Odisha Link
Bridging the Missing Links in Odisha
Daily Archives

July 11, 2019

ନିଜକୁ ଦଣ୍ଡିତ କଲେ କୋଲକାତା ହାଇକୋର୍ଟ

କୋଲକାତା: ନିଜେ ନିଜକୁ ଦଣ୍ଡ ଦେଇଛନ୍ତି କୋଲକାତା ଉଚ୍ଚ ନ୍ୟାୟାଳୟ। ନିଜ ଭୁଲ ସ୍ବୀକାର କରି ନିଜ ପାଖରେ ତଣ୍ଡ ଠୁଙ୍କିବାକୁ ତିଆର ହାେଇଛନ୍ତି ପଞ୍ଚିମବଙ୍ଗର ସର୍ବୋଚ୍ଚ ନ୍ୟାୟସଂସ୍ଥାନ। ଏକ ମାମଲାରେ ନିଜକୁ ଦୋଷୀ ବୋଲି ଦର୍ଶାଇ କୋର୍ଟ ନିଜ ଉପରେ ଏକ ଲକ୍ଷ ଟଙ୍କାର ଜୋରିମାନା ଲଗାଇ ଏକ ବିରଳ…

ବିବାହ ଦିନ ଆଖି ବୁଜିଲେ ବର

କେନ୍ଦୁଝର: ସ୍ବପ୍ନ ଥିଲା ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମକୁ ରହିବା ପାଇଁ ହେଲେ ସ୍ବପ୍ନ ସବୁ ସେମିତି ସ୍ବପ୍ନରେ ରହିଗଲା। ବାବାହ ପାଇଁ ପରିବାର ବନ୍ଧୁ ବାନ୍ଧବ ସମସ୍ତେ ଖୁସି ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ବାହାଘର ପୂର୍ବରୁ ଚାଲିଗଲା ଯୁବକଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା…

ସ୍ୱପ୍ନ ଦେଖାଇଲେ ସରକାର: ୭୦ ଲକ୍ଷ କୋଟି…

ଭୁବନେଶ୍ୱର : ଜେଏସଡବ୍ଲ୍ୟୁ ଓ ପିଡବ୍ଲ୍ୟୁସି ଇଣ୍ଡିଆ ପକ୍ଷରୁ ଏକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ୨୦୫୦ ସୁଦ୍ଧା ଓଡ଼ିଶା ୧ ଟ୍ରିଲିୟନ(ପ୍ରାୟ ୭୦ ଲକ୍ଷ କୋଟି ଟଙ୍କା) ଡଲାର ଅର୍ଥନୀତି ହେବ। ଭିଜନ୍‌ ଡକ୍ୟୁମେଣ୍ଟରେ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ଏମିତି ସ୍ବପ୍ନ ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ…

ଓଡ଼ିଶାରେ ରେଳ ବିକାଶ ପାଇଁ ୫୯୯୩ କୋଟି…

ଭୁବନେଶ୍ୱର : ରେଲଓ୍ବେ ଭିତ୍ତିଭୂମିର ବିକାଶ କରିବା ପାଇଁ କେନ୍ଦ୍ର ବଜେଟରେ ଓଡ଼ିଶା ରେଲଓ୍ବେର ଅନୁଷାଙ୍ଗିକ କାର୍ଯ୍ୟ ପାଇଁ ମୋଟ ୫୯୯୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ୫୯୪୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ଏଥିରେ ସାମାନ୍ୟ ବୃଦ୍ଧି ଘଟିଥିବା ଜଣାପଡିଛି।…

ଆଜି ବସିବ ରାଜ୍ୟ ମନ୍ତ୍ରିପରିଷଦ ବୈଠକ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜ୍ୟ ମନ୍ତ୍ରିପରିଷଦର ଏକ ବୈଠକ ଅନୁଷ୍ଠିତ ହେବ। ବୈଠକର ଏଜେଣ୍ଡା ସମ୍ପର୍କରେ ଜଣାପଡ଼ିନି। ବଜେଟ୍ ଅଧିବେଶନ ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ଡକାଯାଇ ୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟ୍ କୁ ଅନୁମୋଦନ…

ଓଲଟିଲା ତୀର୍ଥଯାତ୍ରୀ ବସ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସିମୁଳିଆ ଥାନା ନିକଟରେ ନୟନ ଜୁରୀରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ଝାଡ଼ଖଣ୍ଡରୁ ପୁରୀ ଯାଉଥିବା ଏକ ତୀର୍ଥଯାତ୍ରୀଙ୍କର ବସ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।…

ଦୌଡ଼ରାଣୀ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ୱର : ଦୂତୀ ଚାନ୍ଦ ପୁଣିଥରେ ବିଶ୍ୱ ସ୍ତରରେ ଦେଶ ପାଇଁ ସୁନାମ ଆଣିଛନ୍ତି। ଇଟାଲିର ନାପୋଲିଠାରେ ବିଶ୍ୱ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ଜଣେ ବିରଳ…

ପାଟକୁରା ଲଢେଇ ପାଇଁ ଆସିଲା ଷ୍ଟାର…

କେନ୍ଦ୍ରାପଡା : ଆଉ ଅଳ୍ପ ଦିନ ରହିଲା ପାଟକୁରା ନିର୍ବାଚନ । ଏଥିପାଇଁ ପାଟକୁରାରେ ନେତା ମନ୍ତ୍ରୀଙ୍କ ଭିଡ ଜମିବାରେ ଲାଗିଛି । ଭୋଟ ହାତେଇବା ପାଇଁ ସବୁ ଦଳ ଲାଗିପଡିଛନ୍ତି । ତେବେ ପାଟକୁରା ଲଢେଇ ପାଇଁ ବିଜେଡି ଘୋଷଣା କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପଟକୁରା ନିର୍ବାଚନ ପାଇଁ ୪୦ ଜଣିଆ…