Odisha Link
Bridging the Missing Links in Odisha
Daily Archives

August 8, 2019

ନୂଆପଡ଼ା ଜିଲ୍ଲାରେ ଲୁଚକାଳି ଖେଳୁଛି ବାଘ…

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଲୁଚକାଳି ଖେଳୁଛି ବାଘ। ଗାଁ ନିକଟରେ ବୁଲୁଛି କଲରାପତରିଆ ବାଘ। ଗତ ଦୁଇ ତିନି ଦିନ ହେଲାଣି ଜିଲ୍ଲାର ଆମାନାରା ଗାଁ ନିକଟ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ଟି କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି। ଗାଁ ପାଖରେ ବାଘ ୨ଟିକୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି।…

ଖୋଲିଲା ଇନ୍ଦ୍ରାବତୀ ଡ୍ୟାମ୍‌ର ୨ଟି ଗେଟ୍

ନବରଙ୍ଗପୁର : ଖୋଲିଲା ଇନ୍ଦ୍ରାବତୀ ଡ୍ୟାମ୍ ର ଦୁଇଟି ଗେଟ୍। ଇନ୍ଦ୍ରାବତୀ ଡ୍ୟାମର ୨ ନମ୍ବର ଓ ୬ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଦୁଇଟି ଗେଟ୍ ଦୁଇ ମିଟର ଖୋଲାଯାଇଛି। ସେକେଣ୍ଡକୁ ୨୨୦୦ କ୍ୟୁସେକ୍ ଜଳ ରିଜର୍ଭ ଭିତରକୁ ପ୍ରବେଶ କରୁଥିବାବେଳେ ଦୁଇଟି ଗେଟ୍ ରୁ ପ୍ରତି ସେକେଣ୍ଡରେ ୪୫୦ କ୍ୟୁସେକ୍ ଜଳ…

ହାତୀ ନେଲା ଜଣଙ୍କ ଜୀବନ

ବାଙ୍ଗିରିପୋଷି : ଗୁରୁବାର ସକାଳେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରିପୋଷି ରେଞ୍ଜ୍‌ ଅଞ୍ଚଳର ଭୁରୁଡୁବଣି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଗୋଟାଏ ହାତୀ ଦଳି ମାରିପକାଇଛି। ମୃତ ବ୍ୟକ୍ତି ହେଉଛନ୍ତି ୪୯ ବର୍ଷିୟ ଦୁଗଦା ମୁର୍ମୁ। ସକାଳେ କ୍ଷତ ନଷ୍ଟ କରୁଥିବା ହାତୀମାନଙ୍କୁ ଘଉଡ଼ାଇବା ସମୟରେ ଗୋଟାଏ ହାତୀ…

ବନ୍ଦ ଘରୁ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ମାଣିକ ନଗରରୁ ଜଣେ ଅଧ୍ୟାପକଙ୍କ ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର ହୋଇଛି । ଏକ ଘରର ଉପର ମହଲାରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଭଦ୍ରକ ଦୋଶି ଗ୍ରାମର ରାଜେନ୍ଦ୍ର କୁମାର ଭୂୟାଁ । ସେ କଙ୍କରଡା ବିଜ୍ଞାନ ମହାବିଦ୍ୟାଳୟର ଭୌତିକ…

ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌…

ଭୁବନେଶ୍ବର : ଜୀବନକୁ ସଫଳ କରିବାକୁ ଶିକ୍ଷାର ଆବଶ୍ୟକତା ରହିଛି। ଏହି ଶିକ୍ଷା ସାର୍ବଜନୀନ ହୋଇଥିଲେ ହେଁ ଏନେଇ ଏବେବି ବହୁ ପ୍ରତିବନ୍ଧକ ଦୃଶ୍ୟମାନ। ଅନେକ ଘାତ ପ୍ରତିଘାତ ଦେଇ ଏହି ଶିକ୍ଷାକୁ ପୂର୍ଣ୍ଣଙ୍ଗ କରୁଥିବା ଶିକ୍ଷାର୍ଥୀଙ୍କୁ ସ୍ବାଗତ ଓ ଉତ୍ସାହିତ କରିବା ଜରୁରୀ ହୋଇ ପଡିଛି। ଯାହା କେତେକାଂଶରେ…

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଖୋସାଲିଗଞ୍ଜ ପ୍ରାଥମିକ ବିଦ୍ୟାଳୟର ଉର୍ଦ୍ଦୁ ଶିକ୍ଷକ ସେକ ସାଦ୍ଦିକଙ୍କୁ ଗୁରୁବାର ସ୍କୁଲ ଯିବା ସମୟରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଫଳରେ ସାଦ୍ଦିକ ଗୁରୁତର ଆହତ…

ସିନ୍‌ ଡ଼େନିମ୍‌ର ନୂଆ ସୋରୁମ୍‌ ଉଦଘାଟିତ

ଭୁବନେଶ୍ବର : ସଭ୍ୟ ସମାଜକୁ ଆଧୁନିକତା ଯେତିକି ପ୍ରଭାବିତ କରିଛି ତା ଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଯୁବ ପିଢ଼ି। ବର୍ତ୍ତମାନ ଯୁବ ପିଢ଼ି ନିଜର ବେଶଚର୍ଯ୍ୟାକୁ ନେଇ ହୋଇ ପଡ଼ିଛନ୍ତି ଯତ୍ନବାନ। ନିଜର ଖାଦ୍ୟ ପେୟ ଅପେକ୍ଷା ସେମାନେ ବେଶ ପୋଷକକୁ ବେଶ୍‌ ପ୍ରାଧାନ୍ୟ ଦେଉଛନ୍ତି। ଯୁବ ପିଢ଼ିଙ୍କ ଏହି ଚାହିଦାକୁ…

ପୁଲିସ୍‌ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ…

ଭୁବନେଶ୍ୱର : ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ପୁଲିସ୍‌ ଡିଜି ଭାବେ ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବା ପରେ ବର୍ତ୍ତମାନର ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ପୁଲିସ୍‌ ଡିଜି ଭାବେ ଏହି…

୪ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ…

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରାଯାଇଛି । ଉକ୍ତ ଧାରାକୁ ଉଚ୍ଛେଦ କରାଯିବା ପରେ ସେଠାରେ ସେନା ମୁତୟନ କରାଯାଇଛି । ଏପରିକି ସେଠାରେ ୧୪୪ ଧରା ମଧ୍ୟ ଜାରି କରାଯାଇଛି । ଯେଉଁଥିପାଇଁ ସେଠାରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ସାମ୍ପ୍ରତିକ କାଶ୍ମୀର…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୌଦ୍ଧରେ…

ବୌଦ୍ଧ: ବୌଦ୍ଧ ଜିଲ୍ଲାବାସୀଙ୍କୁ ଶିଳ୍ପାଚଂଳର ସୁବିଧା ଏବଂ ଏହାର ଉପକାରିତା ପ୍ରଦାନ କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଡ୍ରିମ ପ୍ରୋଜେକ୍ଟ ‘ମେକ୍ ଇନ୍ ଓଡିଶା’ ଜରିଆରେ ଆଜି ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ୍ରେ ଓଡିଶାର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ ଉଦ୍ଘାଟନ…