Odisha Link
Bridging the Missing Links in Odisha

କେଉଁ ନେତାଙ୍କୁ ପର୍ଯ୍ୟବେକ୍ଷକ କଲା ବିଜେଡି

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ନୂତନ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ।

ନବରଙ୍ଗପୁର : ସଂଜୟ କୁମାର ଦାସବର୍ମା
ରାୟଗଡ଼ା : ସଂଜୟ କୁମାର ଦାସବର୍ମା
କୋରାପୁଟ : ଚନ୍ଦ୍ରସାରଥି ବେହେରା
ମାଲକାନାଗିରି : ଚନ୍ଦ୍ରସାରଥି ବେହେରା
କଳାହାଣ୍ଡି : ନବକିଶୋର ଦାସ
ବରଗଡ଼ : ପ୍ରଫୁଲ୍ଳ କୁମାର ମଲ୍ଲିକ
ବଲାଙ୍ଗୀର : ସୁଶାନ୍ତ ସିଂହ
ଗଞ୍ଜାମ : ମହେଶ୍ୱର ମହାନ୍ତି
ଗଜପତି : ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
କନ୍ଧମାଳ : ବିକ୍ରମ କେଶରୀ ଆରୁଖ
ଢେଙ୍କାନାଳ : ବିଜୟ ନାୟକ
ବୌଦ୍ଧ : କୃତିବାସ ପାତ୍ର
ଅନଗୁଳ : ନିରଞ୍ଜନ ପୂଜାରୀ
ସମ୍ବଲପୁର : ନଳିନୀକାନ୍ତ ପ୍ରଧାନ
ଦେବଗଡ଼ : ନଳିନୀକାନ୍ତ ପ୍ରଧାନ
ସୁନ୍ଦରଗଡ଼ : ପ୍ରୀତିରଂଜନ ଘଡେ଼ଇ
କେନ୍ଦୁଝର : ଦିବ୍ୟଶଙ୍କର ମିଶ୍ର
ମୟୂରଭଞ୍ଜ : ପ୍ରଣବ ପ୍ରକାଶ ଦାସ
ବାଲେଶ୍ୱର : ପ୍ରତାପ ଜେନା
ଭଦ୍ରକ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କେନ୍ଦ୍ରାପଡ଼ା : ପ୍ରମିଳା ମଲ୍ଲିକ
ଜଗତସିଂହପୁର : ଦେବାଶିଷ ସାମନ୍ତରାୟ
ପୁରୀ : ପ୍ରଦୀପ କୁମାର ଅମାତ
ଖୋର୍ଦ୍ଧା : ପ୍ରସନ୍ନ ଆଚାର୍ଯ୍ୟ
ନୂଆପଡ଼ା : ସୌଭାଗ୍ୟ ନାୟକ
କଟକ : ଉଷା ଦେବୀ
ଯାଜପୁର : ଅଶୋକ ଚନ୍ଦ୍ର ପଣ୍ଡା
ନୟାଗଡ଼ : ଅମର ପ୍ରସାଦ ଶତପଥୀ
ଝାରସୁଗୁଡ଼ା : ପଦ୍ମନାଭ ବେହେରା
ସୁବର୍ଣ୍ଣପୁର : ଆୟୂବ ଖାନ

Comments are closed.