Odisha Link
Bridging the Missing Links in Odisha
Daily Archives

August 11, 2019

ଧୂଆଁ

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରଙ୍କ ଗଳ୍ପ ଧୂଆଁ ଆଶୁତୋଷ ଶତପଥୀର ଜୀବନରେ ସବୁଠୁ ବଡ଼ ଅଭିଳାଷ ଥିଲା ସେ ଲେଖକ ହେବ। ସେଇ ଅନୁଯାୟୀ ସିଏ ଯତ୍ନ କରିବା ଆରମ୍ଭ କରିଦେଇଥିଲା। ଅଭିଳାଷ ପୂରଣ କରିବାକୁ ତାକୁ ଅନେକ କଷ୍ଟ କରିବାକୁ ପଡୁଥିଲା। ସେଇ କାରଣରୁ ଜୀବିକା ନିର୍ବାହ କରିବାକୁ କେତେ କଣ କରିବାକୁ…

ଅଗଷ୍ଟ ୩୧ ପରେ ମିଳିବନି ଟଙ୍କିକିଆ ଚାଉଳ!

ଭୁବନେଶ୍ୱର : ଆପଣ ସରକାରୀ ଯୋଜନାରେ ଟଙ୍କକିଆ ଚାଉଳ ପାଉଛନ୍ତି କି? ଯଦି ଆଧାର କାର୍ଡ ସହ ଆଧାର ସଂଯୋଗ ହୋଇନାହିଁ ତେବେ ଅଗଷ୍ଟ ୩୧ ପରଠାରୁ ଆପଣ ଏ ସୁବିଧାରୁ ବଞ୍ଚିତ ହେବେ। ଆପଣ ଦୁଇଟି ସ୍ଥାନରୁ ରାସନ କାର୍ଡ ସାହାଯ୍ୟରେ ସରକାରୀ ଚାଉଳ ନେଉଛନ୍ତି କି! ତେବେ ସାବଧାନ ରୁହନ୍ତୁ ଆପଣ। କାରଣ…

ନୟାଗଡ଼: ୫ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼: ତୃତୀୟ ଥର ପାଇଁ ଚମ୍ପଟ ମାରିଥିବା ବିଚାରାଧିନ ବନ୍ଦୀ ତପନ ରାଉତ ଘଟଣାରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଶଶୀ ଭୂଷଣ ଶତପଥି କର୍ତ୍ୟବ୍ୟରେ ଅବହେଳା ପାଇଁ ଜଣେ ହାବିଲଦାର ସମେତ ୫ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବନ କରିଛନ୍ତି। ଥରେ ନୁହେଁ କି ଦୁଇ ଥର ନୁହେଁ ତିନି ତିନି ଥର ଚମ୍ପଟ ମାରିଲା ଏହି କଏଦୀ…

ଆମେରିକାରେ ହିଂସାତ୍ମକ ମୁଦ୍ରାରେ…

ସାନ୍‌‌ଫ୍ରାନ୍ସିସ୍‌କୋ: ଭାରତର ଜାତିର ଜନକ ତଥା ସତ୍ୟ ଓ ଅହିଂସାର ନବ ଭାଷ୍ୟକାର ଭାବେ ସାରା ବିଶ୍ବରେ ପରିଚିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ବିକ୍ୟତ କରିଦେଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ସାନ୍‌ଫ୍ରାନ୍ସିସ୍‌କୋ ସହରରେ। ୧୯୮୮ ମସିହା ଠାରୁ…

ଗାଁକୁ ଗାଁ ଚାଲି ଚାଲି ଅଭିଯୋଗ ଶୁଣିଲେ…

ନୟାଗଡ଼: ବର୍ତ୍ତମାନ ଓଡ଼ିଶା ରାଜନୀତିରେ ସବୁଠୁ ଚର୍ଚ୍ଚିତ ନେତା ହେଉଛନ୍ତି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ନିଜର ନିଆର କାର୍ଯ୍ୟଶୈଳୀ ପାଇଁ ସଦାବେଳେ ଚର୍ଚ୍ଚାରେ ଥାଆନ୍ତି ଅରୁଣ। କେତେବେଳ ବସ୍ ଷ୍ଟାଣ୍ଡରେ ଲୋକଙ୍କ ସୁବିଧା ଅସୁବିଧା ଜାଣିବା ପାଇଁ ଜନଶୁଣାଣି ଅଭିଯୋଗ ଶିବିର…