Odisha Link
Bridging the Missing Links in Odisha
Daily Archives

August 25, 2019

ସାବାସ୍ ପ୍ରମୋଦ

ଭୁବନେଶ୍ୱର: ସୁନା ପୁଅ ପ୍ରମୋଦ। ପୁଣିଥରେ ଭାରତ ଓ ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ ଗୌରବ। ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି । ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଜିତିଛନ୍ତି ସ୍ୱର୍ଣ୍ଣିମ ପଦକ । ପୁରୁଷ ସିଙ୍ଗିଲ୍ସ ଇଭେଣ୍ଟରେ ୬-୨୧, ୨୧-୧୪ ଓ ୨୧-୫ ସେଟରେ ଜିତିଛନ୍ତି ।…

ରାଜକୀୟ ସମ୍ମାନ ସହ ପଞ୍ଚଭୂତରେ ଲୀନ ହେଲେ…

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ। ଆଜି ଅପରାହ୍ନ ୩ଟା ୧୭ରେ ଅରୁଣଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ସମ୍ମାନ ସହ ଜେଟଲୀଙ୍କ ପାର୍ଥିବ ଶରୀରର ଶେଷ କୃତ୍ୟ ସଂପନ୍ନ ହୋଇଛି। ଜଣେ ଭଲ ବକ୍ତା, ଆଇନଜୀବୀ, ରଣନୀତିକାର ଜେଟଲୀଙ୍କୁ ନିଗମବୋଧ ଘାଟରେ ଉପସ୍ଥିତ…

ଇତିହାସ ହୋଇଗଲା ଜମ୍ମୁ-କଶ୍ମୀର ପତାକା,…

ଶ୍ରୀନଗର: ଶ୍ରୀନଗରରେ ଲାଗିଲା ଜାତୀୟ ପତାକା। ଆଜି ଶ୍ରୀନଗର ସଚିବାଳୟରୁ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ପତାକାକୁ ହଟାଇ ଜାତୀୟ ପତାକା ଲଗାଯାଇଛି। ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ସଚିବାଳୟରେ କେବଳ ଜାତୀୟ ପତାକା ଲାଗିଛି। ଗତ ଦୁଇ ସପ୍ତାହ ହେଲା ଉଭୟ ପତାକା ସଚିବାଳୟରେ ଉଡ଼ା ଯାଉଥିଲା।…

IND vs WI: ୫୦ ଟେଷ୍ବ ଓ୍ବିକେଟ କ୍ଲବରେ…

ଆଣ୍ଟିଗୁଆ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁର୍ମାଙ୍କୁ ଆଉ ଏକ ସଫଳତା। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶପ୍ରିତ ବୁମ୍ରା ଟେଷ୍ଟ କ୍ରିକେଟରେ ନିଜର ୫୦ ତମ ଓ୍ବିକେଟ ନେଇଥିଲେ। ପ୍ରଥମ ପାଳିରେ ବୁମ୍‌ରା ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ। ଡାରେନ୍‌ ବ୍ରାଭୋଙ୍କୁ ଆଉଟ୍‌ କରି ବୁମ୍‌ରା…

ମୋଦିଙ୍କ ‘ମନ୍‌ କି ବାତ୍’:…

ନୂଆଦିଲ୍ଲୀ: ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ମନକଥା ଜଣାଇଛନ୍ତି। ପ୍ରତିମାସ ପରି ଏମାସର ଶେଷ ରବିବାରରେ ସମଗ୍ର ଦେଶବାସୀଙ୍କୁ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ମାଧ୍ୟମରେ ସମ୍ବୋନ୍ଧିତ କରିଛନ୍ତି ମୋଦି। ଏହା ମୋଦିଙ୍କ ଦ୍ବିତୀୟ ପାଳିର ତୃତୀୟ ମନ୍‌…

ପ୍ରେମରେ ପାଗଳ ବାପା-ମା’, ପୁଅ…

ବାଲେଶ୍ବର: ପ୍ରେମ ଶାସ୍ବତ। ପ୍ରେମ ଅମର ବୋଲି ସମସ୍ତେ ଜାଣଛନ୍ତି। ହେଲେ ପ୍ରେମ ଅନାଥ ବୋଲି ଆପଣ କେବେ ଶୁଣିଛନ୍ତି କି? ଆପଣଙ୍କୁ ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ଆଶ୍ଚର୍ଯ୍ୟ ଲାଗିଲେ ବି ଏ କଥାଟି ସତ। ପ୍ରେମ ପାଇଁ ଆଜି ଏକ ପିଲା ଅନାଥ ହୋଇଯାଇଛି। ବାପା-ମାଆଙ୍କ ଅବୈଧ ପ୍ରେମ ପାଇଁ ଏକ କୁନି ପୁଅ…

ଆଜି ଶରତ ସଂଧ୍ୟା: କଥା, କବିତା, ନୃତ୍ୟ ଓ…

ଭୁବନେଶ୍ବର: ଆଜି ସଂଧ୍ୟାରେ କଥା, କବିତା, ନୃତ୍ୟ ଓ ସଂଗୀତରେ ଦୁଲୁକିବ ରାଜଧାନୀ ଭୁବନେଶ୍ବର। ଆଜି ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବ ‘ଶରତ ସଂଧ୍ୟା’ ଉତ୍ସବ। ଏହି ଉତ୍ସବ ହେଉଛି କଥା, କବିତା ଓ ସଂଗୀତର ଏକ ନିଆରା ଉତ୍ସବ। ଏହି ଉତ୍ସବରେ ବରିଷ୍ଠ କବି ଓ କଥାଶିଳ୍ପୀ ଶରତ କୁମାର ଦାଶଙ୍କ ଅଷ୍ଟମ…

ନିଗମବୋଧ ଘାଟରେ ଆଜି ହେବ ଜେଟଲୀଙ୍କ…

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ହେବ। ଏବେ ତାଙ୍କ ମର ଶରୀର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଛି। ଦଳୀୟ ନେତା, କର୍ମୀ ଓ ସମର୍ଥକ ଜେଟଲୀଙ୍କ ଶେଷ ଦର୍ଶନ କରୁଛନ୍ତି। ଅପରାହ୍ନ ୧ଟାରୁ ୨ଟା ୩୦ ମଧ୍ୟରେ ଜେଟଲୀଙ୍କ ମର ଶରୀରକୁ ଯମୁନା ନଦୀ କୂଳରେ ଥିବା…

ନୟାଗଡ଼ରେ ଅରୁଣ ସାହୁଙ୍କ ଜନଶୁଣାଣି,…

ନୟାଗଡ଼: ଆଜି ସକାଳୁ ନୟାଗଡ଼ରେ ଜନଶୁଣାଣି ସମାବେଶ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ। ନୟାଗଡ଼ ବସଷ୍ଟାଣ୍ଡ ଠାରେ ଆୟୋଜିତ ଏହି ଜନଶୁଣାଣି ଅବସରରେ ନିର୍ବାଚନ ମଣ୍ଡଳିର ପ୍ରାୟ ୬୦୦ରୁ ଅଧିକ ଲୋକଙ୍କ ଅଭିଯୋଗ ଓ ଅନୁରୋଧ ଶୁଣିବା ସହ ସେସବୁର ସମାଧାନର ବାଟ…