Sun. Aug 25th, 2019

Odisha Link

bridging the missing links in odisha

ସବ୍ୟସାଚୀ ମିଶ୍ରଙ୍କୁ ଧମକ

1 min read
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର : ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ। ସୋସିଆଲ ମିଡିଆରେ ତାଙ୍କୁ ଧମକ ଦିଆଯାଇଛି। ଜାମ୍ମୁ-କାଶ୍ମୀର ପୁନର୍ଗଠନ ନେଇ ଏକ ଟ୍ୱିଟକୁ ନେଇ ତାଙ୍କୁ ଧମକ ଦିଆଯାଇଛି। ପୁନର୍ଗଠନକୁ ସମର୍ଥନ କରି ସବ୍ୟସାଚୀ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ତେବେ ଉକ୍ତ ପୋଷ୍ଟ ପାଇଁ ତାଙ୍କୁ ମୋବାଇଲ ମେସେଜରେ ଧମକ ମିଳିଥିବା ସବ୍ୟସାଚୀ ଅଭିଯୋଗ କରିଛନ୍ତି।