Odisha Link
Bridging the Missing Links in Odisha

LIVE UPDATE: ପାଟକୁରା ନିର୍ବାଚନ ଫଳାଫଳ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରିରହିଛି। ଗୋଟିଏ ପରେ ଗୋଟିଏ ରାଉଣ୍ଡର ଗଣତି ଚାଲୁ ରହିଛି। ଫଳାଳକୁ ନେଇ ବେଶ ଆଶାବାଦୀ ଉଭୟ ବିଜେଡ଼ି ଓ ବିଜେପି। ତେବେ ଆସନ୍ତୁ ଜାଣିବା କେଉଁ ରାଉଣ୍ଡରେ କଣ ଫଳାଫଳ ହେଉଛି ତାର ଲାଇଭ ଅପଡେଟ ଆମେ ଆପଣଙ୍କୁ ଦେଉଛୁ।

୧୮ ରାଉଣ୍ଡ: ୧୮ ରାଉଣ୍ଡ ସୁଦ୍ଧା ବିଜେଡ଼ି ୧୭୬୫୫ ଖଣ୍ଡ ଭୋଟରେ ଆଗୁଆ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୯୫୧୬୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୭୫୦୭ ଖଣ୍ଡ ଭୋଟ ମିଳିଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୨୦୯୦ ଖଣ୍ଡ ଭୋଟ ପାଇଛନ୍ତି।

୧୭ ରାଉଣ୍ଡ: ୧୭ ରାଉଣ୍ଡ ସୁଦ୍ଧା ବିଜେଡ଼ି ୯୪୨୭୬ ଖଣ୍ଡ ଭୋଟରେ ଆଗୁଆ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୬୭୪୦ ଖଣ୍ଡ ଭୋଟ ମିଳିଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୨୦୮୧ ଖଣ୍ଡ ଭୋଟ ପାଇଛନ୍ତି।
୧୬ ରାଉଣ୍ଡ: ୧୬ ରାଉଣ୍ଡ ସୁଦ୍ଧା ବିଜେଡ଼ି  ୧୭,୨୩୪ ଖଣ୍ଡ ଭୋଟରେ ଆଗୁଆ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୮୯,୩୮୯ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୨,୧୫୫ ଖଣ୍ଡ ଭୋଟ ମିଳିଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୨୦୧୬ ଖଣ୍ଡ ଭୋଟ ପାଇଛନ୍ତି। ନୋଟାରେ ପଡ଼ିଛି ମୋଟ ୩୯୫ ଖଣ୍ଡ ଭୋଟ।

୧୫ ରାଉଣ୍ଡ: ୧୫ ରାଉଣ୍ଡ ସୁଦ୍ଧା ବିଜେଡ଼ି ୧୭୦୮୭  ଖଣ୍ଡ ଭୋଟରେ ଆଗୁଆ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୮୪୩୭୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୬୭୨୮୪ଖଣ୍ଡ ଭୋଟ ମିଳିଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୧୯୩୩ ଖଣ୍ଡ ଭୋଟ ପାଇଛନ୍ତି। ନୋଟାରେ ପଡ଼ିଛି ମୋଟ ୩୭୯ ଖଣ୍ଡ ଭୋଟ।

୧୪ ରାଉଣ୍ଡ: ୧୪ ରାଉଣ୍ଡ ସୁଦ୍ଧା ବିଜେଡ଼ି ୧୭୩୩୪  ଖଣ୍ଡ ଭୋଟରେ ଆଗୁଆ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୭୯୭୨୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୬୨୩୮୮  ଖଣ୍ଡ ଭୋଟ ମିଳିଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୧୮୫୯ ଖଣ୍ଡ ଭୋଟ ପାଇଛନ୍ତି। ନୋଟାରେ ପଡ଼ିଛି ମୋଟ ୩୫୬ ଖଣ୍ଡ ଭୋଟ।

୧୩ ରାଉଣ୍ଡ: ୧୩ ରାଉଣ୍ଡ ସୁଦ୍ଧା ବିଜେଡ଼ି ୧୬୫୨୫ ଖଣ୍ଡ ଭୋଟରେ ଆଗୁଆ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୭୪୭୪୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୫୮୨୨୦  ଖଣ୍ଡ ଭୋଟ ମିଳିଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୧୭୯୧ ଖଣ୍ଡ ଭୋଟ ପାଇଛନ୍ତି।  ନୋଟାରେ ପଡ଼ିଛି ମୋଟ  ୩୪୪ ଖଣ୍ଡ ଭୋଟ।

ଦ୍ବାଦଶ ରାଉଣ୍ଡ: ଦ୍ବାଦଶ ରାଉଣ୍ଡ ସୁଦ୍ଧା ବିଜେଡ଼ି ୧୬୧୪୪  ଖଣ୍ଡ ଭୋଟରେ ଆଗୁଆ । ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୬୯୬୯୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୫୩,୫୫୨  ଖଣ୍ଡ ଭୋଟ ମିଳିଛି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୧୬୯୩ ଖଣ୍ଡ ଭୋଟ ପାଇଛନ୍ତି । ନୋଟାରେ ପଡ଼ିଛି ମୋଟ  ୩୨୪ ଖଣ୍ଡ ଭୋଟ।

ଏକାଦଶ ରାଉଣ୍ଡ: ଏକାଦଶ ରାଉଣ୍ଡ ସୁଦ୍ଧା ବିଜେଡ଼ି ୧୪,୭୨୭ ଖଣ୍ଡ ଭୋଟରେ ଆଗୁଆ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୬୩,୭୮୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୪୯ ୦୬୦ ଖଣ୍ଡ ଭୋଟ ମିଳିଛି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୧୬୧୭ ଖଣ୍ଡ ଭୋଟ ପାଇଛନ୍ତି।

ଦଶମ ରାଉଣ୍ଡ : ଦଶମ ରାଉଣ୍ଡ ସୁଦ୍ଧା ବିଜେଡ଼ି ୧୪ ୯୫୮ ଭୋଟରେ ଆଗୁଆ ରହିଛି। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୫୮, ୯୧୯ ଭୋଟ ପାଇଥିବା ବେଳେ ବିଜୟ ମହାପାତ୍ର ୪୩, ୯୬୧ ଭୋଟ ପାଇଛନ୍ତି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୧୫୩୯ ଭୋଟ ମିଳିଛି।
ନମବ ରାଉଣ୍ଡ :ନବମ ରାଉଣ୍ଡ ସୁଦ୍ଧା ବିଜେଡଡିକୁ ୫୩୭୩୨ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୪୯୬୫୫ ଖଣ୍ଡ ଭୋଟ ମିଳିଛି।ଅଷ୍ଟମ ରାଉଣ୍ଡ : ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୪୭୯୮୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୩୪୩୦୩ ଖଣ୍ଡ ଭୋଟ ମିଳିଛି।
ସପ୍ତମ ରାଉଣ୍ଡ: ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୪୨୦୩୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୩୦୨୪୬ ଖଣ୍ଡ ଭୋଟ ମିଳିଛି।
ଷଷ୍ଠ ରାଉଣ୍ଡ : ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୩୬୬୧୨ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୬୦୮୦ ଖଣ୍ଡ ଭୋଟ ମିଳିଛି ।ପଞ୍ଚମ ରାଉଣ୍ଡ : ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୩୦୬୦୦ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୧୯୨୭ ଖଣ୍ଡ ଭୋଟ ମିଳିଛି ।
ଚତୁର୍ଥ ରାଉଣ୍ଡ : ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୨୫୨୧୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୧୭୭୮୩ ଖଣ୍ଡ ମିଳିଛି ।
ତୃତୀୟ ରାଉଣ୍ଡ : ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୧୯୦୫୦ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୧୨୭୧୩ ଖଣ୍ଡ ଭୋଟ ମିଳିଛି। ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରିରହିଛି ।
ଦ୍ୱିତୀୟ ରାଉଣ୍ଡ: ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୧୨୪୭୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୯୦୪୮ ଖଣ୍ଡ ଭୋଟ ମିଳିଛି ।
ଦ୍ୱିତୀୟ ରାଉଣ୍ଡରେ ବିଜେପିର ପ୍ରଦର୍ଶନ ପ୍ରଥମ ରାଉଣ୍ଡ ଅପେକ୍ଷା ବେଶ ଭଲ ଥିଲା । ତେବେ ମୋଟ ଭୋଟ ହିସାବକୁ ନେଲେ ବିଜେପି ପ୍ରାୟ ୩୪୦୦ ଭୋଟ ପଛରେ ରହିଛି।
ପ୍ରଥମ ରାଉଣ୍ଡ: ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କୁ ୬୮୩୫ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୩୮୦୮ ଖଣ୍ଡ ଭୋଟ ମିଳିଛି । ପ୍ରଥମେ ବିଜେଡ଼ି ଗଡ଼ କୁହାଯାଉଥିବା ଡେରାବିଶ ବ୍ଲକର ଭୋଟ ଗଣତି ହେଉଥିବାବେଳେ ପରେ ଗରଦପୁର ଓ ମାର୍ଶାଘାଇ ବ୍ଲକର ଭୋଟ ଗଣତି କରାଯାଇଛି।

Comments are closed.