Odisha Link
Bridging the Missing Links in Odisha

ସାବାସ୍ ପ୍ରମୋଦ

ଭୁବନେଶ୍ୱର: ସୁନା ପୁଅ ପ୍ରମୋଦ। ପୁଣିଥରେ ଭାରତ ଓ ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ ଗୌରବ। ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି । ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଜିତିଛନ୍ତି ସ୍ୱର୍ଣ୍ଣିମ ପଦକ । ପୁରୁଷ ସିଙ୍ଗିଲ୍ସ ଇଭେଣ୍ଟରେ ୬-୨୧, ୨୧-୧୪ ଓ ୨୧-୫ ସେଟରେ ଜିତିଛନ୍ତି । ଡବଲସ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋ। ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ପ୍ରମୋଦ। ବରଗଡ଼ର ଅତାବିରାରେ ପ୍ରମୋଦଙ୍କ ଘର।

Comments are closed.