Odisha Link
Bridging the Missing Links in Odisha

ସୂଚନା କମିଶନର ଭାବେ ଶପଥ ନେଲେ ବାଳକୃଷ୍ଣ ମହାପାତ୍ର

ଭୁବନେଶ୍ୱର : ଶୁକ୍ରବାର ଶପଥ ନେଇଛନ୍ତି ସୂଚନା କମିଶନୀ ବାଳକୃଷ୍ଣ ମହାପାତ୍ର। ରାଜଭବନରେ ଶ୍ରୀ ମହାପାତ୍ର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ସୂଚନା କମିଶନର ଶ୍ରୀ ମହାପାତ୍ରଙ୍କୁ ରାଜଭବନରେ ଶପଥ ପାଠ କରାଇଛନ୍ତି। ଏହି ଶପଥ ପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିରୋଧୀ ଦଳ ନେଇ ପ୍ରଦୀପ ନାଏକ ଓ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.