Odisha Link
Bridging the Missing Links in Odisha
Daily Archives

July 18, 2019

ଏନ୍‌ସି କଲେଜ ଫାଟକରେ ତାଲା ପକାଇଲେ…

ଯାଜପୁର : ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଗୁରୁବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଅତିଥି ଅଧ୍ୟାପକ ପ୍ରଦୀପ ବେହୁରିଆଙ୍କୁ ବହିଷ୍କାର କରିବା ଦାବିରେ ଛାତ୍ରଛାତ୍ରୀମାନେ ଗେଟରେ ତାଲା ପକାଇଛନ୍ତି। ସୂଚନା ଅନୁସାରେ, ୨ ବର୍ଷ ତଳେ ପ୍ରଦୀପ ଏହି କଲେଜରେ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି…

ଭୋଟ ସମୟରେ ସିସିଟିଭି ଲାଗାଇବାକୁ ଦାବି…

କେନ୍ଦ୍ରାପଡ଼ା : ପାଟକୁରା ନିର୍ବାଚନକୁ ମଝିରେ ରହିଲା ମାତ୍ର ଗୋଟିଏ ଦିନ। ଏହାରି ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେପି ଓ ବିଜେଡ଼ି ଦଳ । ପାଟକୁରା ଭୋଟ ସମୟରେ ବୁଥରେ ସିସିଟିଭି ଲଗାଇବାକୁ ବିଜେପି ଦାବି କରିଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥରେ ସିସିଟିଭି ଲାଗାଇବାକୁ…

ବୁଢା ଦେଖାଯାଉଥିବା ଫେସ୍‌ ଆପ୍‌ ବ୍ୟବହାର…

ନୂଆଦିଲ୍ଲୀ: ଫେସ୍‌ ଆପ୍‌। ଏମିତି ଏକ ଆପ୍‌ ଯାହା ଏବେ ସୋଶିଆଲ ମିଡ଼ିଆରେ ଟ୍ରେଣ୍ଡିଙ୍ଗ୍‌ କରୁଛି। ପିଲାଠୁ ବୁଢା ଯାଏଁ ଏହି ଆପ ବ୍ୟବହାର କରୁଛନ୍ତି। ସୋଶିଆଲ ମିଡ଼ିଆରେ ଚହଳ କରିଛି ଏହି ଆପ୍। ତାହାଲେ ଜାଣନ୍ତୁ ଫେସ୍‌ ଆପ୍‌ କଣ। ଫେସ୍‌ ଆପ୍: ଏହା ଏପରି ଏକ ଆପ୍‌ ଯେଉଁ ଆପରେ ଲୋକମାନେ ନିଜକୁ ବୁଢା…

ମୌସୁମୀ ଖେଳୁଛି ଲୁଚକାଳି : ବର୍ଷାକୁ…

ବଲାଙ୍ଗୀର : ମୌସୁମୀ ଆସିଲା ପୁଣି କୁଆଡେ ଉଭେଇ ଗଲା । ବର୍ଷାକୁ ଚାହିଁ ଚାହିଁ ଚାଷୀ କୂଳ ହତାଶ । ବଲାଙ୍ଗୀରରେ ଧାନବିଲରେ ମାଟି ଫାଟି ଆଁ କଲାଣି । ଚଳିତ ବର୍ଷ ପୁଣି ମରୁଡ଼ି ହେବ ବୋଲି ଆଶଙ୍କା କଲେଣି ଚାଷୀ । ସେପଟେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ଆଗାମୀ ୧୫ ଦିନ ମଧ୍ୟରେ ବର୍ଷା ହେଲେ ଚାଷ କାମ…

ଯାତ୍ରା ଡାଇଲଗ୍‌ ମାରନ୍ତି ମହାରଥୀ :…

ଭୁବନେଶ୍ବର : ମହାରଥୀ ବନାମ ମନ୍ତ୍ରୀଙ୍କ ମଧ୍ୟରେ ଲାଗିଥିବା ନିଆଁରେ ଘିଅ ଢ଼ାଳିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଗତକାଲି ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଆକ୍ଷେପ ନେଇ ଆଜି ଗୃହରେ ମହାରଥୀ ରଖିଥିବା ଜବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା । ମନ୍ତ୍ରୀଙ୍କ କଥା ତାଙ୍କୁ ବାଧିଥିଲା…

ମାରୁତି ସୁଜୁକି ସୋରୁମ୍‌ରୁ ଲୁଟ୍

ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ମସଜିଦ୍‌ ଛକ ନିକଟରେ ଥିବା ମାରୁତି ସୁଜୁକି ଶୋ’ ରୁମରୁ୯୫ହଜାର ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଶୋ’ ରୁମ୍‌ ଖୋଲିବା ପରେ କର୍ମଚାରୀମାନେ ଲୁଟ୍‌ ହୋଇଥିବା ଜାଣିଥିଲେ। ଏ ନେଇ ସେମାନେ ପୁଲିସକୁ…

ଛାତ୍ରୀଙ୍କ ବେକ କାଟିଲା ଯୁବକ

ଯାଜପୁର : ଏକତରଫା ପ୍ରେମର କରୁଣ ପରିଣତି ।   ଯାଜପୁରରେ ଏକତରଫା  ପ୍ରେମକୁ ନେଇ ଜଣେ ଯୁବକ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ବେକ କାଟି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଆସିଛି । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ସହ ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି । ଯାଜପୁର…

ନିର୍ବାଚନ ପାଇଁ ନିୟୋଜିତ ହେବେ ୪…

କଟକ : ୨୦ ତାରିଖରେ ହେବ ପାଟକୁରା ନିର୍ବଚନ ମଣ୍ଡଳୀର ନିର୍ବାଚନ ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରୁକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପ୍ରଚାର ଶେଷ ହେଉଥିବା ବେଳେ ବର୍ତ୍ତମାନ ଯାଏଁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ…

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ…

ମାଲକାନଗିରି : ମାଲକାନାଗିରିରେ ପୁଣି ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ୨ ଆଦିବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ବିଶାଖାପାଟଣା ଜିଲ୍ଲା କୋରୁକୋଣ୍ଡା ଥାନା ଭିରାଭରମ ଗାଁରେ ଘରେ ପଶି ୨ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ହେଲେ ପାଙ୍ଗି ସତୀବାବୁ ଓ ଗାମେଲା ଭାସ୍କର ।…

ଜୁଲାଇ ୨୨ରେ ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ:…

ନୂଆଦିଲ୍ଲୀ: ସ୍ଥଗିତ ଥବା ଚନ୍ଦ୍ରାୟନ-୨ର ଉତକ୍ଷେପଣ ଜୁଲାଇ ୨୨ରେ ହେବ। ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ଗୁରୁବାର ଦିନ କରାଯିବ ବୋଲି ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌ ଘୋଷଣା କରିଛି। ଜୁଲାଇ ୧୫ ତାରିଖରେ ଉତ୍‌କ୍ଷେପଣର ୫୬ ମିନିଟ୍‌ ପୂର୍ବରୁ ବୈଷୟିକ ତ୍ରୁଟି…