Odisha Link
Bridging the Missing Links in Odisha
Daily Archives

July 23, 2019

ଆନନ୍ଦ କୁମାର ଭୁବନେଶ୍ବରରେ ଗୋଟିଏ ଦିନ,…

ଭୁବନେଶ୍ବର: ଗତ ରବିବାର ଦିନ ‌ଭୁବନେଶ୍ବରର ଆଦ୍ୟାନ୍ତ ବିଜ୍ଞାନ ମହାବିଦ୍ୟାଳୟ ଓ ଆକାଶ ଇନଷ୍ଟିଚ୍ୟୁଟ୍‌ ପାଇଁ ଥିଲା ବେଶ୍‌ ସ୍ମରଣୀୟ ଦିନ। ପୂରା ଗୋଟିଏ ଦିନ ଛାତ୍ରଛାତ୍ରୀଙ୍କ ଗହଣରେ ବିତାଇଥିଲେ ସୁପର ୩୦ କାର୍ଯ୍ୟକ୍ରମର ଗନକ ଆନନ୍ଦ କୁମାର। କେବଳ ସେତିକି ନୁହେଁ ପିଲାମାନଙ୍କ ସହ ସଂଧ୍ୟାରେ କେଶରୀ…

ଚର୍ଚ୍ଚାରେ ମୋଦିଙ୍କ ସ୍ପେଶାଲ ଫ୍ରେଣ୍ଡ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିଆର ଜୀବନ ଏବଂ କାର୍ଯ୍ୟଶୈଳୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବେଳେ ବେଳେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥାଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ। ଗୋଟେ ସାଧାରଣ ପରିବାରରୁ ଆସି ଦେଶର ଶାସନଭାର ଧରିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି…

ମନ୍ଦିର ଦାନ ବାକ୍ସରୁ ଲୁଟିଲେ ଲୁଟେରା

ପୁରୀ : ପୁରୀର ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିରର ଦାନ ବାକ୍ସରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ମନ୍ଦିରର ଲୁହା ଜାଲିକୁ ତାଡ଼ିବା ସହ କବାଟ ଭାଙ୍ଗି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ମନ୍ଦିରର ପୂଜକ ଦୁଆର ଖୋଲିବା ସମୟରେ ଦାନବାକ୍ସ ଭଙ୍ଗାଯାଇଥିବା…

ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିଛନ୍ତି ଏହି ୩…

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ ସେମିଫାଇନାଲ ପରାଜୟକୁ ପଛରେ ପକାଇ ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ପ୍ରସ୍ତୁତି ହେଉଛି। ବିସିସିଆଇ ଚୟନକର୍ତ୍ତା ଟିମ୍ ରବିବାର ଟିମ୍‌ ଇଣ୍ଡିଆର ଖେଳାଳି ଚୟନ କରି ସାରିଛି। ଦିନ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ତିନୋଟି ଫର୍ମାଟରେ ଟିମ୍‌ ଚୟନ କରିସାରିଛି…

ପାଣି ଅଭାବରୁ ଫାଟି ଆଁ କରିଛି ଧାନ ବିଲ,…

ଭୁବନେଶ୍ବର : ଶ୍ରାବଣ ମାସର ଆସି ଅଧା ହେଲାଣି ହେଲେ ବର୍ଷାର ଦେଖା ନାହିଁ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବର୍ଷାର ପରିମାଣ କମ୍ ରହିଥିବାରୁ ଫସଲ ହେବା କଷ୍ଟକର ହୋଇଯାଇଛି । ଋଣ କରି ଚାଷ କରୁଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି । କେମିତି ଜମିକୁ ପାଣି ଆସିବ, ଏବେ ସେହି ଚିନ୍ତା ଘାରିଛି ଚାଷୀକୁ ।…

ଭିଜିଲାନ୍ସ ଜାଲରେ ବୀରମହାରାଜପୁର ଆରଆଇ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ଅରୁଣ କୁମାର ପୁରୋହିତ ଜିଲ୍ଲା ଭିଜିଲାନସ୍ ହାତରେ ଗିରଫ ହୋଇଛନ୍ତି । ବୀରମହାରାଜପୁର ତହସିଲ ଅନ୍ତର୍ଗତ ସଂଗ୍ରାମପୁର ଗାଁର ପ୍ରଦୀପ ପ୍ରଧାନଙ୍କ ପାଖରୁ ଅଢେଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ…

୧୧୨୩ କେଜି ଗଞ୍ଜେଇ ଜବତ ଗଲା ଅର୍କେଲ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ନିକଟସ୍ଥ ଖାତଲାଗୁଡା ଜଙ୍ଗଲରୁ ଅର୍କେଲ ପୁଲିସ ମଙ୍ଗଳବାର ଏକ ଟିମ ସହିତ ଚଢ଼ାଉ କରି ୧୧୨୩କେଜି ଗଞ୍ଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ପୁଲିସ କୁଡୁମୁଲୁଗୁମ୍ମା ନିକଟସ୍ଥ…

୬ ମାସ ଜେଲରେ ରହିବେ ଏହି ବଲିଉଡ ସୁନ୍ଦରୀ

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ କୋଏନା ମିତ୍ରଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ। ଏକ ଚେକ୍‌ ବାଉନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏହି ଅଭିନେତ୍ରୀ ଜଣକ।  ଏଥି ସହିତ ଅଭିଯୋଗକାରିଣୀ ପୁନମ୍‌ ସେଠୀଙ୍କୁ ୪.୬୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ନିର୍ଦ୍ଦେଶ…

ପରକୀୟାପ୍ରୀତିରେ ବଳିପଡିଲା ନିରୀହ ଜୀବନ

ଯାଜପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡା ଗାଁରେ ଲୋମହର୍ଷଣକାରୀ ଘଟଣା । ଭାଉଜ-ଦିଅର ପ୍ରେମରେ ବଳି ପଡିଗଲା ଦିଅରର ପତ୍ନୀ ରୀତା । ଭାଉଜ ଓ ଦିଅର ପ୍ରେମରେ କଣ୍ଟା ସାଜିଥିବା ନିରୀହ ରୀତାକୁ ସବୁଦିନ ପାଇଁ ଯିବାକୁ ପଡିଲା ଆରପରିକୁ । ଏଭଳି ଅଭିଯୋଗ ଆଣିଛନ୍ତି ମୃତ ରୀତଙ୍କ…

ବିଷ ପିଇ ଚାଷୀ ହାରିଲେ ଜୀବନ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ପଦ୍ମପୁର ଗାଁର ଜଣେ ଚାଷୀ ଋଣଭାର ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀଙ୍କ ନାଁ ସୁମନ୍ତ ବେହେରା। ସୁମନ୍ତ ଚାଷ ପାଇଁ ସମବାୟ ସମିତିରୁ ୬୫ ହଜାର ଟଙ୍କା ଋଣ କରିଥିଲେ। ହେଲେ ବର୍ଷାଭାବରୁ ଚାଷ ନଷ୍ଟ…