Odisha Link
Bridging the Missing Links in Odisha
Monthly Archives

August 2019

ସ୍ବାୟତ୍ତ ଶାସନ ଦିବସରେ ସରକାର ନେଲେ ନୂଆ…

ଭୁବନେଶ୍ବର: ଆଜି ରାଜ୍ୟ ସରକାର ପାଳନ କରିଛନ୍ତି ସ୍ବାୟତ୍ତ ଶାସନ ଦିବସ। ଏହି ଅବସରରେ ଅନେକ ଗୁଡ଼ିଏ ନୂଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ସହଜ ଓ ତ୍ୱରିତ ସେବା ପାଇଁ ‘ୱାର୍ଡ କାର୍ଯ୍ୟାଳୟ’ ଉଦଘାଟିତ ହୋଇଛି। ୱାର୍ଡ କାର୍ଯ୍ୟାଳୟର କାର୍ଯ୍ୟ ଜଣେ ୱାର୍ଡ ଅଫିସରଙ୍କ ସହାୟତାରେ ପରିଚାଳିତ ହେବ। ୱାର୍ଡ…

୩୦ ଛାତ୍ର କେରଳରେ ଉଡ଼ାଇଲେ ପାକିସ୍ତାନ…

ନୂଆଦିଲ୍ଲୀ: କେରଳରେ ଉଡ଼ିଲା ପାକିସ୍ତାନର ଜାତୀୟ ପତାକା। କେରଳର ଏକ କଲେଜର ପ୍ରାୟ ୩୦ ଜଣ ଛାତ୍ର ପାକିସ୍ତାନର ଜାତୀୟ ପତାକା ଉଡ଼ାଇଥିବା ଅଭିଯୋଗ ହୋଇଛି। ଏହି ଛାତ୍ରମାନେ ମୁସଲିମ୍ ଛାତ୍ର ଫ୍ରଣ୍ଟର। ତାଙ୍କ ବିରୋଧରେ କୋଝିକୋଡ ଜିଲ୍ଲାର ପେରାମ୍ୱରା ପୁଲିସ ମାମଲା ରୁଜୁ କରିଛି। ଗତ ଗୁରୁବାର…

ଜମ୍ମୁ-କଶ୍ମୀରର ୫୭୫ ଯୁବକ ଭାରତୀୟ…

ଶ୍ରୀନଗର: ଭାରତୀୟ ସେନାରେ ଯୋଗଦେଲେ ଜମ୍ମୁ-କଶ୍ମୀର ଯୁବକ। ଜମ୍ମୁ-କଶ୍ମୀରର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୭୫ ଜଣ ଯୁବକ ଆଜି ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ପାସିଂ ପରେଡ୍‌ ପରେ ଆଜି ସେମାନଙ୍କୁ ଜମ୍ମୁ-କଶ୍ମୀର ଲାଇଟ୍‌ ଇନ୍‌ଫାଣ୍ଟ୍ରିରେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି। ଗଣମାଧ୍ୟମକୁ ଏହି…

ରାଜ୍ୟ ସରକାର ବଢ଼ାଇଲେ ଆଧାର ସହ…

ଭୁବନେଶ୍ବର: ପୁଣିଥରେ ବଢ଼ିଲା ରାସନ୍‌ କାର୍ଡ଼ ସହ ଆଧାର ଲିଙ୍କର ସମୟସୀମା। ଏହି ଅବଧିକୁ ସେପ୍ଟେମ୍ୱର ୧୫ ତାରିଖ ଯାଏଁ ବଢାଇ ଦିଆଯାଇଛି। ଲିଙ୍କ୍ କରିବା ପାଇଁ ଆଜି ଶେଷ ତାରିଖ ଥିବା ବେଳେ ସମୟ ସୀମାକୁ ରାଜ୍ୟ ସରକାର ବଢାଇ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…

ସ୍ବାୟତ୍ତ ଶାସନ ଦିବସରେ ନୟାଗଡ଼କୁ ୩.୩…

ନୟାଗଡ଼: ନୟାଗଡ଼ରେ ସ୍ୱାୟତ ଶାସନ ଦିବସ ପାଳିତ। ଏଥି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା ହୋଇଛି ବିଭିନ୍ନ ଯୋଜନା। ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଏ ନେଇ ସୂଚନା ଦେଇଛନ୍ତି। ନୟାଗଡ଼ ସହର ପାଇଁ ମୋଟ ୩ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର କିରଛନ୍ତି ରାଜ୍ୟ ସରକାର।…

ପାକିସ୍ତାନ ସହ କଥା ହେବା ପାଇଁ ରାଜି:…

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଜୋର ଧରିଥିବା ବେଳେ କୂଟନୀତି ସ୍ତରରେ ବିବାଦର ଆପୋଷ ସମାଧାନ ପାଇଁ କରିବାକୁ ୟୁରୋପୀୟ ସଂଘ ଉଭୟ ଦେଶକୁ ଆହ୍ୱାନ କରିଛି। ଅନ୍ୟପଟେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ କହିଛନ୍ତି ପାକସ୍ତାନ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ସବୁବେଳେ…

ଦ୍ବିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତାବ…

ନୂଆଦିଲ୍ଲୀ: ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଛି ପାକିସ୍ତାନ। ସବୁଆଡ଼ୁ ନିରାଶ ହେବାପରେ ଏବେ ବାଟକୁ ଆସିଛି ପାକିସ୍ତାନ। ଭାରତ ସହିତ ଆଲୋଚନା ପାଇଁ ପ୍ରସ୍ତାବ ରଖିଛି ପାକ୍। ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନର ପ୍ରସ୍ତାବ। ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ପାକ୍ ବିଦେଶ ମନ୍ତ୍ରୀ ଶାହା ମହମ୍ମଦ…

ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି :…

ପୁରୀ : ପୁରୀରେ ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି। ମଠ ପରିଚାଳନା ସ୍ୱତନ୍ତ୍ରଭାବେ ହେବା ଉଚିତ। ନିର୍ଦ୍ଧିଷ୍ଟ ଯୋଜନା ଅନୁଯାୟୀ ଉଚ୍ଛେଦ କାର୍ଯ୍ୟ କରାଯାଉନାହିଁ। ଏଭଳି କହିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଛଳାନନ୍ଦ ସରସ୍ୱତୀ। ପୁରୀରେ ଉଚ୍ଛେଦ ଅଭିଯାନ ପ୍ରସଙ୍ଗକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ…

ଆସାମ ପରେ ଦିଲ୍ଲୀରେ ଏନ୍‌ଆରସି ତାଲିକା…

ନୂଆଦିଲ୍ଲୀ: ଆସାମ ପରେ ଦିଲ୍ଲୀରେ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆରସି) ତାଲିକା ପ୍ରକାଶ କରିବା ପାଇଁ ଦାବି କରିଛି ବିଜେପି। ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିଓ୍ୱାରୀ କହିଛନ୍ତି ଦିଲ୍ଲୀରେ ଅନେକ ଲୋକ ରହୁଛନ୍ତି। ସେଥିମଧ୍ୟରୁ ଦିଲ୍ଲୀ ବାହାର ଲୋକଙ୍କ ସଂଖ୍ୟା ଅଧିକ।…

ମୋଦିଙ୍କ ସହ ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ…

ସମ୍ବଲପୁର: ସେପ୍ଟମ୍ବର ୭ ଭାରତ ପାଇଁ ଏକ ଗୌରବର ଦିନ। ଏହାସହିତ ସେଦିନ ଭାରତ ପାଇଁ ସବୁଠୁ ମହତ୍ତ୍ବପୂର୍ଣ୍ଣ ଅଟେ। କାରଣ ଆସନ୍ତା ୭ରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୨। ଏହି ଦୃଶ୍ୟ ଦେଖିବାପାଇଁ ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍(ଆଇଏସ୍‌ଆରଓ) ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏଥିରେ…