Odisha Link
Bridging the Missing Links in Odisha
Daily Archives

July 6, 2019

୫ ଖଣି ଲିଜଧାରୀଙ୍କ ସମ୍ପତ୍ତି…

କେନ୍ଦୁଝର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ଖଣି ଜୋରିମାନା ଖିଲାପକାରୀ ୩୧ଟି ଖଣିର ୨୩ ଲିଜଧାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଆରମ୍ଭ କରିଛନ୍ତି । ଏଥିପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଦାଲତରେ ଗତ ୨୦୧୮ ମେ ୨୪ ତାରିଖ ଏକ…

ଟ୍ରାକ୍ଟର୍ ଧକ୍କାରେ ମହିଳା ମୃତ

ଯାଜପୁର: ଯାଜପୁର ଥାନା ବୈଦରାଜପୁର ନିକଟରେ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟ ହୋଇଥିବାରୁ ଏହାକୁ ନେଇ ଉତ୍ତେଜନା ସହ ଭଙ୍ଗାରୁଜା ଓ ପୋଡ଼ାଜଳା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ବାପାଙ୍କ ସହ ନିଜ ସନ୍ତାନକୁ ନେଇ ସ୍କୁଟିରେ ଯାଉଥିବା ବେଳେ ବୈଦ୍ୟରାଜପୁର ଠାରେ ତାଙ୍କୁ ଏକ ଟ୍ରାକ୍ଟର ଧକ୍କା…

ହର୍ଣ୍ଣ ଉପରେ କଟକଣା

ଭୁବନେଶ୍ବର : ଘରୋଇ ବସ ଉପରେ ଚଢାଉ । ଭୁବନେଶ୍ବର ଆରଟିଓ ପକ୍ଷରୁ ରାଜଧାନୀର ବିଭିନ୍ନ ଘରୋଇ ବସ୍ ଉପରେ ଆଜି ଚଢାଉ କରାଯାଇଛି । ଯେଉଁ ବସ୍ ଗୁଡିକରେ ଅଧିକ ଶବ୍ଦ କରୁଥିବା ହର୍ଣ୍ଣ ଲାଗିଛି ସେସବୁ ହର୍ଣ୍ଣକୁ ଖୋଲିଦିଆଯାଇଛି । ଆଗକୁ ଏଭଳି ହର୍ଣ୍ଣ ଲଗାଇଲେ ପରମିଟ୍ କଟାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି…

ରାସ୍ତା ଉପରେ ୫ ଫୁଟ ଉଚ୍ଚର ପାଣି

ଜୟପୁର : କୋରାପୁଟରେ ଲାଗି ରହିଛି ଲଗାଣ ବର୍ଷା । ବୋରିଗୁମ୍ମା ବ୍ଲକ୍ ପୁରୁଣା ବୋରିଗୁମ୍ମାରେ ଥିବା ଅସ୍ଥାୟୀ ରାସ୍ତା ଉପରେ ଲହଡି ମାରୁଛି ୫ ଫୁଟ ଉଚ୍ଚର ପାଣି । ଫଳରେ ୧୫ରୁ ଅଧିକ ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ବୋରିଗୁମ୍ମାରେ ନୂଆ ପୋଲ ନିର୍ମାଣ କାମ ଚାଲିଥିବାରୁ ଲୋକଙ୍କ ଯାତୟାତ…

ରାହୁଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ଏକ ମାନହାନି ମାମଲାରେ ବିହାର ପାଟନାର ଏକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବିହାର ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାହୁଲଙ୍କ ବିରୋଧରେ ଏକ ମାନହାନି ମାମଲା କରାଯାଇଥିଲା । ପ୍ରକାଶ ଯେ, “ସବୁ ଚୋରଙ୍କ ଉପନାମ ମୋଦୀ” । ରାହୁଲଙ୍କ ଏହି…

୧୭ମାସର ଶିଶୁ କନ୍ୟାକୁ ସଂପର୍କୀୟ କକାର…

ମୟୂରଭଞ୍ଜ : ମୟୂରଭଞ୍ଜରେ ଲଜ୍ଜା। ସମ୍ପର୍କୀୟ ଦାଦା ଭିଆଇଛି ଜଘନ୍ୟକାଣ୍ଡ। ୧୭ ମାସର ଶିଶୁ କନ୍ୟାକୁ ପଡ଼ୋଶୀ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳାରେ। ଦୁଷ୍କର୍ମ ପରେ ଶିଶୁଟିର ଅବସ୍ଥା ଗୁରୁତର ହୋଇଯିବାରୁ ମେଡିକାଲ୍‌ରେ…

ଲଙ୍କା ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ନୂଆଦିଲ୍ଲୀ :  ଲିଡସରେ ମୁହାଁମୁହିଁ ଏସୀୟ ମହାଦେଶର ଦୁଇ ଟିମ ଭାରତ-ଶ୍ରୀଲଙ୍କା । ବିଶ୍ୱକପରେ ନିଜର ଶେଷ ଲିଗ୍ ମ୍ୟାଚରେ ପରସ୍ପରକୁ ଭେଟିବେ ଉଭୟ ଟିମ୍ । ଆଉ ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଶ୍ରୀଲଙ୍କା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଛି । ଭାରତୀୟ ସମୟ ଦିନ ୩ଟାରେ ଲିଡସ ଗ୍ରାଉଣ୍ଡରେ…

୮ କଂଗ୍ରେସ ବିଧାୟକ ନିଜ…

ବେଙ୍ଗାଲୁରୁ: କର୍ଣ୍ଣାଟକା ମେଣ୍ଟ ସରକାର ବର୍ତ୍ତମାନ ଟଳମଳ ସ୍ଥିତିରେ। ମେଣ୍ଟ ସରକାରକୁ ଲାଗିଛି ଜବଦଦସ୍ତ ଝଟକା। କାହିଁକିନା ଉଭୟ ଜେଡିଏସ ଏବଂ କଂଗ୍ରେସର ମୋଟ୍ ୧୧ ଜଣ ବିଧାୟକ ଆଜି ବିଧାନସଭାରୁ ଇସ୍ତଫା ଦେଇଥିବା ସୂଚନା ରହିଛି। ବାଚସ୍ପତିଙ୍କୁ ଏହି ୧୧ ବିଧାୟକ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।…

ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କଲେ ଏଏସଆଇ…

ପୁରୀ : ରଥଯାତ୍ରା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀ ସହିତ ଜନ୍ମବେଦୀକୁ ଯାତ୍ରା କରିଥିବାବେଳେ ଖାଲିପଡ଼ିଛି ଶ୍ରୀମନ୍ଦି । ଏହି ଅବସରରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି । ଭାରତୀୟ ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥା ଏବଂ ରୁର୍‌କୀ ସିବିଆରଆଇର ବରିଷ୍ଠ ଅଧିକାରୀମାନେ ଗର୍ଭଗୃହ…

୪ ମାଓବାଦୀ ନିପାତ

ଛତିଶଗଡ଼: ଛତିଶଗଡ଼ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଛତିଶଗଡ଼ ଧମତାରୀରେ ୪ ଜଣ ନକ୍ସଲ ନିପାତ ହୋଇଯାଇଛନ୍ତି । ପୁଲିସ ଏସଟିଏଫଙ୍କ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସେମାନଙ୍କ ନିକଟରୁ ୭ଟି ମାରଣାସ୍ତ୍ର ଜବତ କରାଯାଇଛି ।