Odisha Link
Bridging the Missing Links in Odisha
Daily Archives

August 17, 2019

ଗଗନ ଧଳ ବନ ଉନ୍ନୟନ ନିଗମ ଅଧ୍ୟକ୍ଷ,…

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି। ୧୯୮୬ ବ୍ୟାଚ୍ ଆଇଏଏସ୍ ଅସିତ୍ କୁମାର ତ୍ରିପାଠୀ ରାଜ୍ୟର ମୁଖ୍ୟ ସଚିବ ଭାବେ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି। ସେହିପରି ୧୯୮୫ ବ୍ୟାଚ୍ ଆଇଏଏସ୍ ତଥା କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ ନିଜର ସ୍ୱେଚ୍ଛାକୃତ ଅବସର…

ଗାନ୍ଧୀ ହିଁ ପ୍ରେରଣାଦାୟୀ

ଭୁବନେଶ୍ବର : ପ୍ରକୃତି ଆମକୁ ଯାହା ଦେଉଛି, ପ୍ରକୃତିକୁ ଆମେ ତାହା ଫେରାଇବାକୁ ପଡିବ ବୋଲି ମହତ୍ମା ଗାନ୍ଧୀ କହିଥିଲେ। ଗାନ୍ଧିଜୀଙ୍କ ଏହି କଥା ପଦକ ପରିବେଶ ରକ୍ଷା କ୍ଷେତ୍ରରେ ବିଶ୍ବବ୍ୟାପୀ ପ୍ରେରଣାଦାୟୀ ହୋଇଥିଲା। ଗାନ୍ଧୀଙ୍କ ଅର୍ଥନୀତିକୁ ମଧ୍ୟ ବହୁ ଅର୍ଥଶାସ୍ତ୍ରବିତ୍‌ ଗ୍ରହଣ କରିବାକୁ ପରାମର୍ଶ…

ମୁଁ ଜଣେ ଭାଷା ଜାରଜ!

ମୁଣ୍ଡ ମସଲା-୪ | ଡଃ କୁଳାଙ୍ଗାର ମୁଁ ଜଣେ ଭାଷା ଜାରଜ! ମୁଁ ମାତୃଭାଷା ବ୍ୟତୀତ ଅନ୍ୟ କିଛି ଭାଷା ମଧ୍ୟ ଜାଣେ। ସେଗୁଡିକର ବ୍ୟବହାର ମଧ୍ୟ କରେ! ଯେହେତୁ ସେଗୁଡିକ ମୋର କାମରେ ଲାଗନ୍ତି, ମାତୃଭାଷା ସମେତ ସେ ସବୁ ଭାଷା ପ୍ରତି ମଧ୍ୟ ମୋର ସମ୍ମାନ ମଧ୍ୟ ଅଛି! ବିଜ୍ଞ ଲୋକଙ୍କ ମତରେ ମାତୃଭାଷା…

ଆଗରେ ପ୍ରତାପ, ପଛରେ ନବୀନ

ଭୁବନେଶ୍ବର: ଶୀର୍ଷକଟି ପଢ଼ି ଆପଣ ଚମକି ପଡ଼ିଲେ କି? କିନ୍ତୁ କଥାଟା ଏକପ୍ରକାର ସତ ବୋଲି ଧରିନିଅନ୍ତୁ। ରାଜ୍ୟର ପଞ୍ଚାୟତିରାଜ, ଆଇନ ଓ ସହର ବିକାଶ ମନ୍ତ୍ରୀ ପ୍ରତାପ ଜେନାଙ୍କର ଲୋକପ୍ରିୟତା ବଢ଼ିଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା କମୁଛି। ତଥ୍ୟ ତୁଳନା କଲେ ଏୟା ମାନିବାକୁ…

ବିଦ୍ୟୁତ ନେଲା ଦୁଇ ଜଣଙ୍କ ଜୀବନ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡିଗାଁରେ ବିଦ୍ୟୁତ ଆଘାତରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବିଦ୍ୟୁତ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଷରେ ଆସି ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଦୁଇ ଯୁବକଙ୍କ ମଧ୍ୟରେ ଜଣେ ବିଦ୍ୟୁତ କର୍ମଚାରୀ ହୋଇଥିବା ବେଳ ଅନ୍ୟ…

ଯୁବକଙ୍କ ଭିଡିଓ ଭାଇରାଲ, ଟ୍ରେନିଂ…

ନୂଆଦିଲ୍ଲୀ: ସୋଶିଆଲ ମିଡ଼ିଆ କେତବେଳେ କାହା ଭାଗ୍ୟ ବଦେଳେଇ ଦେବ ତାହା କେବେ କହି ହେବ ନାହିଁ। ସୋଶିଆଲ ମିଡ଼ିଆରେ କେବେ କିଏ ଚର୍ଚ୍ଚିତ ହେବ ଚର୍ଚ୍ଚିତ ହୋଇଥିବା ଲୋକ ହିଁ ଜାଣି ନଥାଏ। କିଛି ଦିନ ତଳେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବା ଦେଖା ଯାଇଥିଲା। ଖାଲି ପାଦରେ ଜଣେ ଯୁବକ ୧୧…

ଜାହାଜରୁ ତେଲ ଲିକ ସମ୍ଭାବନା କମ: ସିଡିଏ

ଚିଲିକା : ମାଲେସିଆ ଜାହାଜରୁ ତେଲ ଲିକ ସମ୍ଭାବନା କମ ଅଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବଙ୍ଗୋପସାଗରରେ ଥିବା ଜାହାଜଟି ଓଡ଼ିଶା ଜଳରାଶିରେ ଅଛି। ପୁରୀ ଜିଲ୍ଲାପାଳ ସମ୍ପୃକ୍ତ ମାଲେସୀୟ ଜାହାଜ ଉପରେ ନଜର ରଖିଛନ୍ତି।…

ଚାଷୀଙ୍କ ପାଇଁ ୬ଟି ପ୍ରସ୍ତାବ

ଭୁବନେଶ୍ୱର : ମୁମ୍ବାଇ ନୀତି ଆୟୋଗ ବୈଠକରୁ ଫେରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ଚାଷୀଙ୍କ ଉନ୍ନତି ପାଇଁ ହୋଇଥିବା ଆଲୋଚନା ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସାହୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କୃଷକଙ୍କ ଅଧିକାର ଓ ଉନ୍ନତି ଦିଗରେ ଓଡ଼ିଶା ୬ଟି ପ୍ରସ୍ତାବ ଦେଇଛି। ଭାଗଚାଷୀ ଯେପରି ସହଜରେ କୃଷି ଋଣ…

ହୀରକୁଦ ଜଳଭଣ୍ଡାରର ବନ୍ଦ ହେଲା ଆଉ ୫ଟି…

ସମ୍ୱଲପୁର : ହୀରାକୁଦ ଡ୍ୟାମ୍ ର ଜଳସ୍ତର ଶନିବାର ୬୨୦ ଫୁଟ ରହିଛି। ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି। ତେଣୁ ଶନିବାର ଡ୍ୟାମ କର୍ତ୍ତୃପକ୍ଷ ଜଳ ଭଣ୍ଡାରର ଖୋଲା ରହିଥିବା ୧୦ଟି ଗେଟ୍ ମଧ୍ୟରୁ ୫ଟି ଗେଟକୁ ବନ୍ଦ କରିଦେଇଛନ୍ତି। ଫଳରେ ଏବେ ୫ଟି ଗେଟ୍ ଦେଇ ବନ୍ୟା ଜଳ…

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା…

ଶ୍ରୀନଗର: ଆଜି ପୁଣି ପାକିସ୍ତାନ ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାର ନୌଶରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ସହିଦ ହୋଇଛନ୍ତି ଯବାନ ଲାନ୍ସ ନାୟକ ସନ୍ଦୀପ ଥପ୍ପା। ୩୫ ବର୍ଷୀୟ ଏହି ସହିଦ ଯବାନ ଦୀର୍ଘ ୧୫ ବର୍ଷ ହେବ ଇଣ୍ଡିଆନ୍ ଆର୍ମିରେ ଯୋଗ ଦେଇଥିଲେ। ସହିଦଙ୍କ ଘର ଉତ୍ତରାଖଣ୍ଡର ଡେରାଡୁନ…