Odisha Link
Bridging the Missing Links in Odisha
Daily Archives

July 11, 2019

ବିଧାୟକ ବାପାଙ୍କ ନାଁରେ ଝିଅ ଆଣିଲେ…

ଲକ୍ଷ୍ନୌ: ନିଜ ବାପାଙ୍କ କବଳରୁ ବଞ୍ଚିବା ପାଇଁ ନିବେଦନ କରିଛି ବିଧାୟକଙ୍କ ଝିଅ। ଏଭଳି ଘଟଣା ଉତ୍ତର ପ୍ରଦେଶ ବରେଲି ବିଜେପି ବିଧାୟକ ତାଙ୍କ ଝିଅଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ବିଧାୟକ ରାଜେଶ ମିଶ୍ରା ଓରଫ ପପୁ ଭରତୌଲଙ୍କ ଝିଅ ସାକ୍ଷୀ। ତାଙ୍କ ସ୍ୱାମୀଙ୍କ ସହ ଏକ…

ସରପଞ୍ଚ ସ୍ବାମୀଙ୍କ କାଣ୍ଡ କାରନାମା :…

ରାଉରକେଲା : ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଚାଉଳ ଆଣିବାକୁ ଯାଇ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଯୁବତୀ । ଏମିତି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକ୍ ଅନ୍ତର୍ଗତ ଝିରପାଣି ପଞ୍ଚାୟତ କାର୍ଯ୍ୟାଳୟରେ । ମହିଳା ସରପଞ୍ଚଙ୍କ ସ୍ବାମୀ ଏବଂ ତାର ଜଣେ ସହଯୋଗୀ ମିଳିତ ଭାବେ ଦୁଷ୍କର୍ମ…

ବିଶ୍ବକପରେ ଭାରତର ପରାଜୟକୁ ନେଇ ବିଷ…

କଳାହାଣ୍ଡି : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ହୋଇଥିବା ବିଶ୍ୱକପ ସେମିଫାଇନାଲରେ ଭାରତ ପରାସ୍ତ ହେବା କାରଣରୁ କଳାହାଣ୍ଡି ଜିଲାର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣକ ହେଉଛନ୍ତି ଗୋଲମୁଣ୍ଡା ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତ ସିଙ୍ଗଭାଡ଼ି ଗାଁର ସମ୍ବାରୁ ଭୋଇ।…

ସଂଧ୍ୟା ୬ଟା ସୁଦ୍ଧା ଇସ୍ତଫା ଦେଇଥିବା ୧୦…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କର୍ଣ୍ଣାଟକ ରାଜନୀତି। କର୍ଣ୍ଣାଟକରେ ଇସ୍ତଫା ଦେଇଥିବା ୧୦ ବିଧାୟକ ଆଜି ସଂଧ୍ୟା ୬ଟା ସୁଦ୍ଧା ବାଚସ୍ପତି ରମେଶ କୁମାରଙ୍କୁ ଭେଟିବେ। ଏନେଇ ଆଜି ସୁପ୍ରିମକୋର୍ଟ ଇସ୍ତଫା ଦେଇଥିବା ବିଧାୟକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ସୁରକ୍ଷା ପୁଲିସ ଯୋଗାଇ ଦେବାକୁ…

ଅଯୋଧ୍ୟା ମାମଲା: ଜୁଲାଇ ୧୮ରେ…

ନୂଆଦିଲ୍ଲୀ: ଆଜି ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା କରୁଥିବା କମିଟିକୁ ଆଜି ସୁପ୍ରିମକୋର୍ଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ଏଥି ସହିତ ୧୮ ତାରିଖ ସୁଦ୍ଧା ମଧ୍ୟସ୍ଥି କମିଟିକୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ…

ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଲେ…

ଭୁବନେଶ୍ୱର : ଗୁରୁବାର ରାଜ୍ୟ ସଚିବାଳଳୟରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ ଉପସ୍ଥିତ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ସେ ମନ୍ତ୍ରୀମାନଙ୍କୁ ୫ଟି ପରାମର୍ଶ ନେଇଛନ୍ତି । ତାହା ହେଲା- ୧- ବ୍ୟାପକ ଗସ୍ତ…

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ନୂଆପଡା : ପୁଅ ନା ସେ କୁଳାଙ୍ଗାର । ଏଭଳି କହିବାର କାରଣ ହେଉଛି ଜଣେ ପୁଅ ନିଜ ବାପାକୁ ହତ୍ୟା କରିଛି । ସେ ପୁଣି ଟାଙ୍ଗିଆ ଚୋଟ ପକାଇ । ନୂଆପଡା ଖରିଆର ଥାନା ଅନ୍ତର୍ଗତ ଝରାବାହାଲପଡା ଅଞ୍ଚଳରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି । ଘରୋଇ କଳହରୁ ଜଣେ ପୁଅ ନିଜ ନିଜର ଜନ୍ମଦାତା ପିତାଙ୍କୁ…

୨୦୧୫ ବିଶ୍ୱକପ୍ ଇତିହାସକୁ ଦୋହରାଇଲା…

ନୂଆଦିଲ୍ଲୀ: କ୍ରିକେଟ ବିଶ୍ୱକପ୍ ୨୦୧୯ର ପ୍ରଥମ ସେମିଫାଇନାଲ ଗତକାଲି ସରିଯାଇଛି। ଟିମ୍ ଇଣ୍ଡିଆକୁ ହରାଇ ନ୍ୟୁଜିଲାଣ୍ଡ ଟିମ୍ ବିଶ୍ବକପ ଫାଇନାଲରେ ପ୍ରେବଶ କରିଛି । ଅପରପକ୍ଷେ ଟିମ୍ ଇଣ୍ଡିଆ ବିଶ୍ୱକପ ତୃତୀୟ ଥର ହାତେଇବାର ସ୍ୱପ୍ନ ଧୁଳିସାତ୍ ହୋଇଯାଇଛି । ୧୩୦ କୋଟି ଭାରତୀୟ କ୍ରିକେଟ ପ୍ରେମୀଙ୍କ ଆଶା…

ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଲେ…

ନୂଆଦିଲ୍ଲୀ: ଆଜି ସଂସଦ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ କଂଗ୍ରେସ ସାଂସଦ ଧାରଣା ଦେଇଛନ୍ତି । କାହିଁକିନା ଗୋଆର ୧୫ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୦ ବିଧାୟକ ଗତକାଲି ଦଳ ତ୍ୟାଗ କରି ବିଜେପିରେ ସାମିଲ୍ ହୋଇଛନ୍ତି। ଏହାର ପ୍ରତିବାଦରେ ଆଜି ଧାରଣା ଦେଇଛନ୍ତି କଂଗ୍ରେସ ସାଂସଦ। ସୋନିଆ ଗାନ୍ଧି…

ଟ୍ରେନରୁ ୭ ଜଣ ନାବାଳିକା ଏବଂ ୩ ଜଣ…

ରାଉରକେଲା : ରାଉରକେଲା ରେଳ ଷ୍ଟେସନରେ ଗୀତାଞ୍ଜଳି ଏକ୍ସପ୍ରେସରୁ ୭ ଜଣ ନାବାଳିକା ଏବଂ ୩ ଜଣ ନାବାଳକ ଉଦ୍ଧାର କରାଯାଇଛି । ରାଜ୍ୟ ବାହାରକୁ ଚାଲଣ କରାଯାଉଥିବା ସନ୍ଦେହରେ ଆରପିଏସଫ ଏବଂ ଜିଆରପି ପୁଲିସ ଚଢଉ କରି ସେମାନଙ୍କୁ ଉଦ୍ଧାର କରିଛି । ଏହା ସହ ନିଜକୁ ନାବାଳିକାର ଭାଇ ବୋଲି କହୁଥିବା ଦୁଇ ଜଣ…