ତୁ…

ଭୁବନେଶ୍ବର: ବିଧାନସଭାରେ ୧୦ଟି ସ୍ଥାୟୀ କମିଟି ଗଠନ କରାଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଦଶଟି ଯାକ କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି। ତେବେ ଜାଣନ୍ତୁ କିଏ କେଉଁ କମିଟିରେ ସ୍ଥାନ ପାଇଛନ୍ତି । 1..ଗୃହ, ସାଧାରଣ ପ୍ରଶାସନ ଓ ଆଇନ ଅଧ୍ୟକ୍ଷ-କିଶୋର ମହାନ୍ତି ସଦସ୍ୟ…

ରାଜ୍ୟସଭା ନିର୍ବାଚନ: ଲାଭ ନେଲେ ନେତା,…

ଆମ ରାଜ୍ୟରେ ରାଜ୍ୟସଭାର ୩ଟି ଆସନ ପାଇଁ ଆଗୁଆ ଫଳାଫଳ ଘୋଷିତ ହୋଇଯାଇଛି। ପ୍ରକୃତରେ ଏ ନିର୍ବାଚନରେ ମୁଖ୍ୟତଃ ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପିର ଲାଭ ହୋଇଥିଲା ବେଳେ ଏଥିରେ ସାଧାରଣ ଜନତା ଓ ଉଭୟ ଦଳର ତୃଣମୂଳ କର୍ମୀଙ୍କର କ୍ଷତି ହିଁ ହୋଇଛି। ବିଶେଷ ଭାବରେ ବିଜୁ ଜନତା ଦଳର ସଭାପତି ନବୀନ…

‘ଜବରିୟାଁ ଯୋଡ଼ି’ର ଟ୍ରେଲର ରିଲିଜ

ମୁମ୍ବାଇ : ସିଦ୍ଧାର୍ଥ ମାଲହୋତ୍ରା ଏବଂ ପରିଣୀତି ଚୋପ୍ରାଙ୍କ ‘ଜବରିୟାଁ ଯୋଡ଼ି’ର ଟ୍ରେଲର ରିଲିଜ ହୋଇଯାଇଛି। ଫିଲ୍ମର କାହାଣୀ ବିହାରର ପୃଷ୍ଠଭୂମି ଉପରେ ଆଧାରିତ। ସିଦ୍ଧାର୍ଥ ଏବଂ ପରିଣୀତି ଦ୍ବିତୀୟ ଥର ଏକାଠି କାମ କରୁଛନ୍ତି। ଏହା ପୂର୍ବରୁ ୨୦୧୪ମସିହାରେ ରିଲିଜ ହୋଇଥିବା ‘ହଁସି ତୋ ଫସି’ରେ ଏହି…

ନିଜ ପାଇଁ ନିଜେ ଲଢ଼ିଲେ ପାଟଣାଗଡ଼ ବିଧାୟକ

ଭୁବନେଶ୍ୱର : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣି ଥିଲା। ତେବେ ଆନ୍ଦୋଳନ ଚାଲିଥିବା ଯୋଗୁ କୌଣସି ଓକିଲ ନଆସିବାରୁ ଭୁବନେଶ୍ୱର ସ୍ପେଶାଲ ଏଡିଜେ କୋର୍ଟରେ ସେ ନିଜ ପାଇଁ ନିଜେ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ପ୍ରତିପକ୍ଷ କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ପତ୍ନୀ ମଧ୍ୟ ନିଜ…

ପୁଣି ଯୋଡ଼ା ଶିଶୁ ଜନ୍ମ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁ ଜନ୍ମ ହୋଇଛନ୍ତି। ପର୍ଜଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ମହିଳା ଏହି ଜମଜ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜନ୍ମିତ ଦୁଇ ଶିଶୁ କନ୍ୟାଙ୍କ ଛାତିରୁ ପେଟ ଯାଏ ଯୋଡ଼ି ରହିଛି। ଶିଶୁ କନ୍ୟା ଦୁହିଁଙ୍କ ଅବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ…

ରାଜ୍ୟରେ ମାଓବାଦୀ ସମସ୍ୟା; ବିରୋଧୀ…

ଭୁବନେଶ୍ଵର : ରାଜ୍ୟରେ ମାଓବାଦୀ ସମସ୍ୟା ନେଇ ବିଧାନସଭାରେ ସୋମବାର ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ସମସ୍ୟା ନେଇ ପ୍ରଶ୍ନ କରିଥିଲେ। ଗତ ୫ବର୍ଷରେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି ବିଧାୟକ କହିବା ସହିତ ଏହାର କାରଣ ପଚାରିଥିଲେ। ତାରାଙ୍କ ପ୍ରଶ୍ନର ଉତ୍ତର…

ଶ୍ରେଣୀରେ ପଶି ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ

କଟକ : କୌଣସି ରାସ୍ତା ଘାଟରେ ନୁହେଁ, ଖୋଦ ଶ୍ରେୀଣୀ ଗୃହ ଭିତରେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ପାଠ ପଢାଉଥିବାବେଳେ ଜଣେ ଯୁବକ ଶିକ୍ଷୟିତ୍ରୀଙ୍କୁ ହାଣିବା ଭଳି ଏକ ଅଭାବନୀୟ ଘଟଣା ସୋମବାର ଘଟିଛି । ନିଆଳି ଥାନା ଆମ୍ବପଡ଼ା ଏମଇ ସ୍କୁଲରେ ଏଭଳି ଘଟଣା ଘଟିଛି । ଆଜି ଶିକ୍ଷୟିତ୍ରୀ…

CDMO ଓ ADMOଙ୍କୁ ତାଲା ପକାଇଲେ…

କେନ୍ଦୁଝର: CDMO ଓ ADMOଙ୍କୁ ତାଲା ପକାଇଲେ ଚତୁର୍ଥ ଶ୍ରେଣୀ ଛଟେଇ କର୍ମଚାରୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଅଭିଯୋଗ ଅନୁସାରେ, ଚିକିତ୍ସାଳୟରେ କାର୍ଯ୍ୟରତ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ସୁଇପର୍ ଓ ଆଟେଣ୍ଡାଣ୍ଟ୍ ସବୁଦିନ ଭଳି ଆଜିବି କାର୍ଯ୍ୟରେ ଯୋଗ ଦେବା…

ଭୁବନେଶ୍ବରରେ ନାବାଳିକା ଗର୍ଭବତୀ

ଭୁବନେଶ୍ବର: ନାବାଳିକା ଗର୍ଭବତୀ ଘଟଣା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି। ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଛି। କିନ୍ତୁ ଏବେ ରାଜଧାନୀରେ ଏଭଳି ଘଟଣା ଘଟିଛି। ଏସଟି ଓ ଏସସି ବିଭାଗ ଅଧିନରେ ଥିବା ରାଜଧାନୀ ଭୁବନେଶ୍ବରର ଛାତ୍ରୀନିବାସରେ ଏଭଳି ଘଟଣା ସାମ୍ନାକୁ ଆସିଛି।…

କାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ : ଅଣସର ପରେ ପ୍ରଥମ କରି ଆସନ୍ତା କାଲି ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ତେବେ ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଥାଏ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ…