Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଚନ୍ଦାହାଣ୍ଡି ବ୍ଲକ୍ ଅଧ୍ୟକ୍ଷ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକ୍ ଅଧ୍ୟକ୍ଷ ଟିକାମ ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଜାରି ରହିଛି। ନବରଙ୍ଗପୁର, ଜୟପୁର ଓ କୋରାପୁଟ ଟିମ୍ ମିଳିତ ଭାବରେ ଚଢ଼ାଉ କରିଛି। ଟିକାମ ନାୟକ ପୂର୍ବରୁ ଲ୍ୟାମ୍ପର ଅଧ୍ୟକ୍ଷ ଥିଲେ।

Comments are closed.