Odisha Link
Bridging the Missing Links in Odisha
Daily Archives

July 28, 2019

ନବୀନଙ୍କ ପରେ ପ୍ରମିଳା ମାଉସୀଙ୍କ ଭିଡ଼ିଓ…

ଭୁବନେଶ୍ବର: ଚର୍ଚ୍ଚାରେ ଆସିକା ସାଂସଦ ପ୍ରମିଳା ବିଶୋଇ। ନିଜର ନିଆରା କାର୍ଯ୍ୟଶୈଳୀ ଓ ଗୀତ ପାଇଁ ସଦାବେଳେ ଚର୍ଚ୍ଚାରେ ଥାଆନ୍ତି ପ୍ରମିଳା। ଏଥର କିନ୍ତୁ କିଛି ଭିନ୍ନ ଦେଖିବାକୁ ମିଳିଛି। ତାଙ୍କର ଏକ  ଫିଟନେସ୍ ଭିଡ଼ିଓ ସୋଶିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏକ ଭିଡ଼ିଓରେ ପ୍ରମିଳା ମାଉସୀ…

ଦିନେ ବିଶ୍ବକପ୍‌ରେ ହିରୋ ଥିଲେ, ଏବେ…

ଲୁଧିଆନା: କ୍ରିକେଟ ଭାରତରେ ଏକ ପ୍ରମୁଖ ଖେଳ। ଏହି ଖେଳକୁ ନେଇ ଯୁବବର୍ଗ ବେଶି ଉତ୍ସାହିତ ହୋଇଥାନ୍ତି। ହେଲେ ଏହି ଖେଳରେ ଭାଗ୍ୟ ସାଥ ଦେଲେ ଖେଳାଳି ମାନେ କୋଟିପତି ହୁଅନ୍ତି ନହେଲେ ରାସ୍ତା କଡ଼ରେ ଠିଆ ହୁଅନ୍ତି। ଦିନେ କ୍ରିକେଟର ହିରୋ ଏବେ ତାଙ୍କ ଜୀବନ ଯାତ୍ରାରେ ଜିରୋ ହୋଇ ଯାଇଛନ୍ତି। ୨୦୦୮ ୱାଲର୍ଡ…

କର୍ଣ୍ଣାଟକ: ୧୪ ବିଧାୟକଙ୍କୁ ଅଯୋଗ୍ୟ…

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ଼। ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପି ସରକାର ଗଠନ କରିଛି। ୟେଦ୍ଦୁରପ୍ପାଙ୍କ ସରକାରଙ୍କୁ ଆସନ୍ତାକାଲି ଅଗ୍ନି ପରୀକ୍ଷା ଦେବାକୁ ପଡ଼ିବ। ଅପରପକ୍ଷେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ୟେଦ୍ଦୁରପ୍ପା। ଆଉ ଏତିକିବେଳେ ବାଚସ୍ପତି କେ ଆର ରମେଶ…

୨ଟି କଦଳୀକୁ ୪୪୨ ଟଙ୍କାରେ ବିକି ୨୫,୦୦୦…

ଚଣ୍ଡୀଗଡ଼: ଉପର କଳା ପଡ଼ିଯାଇଥିବା ଦୁଇଟି ମାତ୍ର କଦଳୀ, ଯାହାର ବଜାର ଦର ସର୍ବାଧିକ ୧୦ ଟଙ୍କା ହେବା କଥା, ତାହାକୁ ୪୪୨ ଟଙ୍କା ୫୦ ପଇସାରେ ବିକ୍ରି କରିଛି ବିଶ୍ବର ଅନ୍ୟତମ ପ୍ରସିଦ୍ଧ ହୋଟେଲ ଚେନ୍‌ ଜେଡବ୍ଲୁ ମାରିଅଟ୍। ବଲିଉଡ ତାରକା ରାହୁଲ ବୋଷ୍‌ ଚଣ୍ଡୀଗଡ଼ର ଏହି ହୋଟେଲରେ ରହୁଥିବା ବେଳେ କଦଳୀ ଖାଇବାକୁ…

ବାଲି ହୋଟେଲରୁ ଚୋରି କରି ଧରାପଡ଼ିଲେ…

ବାଲି: ଅନେକ ଲୋକ ହୋଟେଲ ରୁମ ଛାଡ଼ିବା ବେଳେ ବ୍ୟବହୃତ ବା ଅବ୍ୟବହୃତ ସାମ୍ପୁ, ତେଲ, ସାବୁନ, ପାନିଆ, କମ୍ଫି ସ୍ଲିପର୍, ରୋବ୍‌ ଆଦି ନେଇଆସନ୍ତି। ଏସବୁ ଆଣିବା ପଛରେ କିଛି ଯୁକ୍ତି ବି ଥାଏ। ଏସବୁ ସାମଗ୍ରୀ ଏକକ ବ୍ୟବହାର (ସିଙ୍ଗଲ) ପାଇଁ ହୋଇଥିବାରୁ ଓ ହୋଟେଲ କୋଠରୀ ଭଡ଼ାରେ ଏସବୁ ସାମିଲ ଥିବାରୁ…

ଧରାପଡ଼ିଲା କଟକ ସିରିଏଲ କିଲର୍!

କଟକ: ତିନିଦିନ ଧରି ପୁଲିସର ନିଦ ହଜାଇଦେଇଥିବା ଓ କଟକ ସହରବାସୀଙ୍କୁ ଭୟଭୀତ କରି ରଖିଥିବା ସିରିଏଲ୍‌ କିଲର ବାବଦରେ ସୂଚନା ପାଇଛି କମିଶନରେଟ୍‌ ପୁଲିସ। ଜଣେ ମାନସିକ ରୋଗୀ (ସାଇକିଆଟ୍ରିକ୍) ହତ୍ୟାଘଟଣାରେ ଜଡ଼ିତ ଥିବା ସୁରାକ ପାଇଛି ପୁଲିସ। ସନ୍ଦିଗ୍ଧ ହତ୍ୟାକାରୀ ଜଣକ ବୃତ୍ତିରେ ଜଣେ ଜରିଗୋଟାଳି ଓ…

କେଉଁ ଭୁଲ ପାଇଁ ଦୁଃଖ ପ୍ରକାଶ କଲେ…

ଭୁବନେଶ୍ୱର: ଶେଷରେ ଗୋପନୀୟତାର ଗଣ୍ଠି ଫିଟିଲା। କେନ୍ଦ୍ର ସାହିତ୍ୟ ଅକାଦେମି ‘ବାଲ୍‍ ସାହିତ୍ୟ ପୁରସ୍କାର’ ଓ ‘ଯୁବ ସାହିତ୍ୟ ପୁରସ୍କାର’ର ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକ ଓ ଲେଖକମାନଙ୍କର ନାମ ତାଲିକା ଘୋଷଣା କଲେ। ପୁରସ୍କାର ନିୟମ ଓ ପୂର୍ବ ପ୍ରତିଶ୍ରୁତିର ଖିଲାପ କରିବା ନେଇ ଦୁଃଖ ପ୍ରକାଶ ମଧ୍ୟ…