Odisha Link
Bridging the Missing Links in Odisha
Daily Archives

July 31, 2019

ଭାରତୀୟ ତରୁଣୀଙ୍କ ପ୍ରେମରେ ପାକିସ୍ତାନୀ…

ଫରିଦାବାଦ: ଭାରତୀୟ ତରୁଣୀଙ୍କ ପ୍ରେମରେ ପଡ଼ିଛନ୍ତି ପୁଣି ଜଣେ ପାକିସ୍ତାନୀ କ୍ରିକେଟର୍। ପଡ଼ୋଶୀ ଦୋର ଫାଷ୍ଟ୍‌ ବୋଲର ହସନ୍‌ ଅଲ୍ଲୀ ହରିଆଣାର ଇଞ୍ଜିନିୟର ସାମିଆ ଆରଜୁଙ୍କ ପ୍ରେମରେ ପଡ଼ିଛନ୍ତି। ୨୫ ବର୍ଷିୟା ସାମିଆଙ୍କୁ ଆସନ୍ତା ଅଗଷ୍ଟ ତୃତୀୟ ସପ୍ତାହରେ ବିବାହ କରିବାକୁ ଯାଉଛନ୍ତି ୨୫ ବର୍ଷିୟ ହସନ୍।…

ସାରା ଦେଶରେ ଜମାଟୋକୁ ନେଇ ଚର୍ଚ୍ଚା,…

ଭୋପାଳ: ଭାରତରେ ଖାଦ୍ୟ ଡେଲିଭରୀ କରୁଥିବା ଜମାଟୋକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଜମାଟୋ ସହ ଏକ ଅଜବ ଘଟଣା ଘଟିଛି। ଜଣେ ବ୍ୟକ୍ତି ଜମାଟୋରୁ ଖାଦ୍ୟ ପାର୍ସଲ ଅର୍ଡ଼ର କରିଥିଲେ। ହେଲେ ଜମାଟୋ ପକ୍ଷରୁ ଜଣେ ମୁସଲିମ ଡେଲିଭରି ବୟ ଖାଦ୍ୟ ନେଇ ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲା ଡେଲିଭରୀ ବୟ ଜଣଙ୍କ ଅଣ…

ବିଧାନସଭାକୁ ସବୁ ବିଧାୟକ ଧୋତି ପିନ୍ଧି…

ଭୁବନେଶ୍ବର : ଏଥର ବିଧାନସଭାକୁ ସବୁ ବିଧାୟକ ଧୋତି ପିନ୍ଧି ଆସିବା ପାଇଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି। ଅପରାହ୍ନ ଅଧିବେଶନରେ ବ୍ୟୟ ମଞ୍ଜୁରୀ ବିଲ୍ ସଂପର୍କରେ ଆଲୋଚନା ଚାଲିଥିବାବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏଭଳି ଦାବି…

ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟରର…

ନୂଆଦିଲ୍ଲୀ: ଆଜି ଅଟଳ କମ୍ୟୁନିଟି ସେଣ୍ଟରର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର(ଏସିଆଇସି)ର ଶୁଭରାମ୍ଭରେ ଯୋଗ ଦେଇ ଦେଶର ସୃଜନଶୀଳତା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ…

ପଲିଥିନ୍: ସବୁଠି ବେଆଇନ ହେଲେ…

ଭୁବନେଶ୍ବର: ଯେଉଁଠି ନିୟମ ସେଇଠି ଉଲ୍ଲଂଘନ। ଗଣତନ୍ତ୍ରର ମନ୍ଦିରରେ ମାନୁ ନାହାନ୍ତି ନିୟମ। ଯେଉଁଠି ସମସ୍ତ ନିୟମ ପ୍ରଣୟନ କରାଯାଏ ସେଠି ଯଦି ଏହାର ଖୁଲମଖୁଲା ଉଲ୍ଲଂଘନ କରାଯାଏ ତେବେ ସାଧାରଣ ଲୋକଙ୍କ ଉପରେ କଣ ପ୍ରଭାବ ପଡ଼ିବ ତାହା ଥରେ ଭାବନ୍ତୁତ। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏସବୁ କଣ କହୁଚୁ। ତେବେ…

ଲାଞ୍ଚ ନେଇ ଧରାପଡ଼ିଲେ ଜେଇ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ତ୍ରିପାଠୀ ଲାଞ୍ଚ ନେବା ବେଳେ ବୁଧବାର ଧରାପଡ଼ିଛନ୍ତି। ବ୍ଲକ କାର୍ଯ୍ୟାଳୟରେ ସେ ୧୦ ହଜାରଟଙ୍କା ଲାଞ୍ଚ ନେବା ସୟୟରେ ଧରାପଡ଼ିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଖଲିଆପାଲି ପଞ୍ଚାୟତର ମିଛାପାଲି ଗାଁରେ କଂକ୍ରିଟ…

ପଦ୍ମ ଧରିଲେ ୩ଏନସିପି ନେତା

ମୁମ୍ବାଇ: ନିର୍ବାଚନ ପୂର୍ବରୁ ସବୁ ରାଜ୍ୟରେ ଜୋର ଧରିଥାଏ ଦଳ ଡିଆଁ ରାଜନୀତି। ତାହର ଏକ ଝଲକ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। କାରଣ ଏନସିପିର ମହିଳା ଶାଖା ମୁଖ୍ୟ ଚିତ୍ରା ବାଘ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଚିତ୍ରାଙ୍କ ସହ ୨ଜଣ ଏନସିପି ବିଧାୟକ ଶିବେନ୍ଦ୍ର ସିଂହ ଭୋନ୍‌ସଲେ ଓ ସନ୍ଦୀପ ନାୟକ…

ମିଛ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା…

ଗଜପତି : ଫେକ ସାର୍ଟିଫିକେଟ ଦେଇ ସରକାରୀ ଚାକିରି କରିଛନ୍ତି ସାରେ । ଶିକ୍ଷାଗତ ଯୋଗ୍ୟତା ନଥାଇ ବି ସରକାରୀ ସ୍କୁଲର ଶିକ୍ଷକ ସାଜିଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଗଜପତି ଜିଲ୍ଲାର କାର୍ଯ୍ୟରତ କିଛି ଶିକ୍ଷକଙ୍କ ବିରୋଧରେ । ନକଲି ବିଇଡି ସାର୍ଟିଫିକେଟ୍ ଦେଇ ଶିକ୍ଷକ ସାଜିଥିବା ଠକ ଶିକ୍ଷକଙ୍କ…

ଗୋରୁ ଚାଲାଣ ବେଳେ ଦୁଇଟି ପିକ୍‌ଅପ୍…

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଗୋପାଳପୁର ପାଣ୍ଡି ପୋଲିସ ବେଆଇନ ଭାବେ ଗୋରୁ ବୋଝେଇ ପିକଅପ୍ ଗାଡିକୁ ପିଛା କରି ୨ଟି ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ଏହାସହ ତିନିଜଣ ଯୁବକଙ୍କୁ ଗୋପାଳପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ବାଲେଶ୍ବର ବାହାନଗା…

ସ୍ୱାମୀଙ୍କୁ ଚକ୍ରାନ୍ତ କରି ଫସାଇ…

ଭୁବନେଶ୍ବର: ଗତ ସପ୍ତାହରେ କଟକରେ ଆତଙ୍କ ଖେଳାଇଥିବା ସାଇକୋ କିଲର ଏବେ ପୁଲିସ ପଞ୍ଝାରେ। ଅଭିଯୁକ୍ତକୁ ପୁଲିସ ପଚରାଉଚୁରା କରି ବହୁ ଚାଞ୍ଚଲ୍ୟକାରୀ ତଥ୍ୟର ପର୍ଦ୍ଦାଫାସ୍ କରୁଛି। ଅପରପକ୍ଷରେ ସାଇକୋ କିଲରଙ୍କ ପତ୍ନୀ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଆଯାଉଛି ବୋଲଇ ପତ୍ନୀ…