Odisha Link
Bridging the Missing Links in Odisha
Daily Archives

August 5, 2019

ଜେଲରୁ ଚମ୍ପଟ ମାରିଥିବା କଏଦୀ ଗିରଫ

ନୟାଗଡ଼: ଧରା ପଡିଲା ଜେଲରୁ ଖସି ପଳାଇ ଥିବା ବିଚାରାଧୀନ ବନ୍ଦୀ ତପନ ରାଉତ। ଗତ ୩ ତାରିଖରେ ଖଣ୍ଡପଡ଼ା ସବ୍‌ଜେଲରୁ ଚମ୍ପଟ ମାରିଥିବା ବିଚାରାଧୀନ ବନ୍ଦୀ ତପନ ରାଉତକୁ ଆଜି ତା ଗାଁ କରବର ନିକଟରୁ ଜେଲ କର୍ମଚାରୀ ଗିରଫ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଗିରଫ ତପନ ଜେଲର ଅଭେଦ୍ୟ ସୁରକ୍ଷା ଭାଙ୍ଗି ଦୁଇ…

କଲ୍ଲୋଳ-୨୦୧୯ ଚଳଚ୍ଚିତ୍ର ପ୍ରତିଯୋଗିତା…

ଭୁବନେଶ୍ବର : କଲ୍ଲୋଳ-୨୦୧୯ ଚଳଚ୍ଚିତ୍ର ପ୍ରତିଯୋଗିତାର ପଞ୍ଚମ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି। ଏଥିରେ ଓଡ଼ିଶାର ସ୍ବେଚ୍ଛାସେବା ସଙ୍ଗଠନ ଆଇନା ପକ୍ଷରୁ ୟୁନିସେଫ ଓଡ଼ିଶା ସହଭାଗୀତାରେ ସୁପୋଷଣ ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁ ସମ୍ବନ୍ଧିତ ଶିଶୁ ଅଧିକାର ସମ୍ପର୍କତି ଏକ କ୍ଷୁଦ୍ର…

ସେୟାର ବଜାର ମାନ୍ଦା: ଡଲାର ତୁଳନାରେ…

ନୂଆଦିଲ୍ଲୀ: ସେୟାର ବଜାରରେ ମାନ୍ଦା କାରବାର। ସେଇପାଇଁ ଆମେରିକୀୟ ଡଲାର ତୁଳାନରେ ଟଙ୍କା ଓ ୟାନ ବିନିମୟ ମୂଲ୍ୟରେ ସୋମବାର ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ପ୍ରତି ଡଲାର ବିନିମୟ ମୂଲ୍ୟ ୭୦ ଟଙ୍କା ୭୧ ପଇସାରେ ପହଞ୍ଚିବାବେଳେ ତାହା ପୂର୍ବରୁ ପ୍ରତି ଡଲାର ବିନିମୟ ମୂଲ୍ୟ ୬୯ ଟଙ୍କା ୬୦ ପଇସା ଥିଲା।…

ଯୁବ ପେସ୍‌ ବୋଲର ସାଇନିଙ୍କୁ ଚେତାବନୀ

ଲାଉଡରହିଲ୍: ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଛି। ଟିମ୍‌ ଇଣ୍ଡିଆର ଯୁବ ଖେଳାଳି ମଧ୍ୟ ଖୁବ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ହେଲେ ଟିମ୍‌ ଇଣ୍ଡିଆର ଯୁବ ପେସ୍‌ ବୋଲର ନଭଦୀପ ସାଇନିଙ୍କୁ ଚେତାବନୀ ଦେଇଛି ଆଇସିସି। ନଭଦୀପ ସାଇନିଙ୍କୁ ନିଜର ଅନ୍ତର୍ଜାତୀୟ ପଦାର୍ପଣରେ ହିଁ ଚେତାବନୀ…

୩୭୦ ଉଚ୍ଛେଦ ପରେ ସବୁଠି ହାଇଆଲର୍ଟ ଜାରି…

ନୂଆଦିଲ୍ଲୀ: ୩୭୦ ଉଚ୍ଛେଦ ପରେ ଆଲର୍ଟ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ପୁଲିସ କମିଶନ୍‌ଙ୍କୁ ଏନେଇ ଆଲର୍ଟ ଜାରି କରିଛି। ଏଥିସହିତ ବାୟୁ ସେନା, ସ୍ଥଳ ସେନା ଓ ନୌସେନାକୁ ମଧ୍ୟ ହାଇଆର୍ଲଟ ଜାରି କରାଯାଇଛି। ଆବଶ୍ୟକ…

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଉଦଳା : ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଉଦଳା ପୁଲିସ୍ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ନାଁ ବାବୁଲି। ବାରିପଦା ମେଡିକାଲରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୩୧ ତାରିଖରେ…

ଭାରତର ନିଷ୍ପତ୍ତି, ପାକିସ୍ତାନ ଛାନିଆ

ଇସ୍‌ଲାମାବାଦ: ଆଜି ମୋଦି ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ ରାଜ୍ୟ ବଦଳରେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେବାକୁ ସଂକଳ୍ପ ଆଗତ କରିଛନ୍ତି। ଏହାବାଦ୍‌ ଜମ୍ମୁ-କଶ୍ମୀରରୁ ଲଦାଖ ମଧ୍ୟ ଅଲଗା ହେବ। ଏବଂ…

୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗକୁ ନେଇ ଖୁସି…

ପୁରୀ : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି,“ ଇଂରେଜ ଅମଳର କୂଟନୀତି ଆଇନ ଉପରେ ଶକ୍ତ ପ୍ରହାର ହୋଇଛି। ଏଭଳି ଧାରା ଉଚ୍ଛେଦର ଆବଶ୍ୟକତା ଥିଲା। କୌଣସି ପାର୍ଟିକୁ ପଛରେ ରଖି ଭାରତ…

ଧାରା ୩୭୦ ଅନୁଯାୟୀ ଜମ୍ମୁ…

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ଧାରା ୩୭୦କୁ ସବୁ ଆଡ଼େ ଚର୍ଚ୍ଚା। କେନ୍ଦ୍ର ସରକାର ଏହି ଧାରା ଉଠେଇବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ତାହାଲେ ଜାଣନ୍ତୁ ଧାରା ୩୭୦ କଣ। ୧୯୪୯ ମସିହା ଅକ୍ଟୋବର ୧୭ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ…

୭ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ନେଇ କେନ୍ଦ୍ର ସରକାର ଆଜି ବଡ ଫଇସଲା କରିଛନ୍ତି। ଜାମ୍ମୁ-କାଶ୍ମୀରକୁ ନେଇ ୪ଟି ବଡ ନିଷ୍ପତ୍ତି ନେଇଛନ୍ତି। ଘାଟିରୁ ଧାରା-୩୭୦କୁ ହଟାଇଦିଆଯିବା ସହ ରାଜ୍ୟ ମାନ୍ୟତା ହରାଇଛି ଜାମ୍ମୁ-କାଶ୍ମୀର। ଘାଟିକୁ ଦୁଇଭାଗରେ ବିଭକ୍ତ କରିଦିଆଯାଇଛି। ଜାମ୍ମୁ-କାଶ୍ମୀରରୁ ଅଲଗା ହେଲା…