Odisha Link
Bridging the Missing Links in Odisha

ରାସ୍ତାରେ ଯୁବକଙ୍କୁ ହାଣିଲେ

ପାରାଦୀପ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ଅଞ୍ଚଳରେ ଲୁଟ୍‌ ହୋଇଛି। ନିଜ ସମ୍ପର୍କୀୟଙ୍କ ଘରୁ ଟଙ୍କା ନେଇ ବାଇକ୍‌ରେ ଯାଉଥିଲେ ପ୍ରକାଶ ମହାପାତ୍ର। ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ପ୍ରଥମେ କୁଜଙ୍ଗ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ୨ଟି ବାଇକ୍‌ରେ ଆସି ୫ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଟଙ୍କା ସହ ପିନ୍ଧିଥିବା ସୁନା ଚେନ୍ ମଧ୍ୟ ଲୁଟ୍ କରିନେଇଛନ୍ତି ଦୁର୍ବୃତ୍ତ।

Comments are closed.