ଦେବୀ ନଦୀରୁ ଅଜଣା ମହିଳାଙ୍କ ମୃତ ଦେହ…
ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାର ସଦର ବ୍ଲକ୍ ଅନ୍ତର୍ଗତ ପୋହଳ ଉପକଣ୍ଠ ଦେବୀ ନଦୀରେ ଏକ ଅଜଣା ମୃତ ଶରୀର ପୁଲିସ୍ ଉଦ୍ଧାର କରିଛି। ଦେବୀ ନଦୀରେ ଉକ୍ତ ମୃତ ଶରୀରଟି ପାଣି ସଢି ଦୁର୍ଗନ୍ଧ ହେବା ସହିତ ଉଲଗ୍ନ ଅବସ୍ଥାରେ ଭାଶୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରଛି। ପ୍ରଥମେ ବଳତ୍କାର କରାଯାଇ ପରେ…