Odisha Link
Bridging the Missing Links in Odisha
Monthly Archives

September 2019

ସମୀର ମହାନ୍ତି କିଏ?

ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଛି ପିଆଜ ଦର। ଏନେଇ ରାଜ୍ୟରେ ଦେଖାଯାଇଛି ରାଜନୀତିକ ଉସ୍ମତା। ସକାଳେ ବିଜେପି ରାଜ୍ୟସରକାରଙ୍କୁ ଟାର୍ଗେଟ କରି ରାଜ୍ୟରେ ଆଳୁ ମିଶନ ଫେଲ, ପିଆଜ ମିଶନ ଫେଲ କିନ୍ତୁ ନବୀନ ବାବୁ ପାସ୍‌ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଥିଲେ। ଏହାର ପାଲଟ ଜବାବ ରଖିଛନ୍ତି ଖାଦ୍ୟ…

ଧୋନିଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି,…

ରାଞ୍ଚି: ଭାରତୀୟ ଦଳର ପୂର୍ବତନ ଅଧିନାୟକ କ୍ୟାପଟେନ୍‌ କୁଲ ତଥା ମହେନ୍ଦ୍ର ସିଂ ଧୋନିଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି। ପ୍ରଶଂସା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ ଆଜି ଯେଉଁ ଶିଖରରେ ପହଞ୍ଚିଛି, ତାହା ପଛରେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଅବଦାନ…

ଯୁବପିଢିଙ୍କ ବିନା ସହଯୋଗରେ ନୂଆ ଭାରତ…

ସୁନ୍ଦରଗଡ଼: ୨୦୩୦ ସୁଦ୍ଧା ଭାରତକୁ ବିଶ୍ୱର ୧ ନମ୍ବର ଦେଶ ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏ ଦିଗରେ ଯୁବକମାନଙ୍କୁ କାମ କରିବାର ଆବଶ୍ୟକତା ରହିଛି ବୋଲି ସୋମବାର ସୁନ୍ଦରଗଡଠାରେ ଭାରତ ସ୍କାଉଟ ଏବଂ ଗାଇଡ୍ସ ରାଷ୍ଟ୍ରୀୟ ମୁଖ୍ୟାଳୟ ତରଫରୁ ରୋଭର୍ସ ଓ ରେଞ୍ଜର୍ସଙ୍କ ପାଇଁ ଆୟୋଜିତ ହେଉଥିବା ଯୁଥଫୋରମ…

ଦେଶର ଆମଦାନୀ ଓ ରୋଜଗାରକୁ ବଢାଇବାରେ…

ରାଉରକେଲା: ଶ୍ରମିକ ତଥା କର୍ମଚାରୀମାନେ ରାଉରକେଲାରେ ଇସ୍ପାତ୍ ଶିଳ୍ପର ମେରୁଦଣ୍ଡ। ସେହିପରି ଯେଉଁ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କର ମୂଳ ଅପେକ୍ଷା କିମ୍ବା ଆକାଂକ୍ଷାକୁ ପୂରଣ କରାଯାଇନାହିଁ ସେ ପର୍ଯ୍ୟନ୍ତ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଅସମ୍ଭବ ବୋଲି ସୋମବାର ରାଉରକେଲା ଠାରେ ଭାରତୀୟ ମଜଦୁର୍ ସଂଘ ପକ୍ଷରୁ…

ଭାରତୀୟ ବଜାରରେ ଘାତକ ଚାଇନା ବାଣ, ସତର୍କ…

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ଚାଲିଛି ପାର୍ବଣର ଋତୁ। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ଆଉ ପର୍ବପର୍ବାଣିକୁ ନଜରରେ ରଖି ବଜାରରେ ମିଳୁଛି ଭଳିକି ଭଳି ବାଣ। ଅପରପକ୍ଷେ ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ଏବଂ ପରିବେଶ ପ୍ରଦୂଷଣ କରିବା ନିମନ୍ତେ ପାକିସ୍ତାନର ବନ୍ଧୁ ଚାଇନା ଏବେ ନୂଆ ଯୋଜନା ଆରମ୍ଭ…

ମା’ ବନିବେ କଲ୍‌କି

ମୁମ୍ବାଇ:ଗଲି ବୟର ଅଭିନେତ୍ରୀ କଲ୍‌କି କୋଚଲିନ୍‌ଙ୍କ ଜୀବନରେ ଖୁସିର ଲହରି ଭରି ଯାଇଛି । ସେ ଖୁବ୍‌ ଶୀଘ୍ର ମା' ବନିବାକୁ ଯାଉଛନ୍ତି ।ବର୍ତ୍ତମାନ ସେ ୫ମାସର ଗର୍ଭବତୀ ଅଛନ୍ତି । କଲ୍‌କି ୧୪ ଜାନୁୟାରୀ ୧୯୮୪ ମସିହାରେ ଜନ୍ମଗ୍ରଣ କରିଛନ୍ତି ଓ ତାଙ୍କୁ ଏବେ ୩୫ ବର୍ଷ ବୟସ ହୋଇଛି । କଲ୍‌କି ସାଧାରଣ…

ହରିୟାଣା ବିଧାନସଭା: ୨ ରେସଲରଙ୍କୁ…

ନୂଆଦିଲ୍ଲୀ: ଆଗକୁ ହରିୟାଣା ବିଧାନସଭା ନିର୍ବାଚନ। ସେଥିପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା କରିଛି ବିଜେପି। ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୭୮ ଜଣକ ନାମ ଘୋଷଣା କରିଛି ବିଜେପି। ଏଥିସହିତ ଭାରତର ୨ ରେସଲରଙ୍କୁ ମିଳିଛି ଟିକେଟ୍। ଦାଦ୍ରି ବିଧାନସଭା ଆସନ ପାଇଁ ବିଜେପି ବବିତା ଫୋଗଟଙ୍କୁ ଟିକେଟ୍‌…

ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ…

ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ପକ୍ଷରୁ ପ୍ରକାଶିତ ହୋଇଛି ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକା। ଗତବର୍ଷ ମଧ୍ୟ ଏହି ସୂଚୀରେ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ବ ସ୍ଥାନ ପାଇଥିଲେ। କିନ୍ତୁ ଏଥର ସେହି ୨ ବ୍ୟକ୍ତିତ୍ବଙ୍କ ବ୍ୟତିତ ଆଉ ୨ ଓଡ଼ିଆ ସାମିଲ ହୋଇଛନ୍ତି।…

ଅସୁସ୍ଥ ମାଈ ହାତୀର ମୃତ୍ୟୁ

ବାଙ୍କୀ: ବାଙ୍କୀ ଅନ୍ତର୍ଗତ ବାଆଁରା କୂଆମଡ଼ା ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ସୋମବାର ମୃତ୍ୟୁ ଘଟିଛି। ହାତୀଟି ୫ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧିନ ଥିଲା।  ଓୟୁଏଟି ଏବଂ ଆସାମ ବିଶେଷଜ୍ଞଙ୍କ ପରାମର୍ଶରେ ଚିକିତ୍ସା ଚାଲିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ହର୍ପିସ ଆକ୍ରାନ୍ତରେ ଅସୁସ୍ଥ…

‘ଶୋଲେ’ ସିନେମାର…

ମୁମ୍ବାଇ:ବର୍ତ୍ତମାନ ବଲିଉଡରେ ଶୋକର ଛାୟା ଖେଳି ଯାଇଛି । 'ଶୋଲେ' ସିନେମାର 'କାଲିଆ' ଚରିତ୍ରରେ ଅଭିନୟ କରିଥିବା ବିଜୁ ଖୋଟେଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ସେ ଶେଷ ନିଃଶ୍ୱାସ ମୁମ୍ବାଇସ୍ଥିତ ବାସଭବନରେ ତ୍ୟାଗ କରିଥିଲେ। ସେ ୧୭ ଡିସେମ୍ବର ୧୯୪୧ ମସିହା…