Odisha Link
Bridging the Missing Links in Odisha
Daily Archives

July 10, 2019

ସାମ୍ବାଦିକଙ୍କୁ ଏକାଠି କଲା ପ୍ରଥମ ଓଡ଼ିଶା…

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଓଡ଼ିଶା ମିଡିଆ କନକ୍ଲେଭ୍‌ ୨୦୧୯ ଅବସରରେ ଆଜି ଗୋଟିଏ ଛାତ ତଳେ ଏକାଠି ହୋଇଥିଲେ ରାଜ୍ୟର ଗଣମାଧ୍ୟମଗୁଡ଼ିକର ଚର୍ଚ୍ଚିତ ଚେହେରା। ମଞ୍ଚ ଉପରେ ଓ ମଞ୍ଚ ତଳେ ଜଣାଶୁଣା ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି, ଫଟୋ…

ଓଡ଼ିଶା ମିଡିଆ କନକ୍ଲେଭ: ନିର୍ବାଚନ ଓ…

ଭୁବନେଶ୍ବର : ଗଣମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳର ରାଜନେତା ବିଭିନ୍ନ ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ବିତର୍କରେ ସାମିଲ ହୋଇଥାନ୍ତି। କିନ୍ତୁ ସବୁ ପ୍ରମୁଖ ଦଳର ନେତାଙ୍କୁ ଆଜି ଗୋଟାଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭର ଚତୁର୍ଥ ଆଲୋଚନା…

ଓଡ଼ିଶା ମିଡିଆ କନକ୍ଲେଭ ମଞ୍ଚରେ ଟିଆରପି…

ଭୁବନେଶ୍ବର: ଟିଭି ପରଦାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିତର୍କ କରୁଥିବା ଓଡ଼ିଶା ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ମାନଙ୍କୁ ଆଜି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ନ୍ୟୁଜ୍ ଚ୍ୟାନେଲ ଗୁଡ଼ିକର ଟିଆରପି, ବିଶ୍ବସନୀୟତା, ଉପସ୍ଥାପକର ଶୈଳୀ ଓ ଦର୍ଶକଙ୍କୁ ପରସା ଯାଉଥିବା ଭିନ୍ନ ଭିନ୍ ଦିଗର ଖବରକୁ ନେଇ…

ଓଡ଼ିଶା ମିଡିଆ କନକ୍ଲେଭ : ନୂତନ…

ଭୁବନେଶ୍ବର : ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭ। ଏହି କନକ୍ଲେଭରେ ମୋଟ ତିନୋଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲା। ଓଡ଼ିଶା ମିଡିଆ କନକ୍ଲେଭର ଦ୍ବିତୀୟ ସୋପାନରେ ସେମାନେ ସତରେ କୁଶଳ ତ? ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏହି ଆଲୋଚନାରେ ବିଜେବି…

ଆରମ୍ଭ ହେଲା ପ୍ରଥମ ଓଡ଼ିଶା ମିଡିଆ…

ଭୁବନେଶ୍ବର: ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭ। ଏହି କନକ୍ଲେଭର ଉଦଘାଟନୀ ସଭାରେ ଯୋଗ ଦେଇଛନ୍ତି ଓଡିଶାର ପୁରପଲ୍ଲୀରେ ପରିଚିତ ଖବର କାଗଜ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରମେୟର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର, ବିଜିନେସ ଷ୍ଟାଣ୍ଡାର୍ଡର ଆବାସିକ…

ମୁମ୍ବାଇରେ ପହଞ୍ଚିଲେ ଡିକେ ଶିବକୁମାର ଓ…

ମୁମ୍ବାଇ : କର୍ଣ୍ଣାଟକ ରାଜନୀତିର ହାଓ୍ବା ମାୟା ନଗରୀ ମୁମ୍ବାଇରେ ବହିବା ଆରମ୍ଭ କରିଲାଣି। କାହିଁକିନା କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ଡିକେ ଶିବକୁମାର ଓ ବିଧାୟକ ଶିବଲିଙ୍ଗା ଗୌଡ଼ା ଆଜି(ବୁଧବାର) ମୁମ୍ବାଇରେ ପହଞ୍ଚିଛନ୍ତି । ଉଭୟ ମନ୍ତ୍ରୀ ଓ ବିଧାୟକ କର୍ଣ୍ଣାଟକ କଂଗ୍ରେସରୁ ଇସ୍ତଫା ଦେଇ ମୁମ୍ବାଇର…

ଆଜି ହେବ ସ୍ଥଗିତ ଥିବା…

ମଞ୍ଚେଷ୍ଟର: ଚଳିତ ବିଶ୍ବକପରେ କେଉଁ ଦଳ ବିଜୟୀ ହେବ ତାହା ଆସନ୍ତା ୧୪ ତାରିଖରେ ସ୍ପଷ୍ଟ ହେବ। କିନ୍ତୁ ଇତି ମଧ୍ୟରେ ବର୍ଷା ଏକ ରକମର ବିଶ୍ବକପ୍‌ ହାତେଇ ନେଇଛି ବୋଲି ଲୋକେ ତାତ୍ସଲ୍ୟ କରି କହୁଛନ୍ତି। ଗତକାଲି ବର୍ଷା ପାଇଁ ସ୍ଥଗିତ ହେଲା ସେମିଫାଇନାଲ ମ୍ୟାଚ୍। ଆଜି ପୁଣିଥରେ ମାଞ୍ଚେଷ୍ଟର ମୈଦାନରେ…

ଆଜି ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭ୍‌

ଭୁବନେଶ୍ବର: ଭୁବନେଶ୍ବରରେ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାନ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ମହା ଉତ୍ସବ ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟର ପ୍ରମୁଖ ଖବର ସରବରାହ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆଜି ଆୟୋଜିତ ହେଉଛି ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭ୍। ସ୍ଥାନୀୟ ଜୟଦେବ…