Odisha Link
Bridging the Missing Links in Odisha
Daily Archives

August 2, 2019

ବିଶ୍ୱ ସ୍ତନ୍ୟପାନ ସପ୍ତାହ: ନବଜାତକଙ୍କୁ…

ଭୁବନେଶ୍ବର: ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ପରିପ୍ରେକ୍ଷୀରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତ ବର୍ଷ ବିଶ୍ୱ ସ୍ତନ୍ୟ ପାନ ସପ୍ତାହ ପାଳନର ପ୍ରସଙ୍ଗ ରହିଛି “ ସଶକ୍ତ ମାତା ପିତା, ସକ୍ଷମ…

ଖୁବଶୀଘ୍ର ଓଡ଼ିଶା ଫେରିବେ ଜଗା-କାଳିଆ

ଭୁବନେଶ୍ବର : ଚଳିତ ମାସ ଶେଷ ସୁଦ୍ଧା ଓଡ଼ିଶା ଫେରିବେ ଜଗା-କାଳିଆ। ଭୁବନେଶ୍ବର ଏମ୍ସ ବଦଳରେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ରଖାଯିବ। ତାଙ୍କୁ ଏମ୍ସରେ ରଖିବାକୁ କର୍ତ୍ତୃପକ୍ଷ ମନା କରିବା ପରେ ଏନେଇ ରଜ୍ୟ ସରକାର କଟକ ଆଣିବାକୁ ବ୍ୟବସ୍ଥା କରିଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

କଟକ-ଜଗତସିଂପୁର ରାସ୍ତାର ଓଲଟିଲା ବସ୍

ଜଗତସିଂହପୁର : କଟକରୁ ଜଗତସିଂପୁର ଯାଉଥିବା ‘ଅଭିରାମ’ ନାମକ ଏକ ଯାତ୍ରୀବାହୀ ବସ୍ ଶୁକ୍ରବାର ଅପରାହ୍ଣରେ ହାଜିପୁର ନିକଟରେ ଓଲଟି ପଡିଛି। ଫଳରେ ବସ୍ ରେ ଯାତ୍ରା କରୁଥିବା ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣା ପଡିଛି। ବସ ଟି ଜଗତସିଂହପୁର ଯାଉଥିବା ବେଳେ ଏହି ଦୁର୍ଘଟଣା…

ଅମରନାଥ ଯାତ୍ରାରେ ଲାଗିଲା ରୋକ୍,…

ଶ୍ରୀନଗର:  ଅମରନାଥ ଯାତ୍ରାରେ ସାମିଲ ଥିବା ଶ୍ରଦ୍ଧାଳୁଙ୍କ ଉପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ବଢ଼ିବାରେ ଲାଗିଛି। ଏନେଇ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଆଜି ଜମ୍ମୁ-କଶ୍ମୀର ପ୍ରଶାସନ ଆକ୍ସନ ମୋଡ୍‌କୁ ଚାଲି ଆସିଛି।…

ଅଯୋଧ୍ୟା ଜମି ବିବାଦ ମାମଲା: ୬ରୁ…

ନୂଆଦିଲ୍ଲୀ: ଅଗଷ୍ଟ ୬ରୁ ଅଯୋଧ୍ୟା ଜମି ବିବାଦ ମାମଲାର ଦୈନିକ ଶୁଣାଣି ଆରମ୍ଭ କରିବେ ସୁପ୍ରିମକୋର୍ଟ। ଏନେଇ ଆଜି ଶୁଣାଶି କରିଛନ୍ତି ସୁପ୍ରିମକୋର୍ଟ। ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ଆପୋଷ ସମାଧାନ ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ମଧ୍ୟସ୍ଥି ପ୍ୟାନେଲ ନିର୍ଯାସ ବାହାର କରିବାରେ ବିଫଳ…

ବିଳମ୍ବରେ ଆସିବ ଲଘୁଚାପ ବର୍ଷା

ଭୁବନେଶ୍ୱର : ଆସନ୍ତା ୪ ତାରିଖରେ ହେବାକୁ ଥିବା ଲଘୁଚାପ ଟଳିଯାଇଛି। ଫଳରେ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ସମ୍ଭାବନା ଟଳି ଯାଇଛି। ଚୀନ ସାଗରରେ ବାତ୍ୟା ଯୋଗୁଁ ଲଘୁଚାପ ଅପସରି ଯାଇଛି। ଲଘୁଚାପ ଟଳିଥିବାରୁ ଏବେ ଓଡ଼ିଶାରେ ବଡ଼ ବର୍ଷା ହେବ ନାହିଁ। କାଁ ଭାଁ ବର୍ଷା ଲାଗି ରହିଲେ ବି ଚାଷକୁ ସହାଇଲା…

ଫେମ୍‌ ଇଣ୍ଡିଆ ପତ୍ରିକାରେ ଶ୍ରେଷ୍ଠ…

ଭୁବନେଶ୍ବର: ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଳିଛି ଆଉ ଏକ ସଫଳତା। ଫେମ୍‌ ଇଣ୍ଡିଆ ପତ୍ରିକା ପକ୍ଷରୁ ହୋଇଥିବା ଏକ ସର୍ଭେରେ ଶ୍ରେଷ୍ଠମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା। ଫେମ୍‌ ଇଣ୍ଡିଆ ପତ୍ରିକା ପକ୍ଷରୁ ଏସିଆ ତରଫରୁ ଭାରତୀୟ ସ୍ତରରେ ହୋଇଥିବା ସର୍ଭେ ଅନୁଯାୟୀ…

ସାତକୋଶିଆରେ ରହିଛି ମାତ୍ର ଗୋଟିଏ ବାଘ

ଭୁବନେଶ୍ୱର : ଓଡିଶାର ସାତକୋଶିଆ ଅଭୟାରଣ୍ୟ ଏକ ହଜାର ବର୍ଗ କିମି ହୋଇଥିବା ବେଳେ ମାତ୍ର ଗୋଟିଏ ବାଘ ସେଠାରେ ରହିଛି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ସୁନ୍ଦରୀ ପ୍ରାୟ ଦୁଇ ମାସରୁ ଅଧିକ ସମୟ ହେବ ଏନକ୍ଲୋଜର ମଧ୍ୟରେ ରହିଛି । ଦେଶରେ ୨୯୬୭ ବାଘ ରହିଥିବା ଓଡିଶାରେ ସଂଖ୍ୟା…

ପାଇଖାନା ଟାଙ୍କି କାମ ବେଳେ ଫଲ୍ସ ଖସି ୩…

ଭୁବନେଶ୍ବର : ଭୁବନେଶ୍ବର ମଞ୍ଚଶ୍ବର ସ୍ଥିତ ପାଣ୍ଡରାରେ ଫଲ୍ସ ପଡି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ପାଇଖାନା ଟାଙ୍କି କାମ ବେଳେ ଫଲ୍ସ ଖସିପଡିଥିଲା। ଫଳରେ ୩ଜଣ ଶ୍ରମିକ ଫଲ୍ସ ତଳେ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବିଭୁରାମ ମଣ୍ଡଳ, ସମୀରାନ…

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ…

ଭୁବନେଶ୍ବର : ଗୃହରେ ଚାଷୀ ଆତ୍ମହତ୍ୟାକୁ ନେଇ ମୁଲତବି ପ୍ରସ୍ତାବ ଆଲୋଚନା ସମୟରେ କୃଷିମନ୍ତ୍ରୀ ଅରୁଣ ସାହୁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଚାଷୀଙ୍କ ପାଇଁ ଉଭୟେ ଉଭୟଙ୍କୁ ଆକ୍ଷେପ କରିଛନ୍ତି । ରାଜ୍ୟରେ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ବଢ଼ିବାରେ ଲାଗିଛି ।…