Odisha Link
Bridging the Missing Links in Odisha
Daily Archives

July 24, 2019

ନିଯୁକ୍ତି ନେଇ ବିଧାନସଭାରେ ସ୍ୱର ଉଠାଇଲେ…

ଭୁବନେଶ୍ବର : ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ଫର୍ମାଟ୍ ଲାଗୁ କରିବା ପାଇଁ ବିଧାନସଭାରେ ଉଠିଲା ଦାବି । ଆନ୍ଧ୍ରପ୍ରଦେଶରେ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ସ୍ଥାନୀୟ ଯୁବକ ଏବଂ ଯୁବତୀଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶାରେ…

ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଅଞ୍ଚଳର ହରପାଲି ବସ୍ତି ନିକଟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବୀରମିତ୍ରପୁର ଥାନା ପୁଲିସ ନିକଟସ୍ଥ ହରପାଲି ଜଙ୍ଗଲରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ତେବେ ଅନ୍ୟ ୩ ଫେରାର ଅଛନ୍ତି। ହରପାଲି…

ନବୀନଙ୍କ ଭିଡ଼ିଓ ଭାଇରାଲ, ଦେଖନ୍ତୁ

ଭୁବନେଶ୍ବର: ଗୋଟିଏ ପଟେ ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ଉଭୟ ବିଜେଡ଼ି ବିଜେପି ପ୍ରାର୍ଥୀ ଚିନ୍ତାରେ ଥିବା ବେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପୁରା ବିନ୍ଦାସ ଥିବାର ଦେଥିବାକୁ ମିଳିଛି। ପାଟକୁରାରେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ବିଜୟ ହୋଇଛନ୍ତି। ଅପରପକ୍ଷେ ନବୀନଙ୍କ ଏକ ଫିଟନେସ୍‌…

ସାବିତ୍ରୀଙ୍କୁ ବିଜେଡ଼ି ସୁପ୍ରିମୋ ଦେଲେ…

ଭୁବନେଶ୍ବର : ବିଜେଡିର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ବହୁମାତ୍ରାରେ ବିଜେଡିକୁ ଜିତାଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୁଣି ଥରେ ବିଶ୍ୱାସ କରି ବିଜେଡିକୁ ବିପୁଳ ମାତ୍ରାରେ ଜନମତ ଦେଇଥିବାରୁ ପାଟକୁରାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।…

ବିଜେଡ଼ିର ବିଜୟ ଅପେକ୍ଷା ଚର୍ଚ୍ଚାରେ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭାକୁ ଶେଷରେ ହାତେଇଛି ବିଜେଡ଼ି। ପାଟକୁରା ନିର୍ବାଚନରେ ହେଉଥିବା ସ୍ବାଭିମାନ ଓ ସମ୍ମାନର ଲଢେଇରେ ବାଜି ମାରିଛନ୍ତି ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲାଙ୍କ ଠାରୁ ୧୭,୯୨୦…

ଅପହରଣକାରୀଙ୍କୁ ଧରିଲା ପୋଲିସ

ନୂଆପଡା : ୧୦ଜଣ ଅପହରଣକାରୀଙ୍କୁ ନୂଆପଡା ଥାନାରେ ଅଟକ ରଖିଛି ପୋଲିସ । ନୂଆପଡା ଜିଲ୍ଲା ବୋଡେନ ଥାନା ମର ଗାଁର ଜଣେ ଯୁବକ କେଦାର ଜଗତକୁ ରାତିରେ ଅପହରଣ କରି ନେବା ବାଟରେ ଖବର ପାଇ କାବୁ କଲା ନୂଆପଡା ପୋଲିସ । ଗୋଟିଏ ଟ୍ରାଭେରା ଓ ଗୋଟିଏ ଏକ୍ସୟୁଭି ଗାଡିକୁ ଜବତ କରିଛି ପୋଲିସ । ୭ଜଣ ଅପହରଣକାରୀ…

ନିରଞ୍ଜନ ପୂଜାରୀଙ୍କ ନାଁରେ ଅଭିଯୋଗ…

ଭୁବନେଶ୍ୱର: ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନାଁରେ ବିଜେପି ଆଣିଛି ସାଂଘାତିକ ଅଭିଯୋଗ। ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଏନେଇ ମନ୍ତ୍ରୀଙ୍କ ବିରୋଧରେ ଜୟନାରାୟଣ ମିଶ୍ର ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି।…

ସାଦା ପୋଷାକ ଧାରି ପୁଲିସଙ୍କୁ ପିଟିଲେ…

କଟକ : ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ସାଦା ପୋଷାକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆସିଥିବା ପୁଲିସ ଅଧିକାରୀଙ୍କୁ ସ୍ଥାନୀୟଲୋକେ ନିସ୍ତୁକ ମାଡ ମାରିଛନ୍ତି । ସାଦା ପୋଷାକ ପୁଲିସ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଉତ୍ତ୍ୟକ୍ତଲୋକଙ୍କ…

ପରାଜୟ ପରେ କଣ କହିଲେ ବିଜୟ ଜାଣନ୍ତୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନରେ ଶେଷରେ ବାଜି ମାରିଛି ବିଜେଡ଼ି। ସ୍ବାଭିମାନ ଓ ସମ୍ମାନର ଲଢେଇରେ ବାଜି ମାରିଛନ୍ତି ସାବିତ୍ରୀ ଅଗ୍ରଓ୍ବାଲ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲାଙ୍କ ଠାରୁ ୧୭,୯୨୦ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି।…

ମୁଁ ଜିତିବି ବୋଲି ମୋର ଭରସା ଥିଲା:…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନରେ ଶେଷରେ ବାଜି ମାରିଛି ବିଜେଡ଼ି। ସ୍ବାଭିମାନ ଓ ସମ୍ମାନର ଲଢେଇରେ ବାଜି ମାରିଛନ୍ତି ସାବିତ୍ରୀ ଅଗ୍ରଓ୍ବାଲ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ତାଙ୍କ ପ୍ରମୁଖ ପ୍ରତିଦ୍ବନ୍ଦୀ ବିଜୟ ମହାପାତ୍ରଙ୍କ ଠାରୁ ୧୭,୯୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ…