Odisha Link
Bridging the Missing Links in Odisha
Daily Archives

July 8, 2019

ବଳାତ୍କାର ଓ ହତ୍ୟା ମାମଲାର ଅଭିଯୁକ୍ତ…

ସମ୍ବଲପୁର : ବଳାତ୍କାର ଓ ହତ୍ୟା ମାମଲାରେ ତେଲକୁଲି ପୁଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଝାରସୁଗୁଡା ଜିଲାର ବଦମଲା ଥାନା ଅନ୍ତର୍ଗତ ବଲିଚୁଆ ଗ୍ରାମର ରାଜେଶ ମୁଣ୍ଡା (୨୦) । ମିଳିଥିବା ସୂଚନା ଅନୁସାରେ,  ଜୁନ ୨୮ ତାରିଖରେ ସ୍ଥାନୀୟ ଜଙ୍ଗଲରୁ ଏକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା…

ପାଟକୁରା ପାଇଁ ପ୍ରଚାର ; ଭୋଟ୍ ମାଗିଲେ…

ପାଟକୁରା : ଆଜି ବିଜୟ ମହାପାତ୍ର ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବୁଲି ପ୍ରଚାର କରିଛନ୍ତି। ଲୋକଙ୍କ ପାଖକୁ ଯାଇ ଭୋଟ୍ ମାଗିଛନ୍ତି। ପାଟକୁରା ନିର୍ବାଚନରେ ଧର୍ମର ଜୟ ହେବ। ଲୋକଙ୍କ ମନରେ ବିଜେପି ରହିଛି। ଏଥର ଇତିହାସ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ସେପଟେ ବିଜେପି, ବିଜେଡି…

ଶ୍ରମିକ ନେତାଙ୍କ ଘରେ ପଶି ଆକ୍ରମଣ…

ଭୁବନେଶ୍ବର : ଘରେ ପଶି ଜଣେ ଶ୍ରମିକ ନେତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପାରାଦୀପ ଡକ୍ ଏଣ୍ଡ କନଷ୍ଟ୍ରକସନ ସଂଘର ସଂପାଦକ ଜତିକାନ୍ତ ବେହେରାଙ୍କୁ ଆକ୍ରମଣ ହୋଇଛି । ମିଳିଥିବା ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ୭ରୁ ୮ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ରଡ୍ ଓ ଛୁରିରେ ଆକ୍ରମଣ…

ଜୁଲାଇ ୧୦ରେ ପ୍ରଥମ ଓଡ଼ିଶା ମିଡିଆ…

ଭୁବନେଶ୍ବର: ଚଳିତ ମାସରେ ଭୁବନେଶ୍ବରରେ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାନ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ମହା ଉତ୍ସବ ହେବାକୁ ଯାଉଛି। ରାଜ୍ୟର ପ୍ରମୁଖ ଖବର ସରବରାହ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଜୁଲାଇ ୧୦ ତାରିଖରେ ଆୟୋଜିତ ହେଉଛି ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭ୍। ସ୍ଥାନୀୟ…

ରାସ୍ତାରେ ଦୁର୍ଘଟଣା ହେଲେ ମିଳିବ ଟଙ୍କା

ଭୁବନେଶ୍ବର : ଏଣିକି ରାସ୍ତାରେ ଦୁର୍ଘଟଣା ହେଲେ ସରକାର ଦେବେ ସହାୟତା । ଅଜଣା ଗାଡି ଧକ୍କାରେ ଦୁର୍ଘଟଣା ହେଲେ ସହରୟତା ମିଳିବ । ରାସ୍ତାରେ ଅଜଣା ଗାଡି ଧକ୍କାରେ ଯଦି କେହି ଆହତ ହୁଅନ୍ତି କିମ୍ବା କାହାର ମୃତ୍ୟୁ ହୁଏ ତେବେ ଆହତ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ମିଳିବ । ତେବେ ଦୁର୍ଘଟଣାରେ…

କର୍ଣ୍ଣାଟକ ସଙ୍କଟ : ସରକାର ବଞ୍ଚାଇବାକୁ…

ବେଙ୍ଗାଲୁରୁ : ବେଙ୍ଗାଲୁରୁ: କର୍ଣ୍ଣାଟକ ମେଣ୍ଟ ସରକାରରେ ଥିବା କଂଗ୍ରେସ ମନ୍ତ୍ରୀମାନେ ସୋମବାର ଇସ୍ତଫା ଦେଇଛନ୍ତି। ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ସ୍ବାଧୀନ ବିଧାୟକ ଏଚ. ନାଗେଶଙ୍କ ଇସ୍ତଫା ପରେ କଂଗ୍ରେସର ୨୧ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ନିଜ ନିଜ ଇସ୍ତଫାପତ୍ର କର୍ଣ୍ଣାଟକ ପ୍ରଦେଶ…

ପାକିସ୍ତାନ ବୋଲର ପକାଇଥିବା ବଲ ପୂରା…

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମ୍‌ କ୍ରିକେଟ ମହାକୁମ୍ଭ ସେମିଫାଇନାଲ ପୂର୍ବରୁ ବିଶ୍ବକପରୁ ବାହାର ହୋଇ ସାରିଛି। ଏହି ସମୟରେ ଆଇସିସି ଏକ ଭିଡ଼ିଓ ସୋଶିଆଲ ମିଡ଼ିଆରେ ସେୟାର କରିଛି ଯାହାକି ଏବେ ସୋଶିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ ଟିରେ ପାକିସ୍ତାନ କ୍ରିକେଟ ଦଳର ଖେଳାଳି ମହମ୍ମଦ…

କ୍ରାଇମବ୍ରାଞ୍ଚ ଏସଟିଏଫ କବ୍ଜାରେ ଖଣି…

ଖୋର୍ଦ୍ଧା : କ୍ରାଇମବ୍ରାଞ୍ଚ ଏସଟିଏଫ କବ୍ଜାରେ ପୁଣି ଜଣେ ଖଣି ମାଫିଆ । ଖୋର୍ଦ୍ଧା ବୋଲଗଡ ଅଞ୍ଚଳରୁ ଖଣି ମାଫିଆ ନିତୁ ମାନସିଂହକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ପରେ ଖୋର୍ଦ୍ଧା ସଦର ପୋଲିସକୁ ଜିମା ଦେଇଛି କ୍ରାଇମବ୍ରାଞ୍ଚ । ନିକଟରେ ଖୋର୍ଦ୍ଧାରେ ଘଟିଥିବା ଗୁଳିମାଡ ଓ ବୋମାମଡ ଘଟଣା ସହ ବିଭିନ୍ନ…

ସ୍ତ୍ରୀକୁ ପିଟି ମାରିଦେଲା ସ୍ବାମୀ

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁବୁଳିଆ ଗାଁରେ ଘଟିଛି ଅଘଟଣ ।ଖରାପ ରୋଷେଇକୁ କେନ୍ଦ୍ର କରି ଗତକାଲି ସନ୍ଧ୍ୟାରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା। ବଚସା ଚାଲିଥିବାବେଳେ ସ୍ବାମୀ ଉଦିତ ବାଗ ହଠାତ୍ ଏକ ଠେଙ୍ଗାରେ ସ୍ତ୍ରୀ ସୁଶୀଲା ବାଗକୁ…

ପାଟକୁରାର ସ୍ଥାନୀୟ ନେତାଙ୍କ ସହ ନବୀନଙ୍କ…

ଭୁବନେଶ୍ବର : ଆଉ ମାତ୍ର ଅଳ୍ପ ଦିନ ପରେ ପାଟକୁରା ନିର୍ବାଚନ। ସେଥିପାଇଁ ମାଳ ମାଳ ନେତା ପାଟକୁରାରେ ଡେରା ପକାଇଲେଣି । ଏପଟେ ପାଟକୁରାର ସ୍ଥାନୀୟ ଅସନ୍ତୁଷ୍ଟ ନେତାଙ୍କ ସହ ନବୀନ ଆଲୋଚନା କରୁଛନ୍ତି । ବିଜେଡି ରଣନୀତିକୁ ଯେମିତି ଅସନ୍ତୁଷ୍ଟ ସ୍ଥାନୀୟ ନେତା ଓଲଟପାଲଟ ନକରିଦିଅନ୍ତି ସେଥିପାଇଁ ସବୁପ୍ରକାର…