Odisha Link
Bridging the Missing Links in Odisha

ବଳାତ୍କାର ଓ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ

ସମ୍ବଲପୁର : ବଳାତ୍କାର ଓ ହତ୍ୟା ମାମଲାରେ ତେଲକୁଲି ପୁଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଝାରସୁଗୁଡା ଜିଲାର ବଦମଲା ଥାନା ଅନ୍ତର୍ଗତ ବଲିଚୁଆ ଗ୍ରାମର ରାଜେଶ ମୁଣ୍ଡା (୨୦) ।

ମିଳିଥିବା ସୂଚନା ଅନୁସାରେ,  ଜୁନ ୨୮ ତାରିଖରେ ସ୍ଥାନୀୟ ଜଙ୍ଗଲରୁ ଏକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।

Comments are closed.