Odisha Link
Bridging the Missing Links in Odisha
Daily Archives

August 16, 2019

ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ପଦ ବଜାୟ…

ମୁମ୍ବାଇ: ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ପଦ ବଜାୟ ରଖିଲେ ରବି ଶାସ୍ତ୍ରୀ। ଏନେଇ ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି।ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଳ ଦେବ ମୁମ୍ବାଇରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। କପିଳ କହିଛନ୍ତି, ରବି ଶାସ୍ତ୍ରୀଙ୍କ ସମସ୍ତ ପ୍ରକାରର ପ୍ରଦର୍ଶନକୁ…

ନୟାଗଡ଼: ଦ୍ବିତୀୟ ମହିଳା ଜିଲ୍ଲାପାଳ ଭାବେ…

ନୟାଗଡ଼: ନୟାଗଡ଼ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଆଇଏଏସ୍ ପୋମା ଟୁଡୁ। ସେ ଆଜି ଡ.ଏନ.ତିରୁମାଳା ନାୟକଙ୍କ ଠାରୁ ନୟାଗଡ଼ର ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ। ୨୫ତମ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ପୋମା ଟୁଡୁ। ମୃଣାଳିନୀ ଦର୍ଶୱାଲଙ୍କ ପରେ ପୋମା ଟୁଡ଼ୁ ହେଉଛନ୍ତି ଜିଲ୍ଲାର ଦ୍ୱିତୀୟ…

ବଜ୍ରାଘାତରେ ଗଲା ମହିଳାଙ୍କ ଜୀବନ

ବାଲିପାଟଣା : ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଅନ୍ତର୍ଗତ ଶିବବରହମ୍ ପୁର ଗ୍ରାମର ପଦି ଭୋଇଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି। ବନମାଳିପୁର କଲେଜ ନିକଟରେ ଥିବା ଭେଣ୍ଡି ବିଲରୁ ଭେଣ୍ଡି ତୋଳୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ପଦିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ପାଖାପାଖି ବିଲରେ…

ବର୍ଷାରେ ଭାସିଲା ନୟାଗଡ଼, ଦେଖନ୍ତୁ ଭିଡିଓ

ନୟାଗଡ଼: ଦୁଇଦିନ ଧରି ଲଗାଣ ବର୍ଷାରେ ନୟାଗଡ଼ ସହର ଜଳାର୍ଣ୍ଣବ ହୋଇଛି। ନୟାଗଡ଼ ସହର ମଧ୍ୟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ନଦୀର ଭ୍ରମ ସୃଷ୍ଟି କରିଛି। ସହରର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ରତ୍ନପୁର ଓ ଅନ୍ୟ କେତେକ ଅଞ୍ଚଳରେ ଲୋକେ ଜଳବନ୍ଦୀ…

ଏଣିକି ଓ୍ବେବସାଇଟରେ ଉପଲବ୍ଧ ହେବ…

ଭୁବନେଶ୍ବର: ଏଣିକି ଓ୍ବେବସାଇଟରେ ଉପଲବ୍ଧ ହେବ ସାହିତ୍ୟ ଏକାଡେମୀ ପୁରସ୍କାର-୨୦୧୮ ସମ୍ୱନ୍ଧୀୟ ତଥ୍ୟ। ଏନେଇ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି ସାହିତ୍ୟ ଏକାଡେମୀ ସଚିବ ଡ. କେ ଶ୍ରିନିବାସ ରାଓ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଜୁରୀ ସଦସ୍ୟଙ୍କ ନାମ ଓ ଚୂଡାନ୍ତ ପର୍ଯାୟରେ ମନୋନୀତ…

ଅଗଷ୍ଟ ୨୫ରେ ଶରତ ସଂଧ୍ୟା: ଅତିଥି ଭାବେ…

ଭୁବନେଶ୍ବର: ଚଳିତ ମାସ ୨୫ ତାରିଖରେ ଆୟୋଜିତ ହେବାକୁ ଯାଉଛି କଥା, କବିତା ଓ ସଂଗୀତର ଏକ ନିଆରା ଉତ୍ସବ ‘ଶରତ ସଂଧ୍ୟା’। ଉତ୍ସବରେ ବରିଷ୍ଠ କବି ଓ କଥାଶିଳ୍ପୀ ଶରତ କୁମାର ଦାଶଙ୍କ ଅଷ୍ଟମ କବିତା ସଂକଳନ ‘ଆରୋହଣ’, ପ୍ରଥମ ଗଳ୍ପ ସଂକଳନ ‘ଘାସଫୁଲ’ ଓ ଅଷ୍ଟମ ସଂଗୀତ ଆଲବମ୍‌ ‘ଆରୋହଣ’ ଉନ୍ମୋଚିତ ହେବ। ଏହି…

ଓଲଟିଲା ଆଠମଲ୍ଲିକରୁ ଅନୁଗୁଳ ଆସୁଥିବା…

ଅନୁଗୁଳ: ଆଠମଲ୍ଲିକରୁ ଅନୁଗୁଳ ଆସୁଥିବା ଏକ ବସ୍‌ କନ୍ଧକୋରଡା ଛକ ନିକଟରେ ଓଲଟି ପଡିଛି। ଫଳରେ ବସ୍‌ରେ ଥିବା ପାଞ୍ଚଜଣ ଯାତ୍ରୀ ଆହତ ଥିବା ବେଳେ ଜଣେ ମହିଳା ଚାପି ହୋଇ ରହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆଠମଲ୍ଲିକରୁ ଅନୁଗୁଳ ଆସୁଥିବା ଓଆର ୧୯ ଏମ୍‌ ୫୫୭୪ ନମ୍ବର ସୁଲୁ ଟ୍ରାଭେଲସ୍‌ର…

ବର୍ଣ୍ଣବୋଧ ପୋଡ଼ି ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ମଧୁ ବର୍ଣ୍ଣବୋଧ ପୋଡ଼ିବା ଘଟଣାରେ ସାକେତ୍‍ ଶ୍ରୀଭୂଷଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମେଲ୍‍ଛାମୁଣ୍ଡା ପୋଲିସ୍‍। ଲୋକକବି ହଳଧର ନାଗଙ୍କ ଫଟୋ ବ୍ୟବହାର କରି ଓଡ଼ିଆ ଭାଷା ଓ ବର୍ଣ୍ଣବୋଦ ବିରୋଦରେ ଏଭଳି କାଣ୍ଡକୁ ବିରୋଧ କରି ନିଜେ ଶ୍ରୀ ନାଗ ଗତକାଲି ରାତିରେ ମେଲଛାମୁଣ୍ଡା…

ବଜରଙ୍ଗ ପୁନିଆଙ୍କୁ ମିଳିବ ରାଜୀବ ଗାନ୍ଧି…

ନୂଆଦିଲ୍ଲୀ: ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ମିଳିବ ଖେଳ ରତ୍ନ ପୁରସ୍କାର। ପୁନିଆଙ୍କୁ ଚଳିତ ବର୍ଷ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ୨୫ ବର୍ଷୀୟ ବଜରଙ୍ଗ ରେସଲିଂରେ ଲଗାତାର ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯିବ।…

ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ…

ଭୁବନେଶ୍ବର : ରାଜ୍ୟ ତଥା ଦେଶରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ରକ୍ଷାବନ୍ଧନ ଏକ ମହାନ୍‌ କୃଷିଭିତ୍ତିକ ପର୍ବ।। ଶ୍ରାବଣମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଏହା ପାଳିତ ହୋଇଥାଏ। ରକ୍ଷାବନ୍ଧନ ଏକ ପୂଣ୍ୟପ୍ରଦାୟକ ସୁରକ୍ଷା ବନ୍ଧନର ପର୍ବ। ସୁରକ୍ଷାର ପର୍ବ ରକ୍ଷାବନ୍ଧନକୁ ପ୍ରଦୂଷଣ…