Odisha Link
Bridging the Missing Links in Odisha
Daily Archives

August 12, 2019

ଆଜି ରାତି ୯ଟାରେ ମୋଦିଙ୍କ ଦୁଃସାହସିକ…

ନୂଆଦିଲ୍ଲୀ: ଡିସକଭରୀ ଚାନେଲର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ କାର୍ଯ୍ୟକ୍ରମରେ ଆଜି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମ ଉପସ୍ଥାପକ ବିଅର୍‌ ଗ୍ରିଲଙ୍କ ସହ ଭାରତର ଘଞ୍ଚ ବନାନୀ ଭିତରେ ମୋଦିଙ୍କ ଦୁଃସାହସିକ ଯାତ୍ରାର ଦୃଶ୍ୟ ଆଜି ରାତି ୯ଟାରେ ଡିସକଭରୀ ଚାନେଲରେ ପ୍ରସାରିତ ହେବ।…

ଭାରତକୁ ବଲୋଚ ମୁକ୍ତିଯୋଦ୍ଧାଙ୍କ ଅନୁରୋଧ:…

ଫ୍ରାଙ୍କଫର୍ଟ: ବାଂଲାଦେଶକୁ ଯେଭଳି ପାକିସ୍ତାନ ଠାରୁ ଅଲଗା କରିଥିଲ, ଆମକୁ ସେମିତି ମୁକ୍ତ କର ବୋଲି ଭାରତକୁ ଅନୁରୋଧ କରିଛନ୍ତି ବଲୋଚିସ୍ତାନର ମାନବାଧିକାର କର୍ମୀ ଅସ୍ରଫ୍‌ ଶେର୍ଜାନ୍। ଜର୍ମାନୀରେ ଇଦ୍‌ ଅବସରରେ (୧୧ ଜୁଲାଇ) ଅସ୍ରଫ୍‌ ସମସ୍ତ ଭାରତୀୟଙ୍କୁ ବଲୋଚିସ୍ତାନ ଲାଗି ସହଯୋଗର ହାତ ବଢ଼ାଇବାକୁ…

ପାଡ଼ ପାଇଁ ବିଧାନସଭା ବାତିଲ

ହୋମା ବେ': ସାମାନ୍ୟ ଏକ ପାଡ଼କୁ କେନ୍ଦ୍ର କରି ବିଧାନସଭା ବାତିଲ ହୋଇଛି, ସଭ୍ୟମାନେ ବାହାରକୁ ଚାଲିଯାଇଛନ୍ତି। ଘଟଣା ଘଟିଛି କେନିୟାର ହୋମା ବେ' କାଉଣ୍ଟି ବିଧାନସଭାରେ। ଗତ ସପ୍ତାହରେ ବିଧାନସଭାର ସଦସ୍ୟମାନେ ବଜାର ସ୍ଥିତିକୁ ନେଇ ଯୋରଦାର ବିତର୍କ ଚଳାଇଥିବା ସମୟରେ ହଠାତ କେହିଜଣେ ଅତ୍ୟନ୍ତ…