Odisha Link
Bridging the Missing Links in Odisha

ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ପୁଣି ଥରେ ବଢ଼ିଛି ଅଶୋଧିତ ତୈଳ ଦର। ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାର ଉପରେ ତାହାର ପ୍ରଭାବ ପଡ଼ିଛି। ଭାରତରେ ଏହା ୨.୫ ପ୍ରତିଶତ ବୃଦ୍ଧି ହୋଇଛି। ରିପୋର୍ଟ ଅନୁସାରେ ଅଶୋଧିତ ତୈଳ ଦର ସୋମବାର ୨ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଘରୋଇ ପେଟ୍ରୋଲ ଓ ଡିଜେଲ ବିତରଣ କଂପାନୀମାନେ ତେଲ ଦର ବଢ଼ାଇ ନାହାନ୍ତି। ମାତ୍ର ଯାହା ପୂର୍ବାନୁମାନ କରାଯାଉଛି, ଅଶୋଧିତ ତୈଳ ଦର ବୃଦ୍ଧି ଘଟିବା ପ୍ରକ୍ରିୟା ଯଦି ଜାରି ରହିବ ତେବେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିପାରେ।

Comments are closed.