କ୍ରିକେଟ ବିଶ୍ବକପ୍: ସେମିରେ ଟିମ୍…
ବର୍ମିଂହାମ୍: କ୍ରିକେଟ ମହାକୁମ୍ଭ ୨୦୧୯ର ସେମିଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ। ବିଶ୍ବକପର ୪୦ ତମ ମ୍ୟାଚରେ ବାଂଲାଦେଶ ଟିମ୍ ୨୮ ରନରେ ଟିମ୍ ଇଣ୍ଡିଆ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ଫଳରେ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅପରପକ୍ଷେ ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ…